ବାପୁଜୀନଗରରେ ଖୋଲିଲା ସ୍ପୋଟ୍ସ ଏମ୍ପୋରିୟମର ନୂଆ ଷ୍ଟୋର
ଭୁବନେଶ୍ବର: ଭୁବନେଶ୍ବରର ବାପୁଜୀନଗର ଠାରେ ସ୍ପୋଟ୍ସ ଏମ୍ପୋରିୟମର ପୁଣି ଏକ ନୂଆ ଷ୍ଟୋର ଖୋଲିଛି। ଏହା ପୂର୍ବରୁ ଭୁବନେଶ୍ୱରର ଜନପଥ ଓ ଜୟଦେବ ବିହାରରେ ଦୁଇଟି ଷ୍ଟୋର ରହିଥିବା ବେଳେ ଏହା ତୃତୀୟ ଷ୍ଟୋର। ଏଠାରେ ଗୋଟେ ଛାତ ତଳେ ଖେଳ, ଜିମ ସହ ଅନ୍ୟାନ୍ୟ ଉପକରଣ ସୁଲଭ ମୂଲ୍ୟରେ ମିଳିପାରିବ। ଯେପରିକି କ୍ରିକେଟ୍, ଫୁଟବଲ, ହକି,ବ୍ୟାଡମିଣ୍ଟନ, ଜିମ୍ ଉପକରଣ, ଆଥଲେଟ୍ ପୋଷାକ,ସନ୍ତରଣ ପୋଷାକ,ଟ୍ରଫି ଭଳି ଅନେକ ନାମୀଦାମୀ ବ୍ରାଣ୍ଡ ଏଠାରେ ଉପଲବ୍ଧ ରହିଛି। ନୂଆ ଷ୍ଟୋର ଉଦଘାଟନ ଅବସରରେ ୫୦ ପ୍ରତିଶତ ପ୍ରର୍ଯ୍ୟନ୍ତ ରିହାତି ମିଳିବ। ଗୋଟେ ମାସ ପର୍ଯ୍ୟନ୍ତ ଏହି ରିହାତିର ଲାଭ ଗ୍ରାହକମାନେ ଉଠାଇପାରିବେ। ଗ୍ରାହକମାନେ ଷ୍ଟୋର ବୁଲି ବୁଲି ନିଜ ନିଜର ପସନ୍ଦ ମୁତାବକ ଜିନିଷ କ୍ରୟ କରିପାରିବେ। ୧୯୭୮ ମସିହାରେ ଆରମ୍ଭ ହୋଇଥିବା ସ୍ପୋଟ୍ସ ଏମ୍ପୋରିୟମ ଆଗାମୀ ଦିନରେ ଭୁବନେଶ୍ବର ସହ ଓଡିଶାର ଅନ୍ୟ ସ୍ଥାନରେ ଷ୍ଟୋର ଖୋଲିବାକୁ ଲକ୍ଷ୍ୟ ରଖିଛି। ଉଦଘାଟନ ସମୟରେ ଷ୍ଟୋରର ମାଲିକ ପ୍ରମୋଦ କୁମାର ଧୁପର, ସୁଧିର ଧୁପର, ରୌନକ ଧୁପର, ସାହିଲ ଧୁପର, ଦେଭମ ଧୁପର ଆରତି ଧୁପର ପ୍ରମୁଖ ଉପସ୍ଥିତ ଥିଲେ।

**mitolyn**
Mitolyn is a carefully developed, plant-based formula created to help support metabolic efficiency and encourage healthy, lasting weight management.