banner
Breaking

ରାଜ୍ୟସ୍ତରୀୟ ଟୋଙ୍ଗ- ଇଲ୍‌- ମୁଁ -ଡୁ କୌଶଳ ପ୍ରଶିକ୍ଷଣ କର୍ମଶାଳା

8

ଭୁବନେଶ୍ୱର : ଟୋଙ୍ଗ-ଇଲ୍‌-ମୁଁ-ଡୁ ଓଡିଶା ସଂଘ ପକ୍ଷରୁ ରାଜ୍ୟସ୍ତରୀୟ ଟୋଙ୍ଗ-ଇଲ୍‌-ମୁଁ-ଡୁ କୌଶଳ ପ୍ରଶିକ୍ଷଣ କର୍ମଶାଳା ୟୁନିଟ ୯ ସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଦେବଗଡ ଚିନ୍ମୟ ବିଦ୍ୟାଳୟର ଚେୟାରମ୍ୟାନ ସ୍ୱାମୀ ନିଗମାନନ୍ଦ ସରସ୍ୱତୀ, ଫେଡରେସନ୍ ସଭାପତି ବୀର କିଶୋର ଦେବ ଯୋଗଦେଇ କର୍ମଶାଳାକୁ ଉଦଘାଟନ କରିଥିଲେ । ଏଥିରେ ଟୋଙ୍ଗ-ଇଲ୍‌-ମୁଁ-ଡୁ ଖେଳର ଜାତୀୟ ଓ ଆନ୍ତର୍ଜାତୀୟ ନିୟମାବଳୀ, ପଏଣ୍ଟ ହାତେଇବାର ବିଭିନ୍ନ କୌଶଳ ସମ୍ବଦ୍ଧରେ ଶିକ୍ଷା ପ୍ରଦାନ କରାଯାଇଥିଲା । ରେଫରୀ ଜନ୍ମେଜୟ ରଥ ଓ ଅନୁରାଗ ନନ୍ଦ ପ୍ରଶିକ୍ଷଣ ଦେଇଥିଲେ । ଓଡିଶାର ୧୫ ଟି ଜିଲ୍ଲାରୁ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ଶିକ୍ଷା ଗ୍ରହଣ କରିଥିଲେ । ଏହି ଅବସରରେ ପ୍ରତ୍ୟେକ ଜିଲ୍ଲାର ସଭାପତି ଓ ସମ୍ପାଦକ ମନଙ୍କୁ ସମ୍ବର୍ଦ୍ଦିତ କରାଯିବା ସହିତ ସ୍ୱୀକୃତି ପତ୍ର ପ୍ରଦାନ କରାଯାଇଥିଲା । ସମ୍ପାଦକ ଲଲାଟ କୁମାର ପରିଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Khansweb Solution Bhubaneswar
8 Comments
  1. 79bet9 says

    Just deposited some funds into 79bet9, ready to roll! Nice welcome bonus to boost things up. 79bet9!

  2. 77888bet says

    Yo, 77888bet! Just signed up and this site looks pretty slick. Hope the games are as good as they look. Fingers crossed! Check it out 77888bet

  3. bonos777bet says

    Thinking of giving bonos777bet a try. The name sounds lucky, right? Wish me luck! bonos777bet

  4. playing.oi says

    Alright alright alright, playing.oi looks pretty sweet. Threw down some bets, fingers crossed! You should see: playing.oi

  5. go99vina says

    Yo, heard about go99vina from a friend. Gave it a shot and not gonna lie, kinda dig it. Site’s pretty smooth and the games are decent. Check it out yourself at go99vina.

  6. aipilotreview says

    I stumbled upon this site while looking for reliable tech insights and I must say the quality of content here is impressive. It really helped me figure out which tools are actually worth my time without all the usual fluff. Thanks for sharing this aipilotreview

  7. sprunki phase 9 alive [ggtp] says

    Just hopped into Sprunki Phase 9 Alive [GGTP] and the vibes are fire! No cap, the soundtrack is one of the best I’ve heard in a mod. GG to everyone involved!

  8. OMG, Sprunki Game: Brud Gets A Snack at 12:00 AM is an absolute banger! The music tracks slap so hard, and the visuals are next-level. This dev team never misses!

Leave A Reply

Your email address will not be published.