banner
Breaking

ପ୍ରେମ ପରେ ଟୁଙ୍ଗୁରୁ ଭୋଳର ଜଘନ୍ୟ କାରନାମା

14

ଭୁବନେଶ୍ବର: ପ୍ରେମ କରି ଚର୍ଚ୍ଚାକୁ ଆସିଥିବା ଟୁଙ୍ଗୁରୁ ଭୋଳ ଚୋରି ଭଳି ଜଘନ୍ୟ କାରନାମା କରି ଧରା ପଡିଛି। କୋଟିଏ ଟଙ୍କାର ପାଇପ ଚୋରି ଅଭିଯୋଗରେ ୧୧ ଜଣଙ୍କୁ ବାନ୍ଧିଛି ଚନ୍ଦକା ପୋଲିସ I ଆରଡବ୍ଲୁଏସଏସ କମ୍ପାନୀର ବହୁ ମୂଲ୍ୟବାନ ପାଣି ପାଇପ୍ ରାଜ୍ୟର ବିଭିନ୍ନ ସ୍ଥାନରୁ ଚୋରି ହେବା ନେଇ ଅଭିଯୋଗ ହୋଇଥିଲା । ଏକ ୧୫ ଜଣିଆ ଗ୍ୟାଙ୍ଗ ଏହି ପାଇପ୍ ଚୋରିରେ ସାମିଲ ଥିବା ନେଇ ଖବରପାଇବା ପରେ ଖୋଳତାଡ କରିଥିଲା ପୋଲିସ। ଉକ୍ତ ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ସୁଧୀର ବେହେରାକୁ ପ୍ରଥମେ କାବୁ କରିଥିଲା ଚନ୍ଦକା ପୋଲିସ । ସୁଧୀର ବେହେରାର ଘର ଚନ୍ଦକା ଅଞ୍ଚଳରେ । ଏହାପରେ ପୋଲିସ ପୁରା ଗ୍ୟାଙ୍ଗ ସମ୍ପର୍କରେ ଖବର ପାଇ ୧୧ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରେ ବହୁଚର୍ଚ୍ଚିତ ଟୁଙ୍ଗୁରୁ ଭୋଳ ରହିଥିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ।
ଗିରଫ ଅଭିଯୁକ୍ତଙ୍କ ନାଁରେ ଅପରାଧିକ ମାମଲା ନେଇ ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଥିବା ସୂଚନା ରହିଛି । ଅଧିକ ତଦନ୍ତ ପାଇଁ ଏମାନଙ୍କୁ ଖୁବଶୀଘ୍ର ରିମାଣ୍ଡରେ ଅଣାଯିବ ବୋଲି ଡିସିପି କହିଛନ୍ତି ।

Khansweb Solution Bhubaneswar
14 Comments
  1. uCAUlxDSvewDqHhWCA says

    AVQdqdWgSHseQrUOBdG

  2. jillibay says

    Jillibay is the real MVP here! Tried it because a friend recommended it and Ive got to say, it hasn’t disappointed. So glad I gave it a try: jillibay

  3. sg777login says

    SG777login, yeah, getting in is hassle-free. No annoying redirects or anything. Once you’re in, the site’s actually pretty good. Here’s the login link: sg777login

  4. 888slotbet says

    Alright, ready to spin some slots? 888slotbet looks like a place to do it. Let’s hope for some big wins! Check it out here: 888slotbet

  5. phjljl says

    PHJLJL, eh? New site to check out. Seems promising. Registering now! Wish me luck! More info here: phjljl

  6. bet88meterbase says

    Checked out bet88meterbase and found some pretty cool game options I hadn’t seen before. Definitely worth a browse if you are looking for variety.

  7. coin777 says

    Hey all, Coin777 has been on my radar lately. I really like the platform. Definitely worth checking out for some casual fun. coin777

  8. superacegame8 says

    Superacegame8, man, this site is fire! Been having a blast spinning the reels and trying my luck. Definitely worth checking out if you’re looking for some online fun. superacegame8

  9. 555publogin says

    Tried logging in at 555publogin, process was smooth enough! If you’re planning to use it, here’s the link to the login page: 555publogin.

  10. winlislotslogin says

    Just signed up for winlislotslogin and so far, so good. The login process was straightforward and the site’s easy to get around. Test out winlislotslogin. It worked for me!

  11. yawin says

    Alright folks, stumbled upon yawin. They seem to be focusing on game information and strategy stuff. Looks promising if you’re trying to up your game and strategize. Check out yawin for more!

Leave A Reply

Your email address will not be published.