banner
Breaking

ଶ୍ରୀ କ୍ରିଷ୍ଣା ଇଣ୍ଟରନ୍ୟାସନାଲ ସ୍କୁଲରେ ଉତ୍କଳ ଦିବସ ପାଳିତ

5

ଭୁବନେଶ୍ୱର,୧ା୪ ଭୁବନେଶ୍ୱର ଉପକଣ୍ଠ ମଳିପଡା ସ୍ଥିତ ଶ୍ରୀ କ୍ରିଷ୍ଣା ଇଣ୍ଟରନ୍ୟାସନାଲ ସ୍କୁଲରେ ପବିତ୍ର ଉତ୍କଳ ଦିବସ ପାଳିତ ହୋଇଯାଇଛି । ଉତ୍କଳର ସ୍ୱତନ୍ତ୍ରତା ଓ ଉତ୍କଳ ବୀରଙ୍କ ବଳିଦାନକୁ ସମ୍ମାନ ଜଣାଇ ସବୁବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଦ୍ୟାଳୟର ବକୁଳ ବନ ତଥା ପଞ୍ଚସଖାଙ୍କ ସମ୍ମୁଖରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯଇଥିଲା । ସ୍କୁଲର ଅଧ୍ୟକ୍ଷା ନମ୍ରତା ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ଚେୟାରମ୍ୟାନ ପବିତ୍ର ରାଉତରାୟ ଯୋଗଦେଇ ଉତ୍କଳ ଦିବସର ମହତ୍ତ୍ଵ ସମ୍ବଦ୍ଧରେ କହିବା ସହିତ ଆମ ରାଜ୍ୟ ଓଡିଶା ଓ ପଞ୍ଚସଖାଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । ଏବଂ ଉତ୍କଳର ସେହି ମହାନ ଜନନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ପରାମର୍ଶ ଦେଇଥିଲେ । ଉପାଧ୍ୟକ୍ଷ କବିନ୍ଦ୍ର ଦାଶ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଠାରୁ ସୃଷ୍ଟି ହୋଇଥିବା ମହାନ ଉତ୍କଳୀୟ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ ସମସ୍ତେ ଚେଷ୍ଟା କରିବା ଆବଶ୍ୟକ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗଦାନ କରି ଅଭିଭାଷଣ ରଖିଥିଲେ ।

Khansweb Solution Bhubaneswar
5 Comments
  1. 133betcom says

    Yo, just checked out 133betcom and it seems pretty legit. The odds look decent, and the site’s clean. Might throw a few bucks in and see what happens! Check it out for yourself 133betcom.

  2. hh88bet says

    HH88bet, huh? Well, I’m always looking for new places to try my luck. Hope this one doesn’t disappoint. Bonus points if they have my favorite slots! Good luck to all! Give them a look: hh88bet

  3. nhacaivn88 says

    For you VN88 fans, nhacaivn88 is a great resource. They have all the info you need, guides, tips, and the best promotions. Keep up with them! You can find them here: nhacaivn88

  4. m36588vin says

    Dạo này thấy nhiều anh em nhắc tới m36588vin ghê. Không biết có gì hot mà ai cũng mê vậy ta? See what the buzz is about: m36588vin

  5. fun605 says

    Yo, been playing on fun605 a while now, solid platform, no complaints! Check it out fun605.

Leave A Reply

Your email address will not be published.