ସରକାରୀ ପଲିଟେକନିକ୍ ବୈଦ୍ୟୁତିକ ବିଭାଗରେ ଏନର୍ଜି କ୍ଲବର ଶୁଭାରମ୍ଭ
ଭୁବନେଶ୍ୱର,: ଭୁବନେଶ୍ୱର ସରକାରୀ ପଲିଟେକନିକ୍ ଠାରେ ଓଡିଶା ସରକାରଙ୍କ ଶକ୍ତି ଭିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଓ ପ୍ରମୁଖ ବିଦ୍ୟୁତ ନୀରିକ୍ଷକ କାର୍ଯ୍ୟାଳୟ ସହଭାଗିତାରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ପ୍ରଧାମନ୍ତ୍ରୀ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା ଓ ଶକ୍ତି ସଂରକ୍ଷଣ ଉପରେ ବିସ୍ରୃତ ଭାବରେ ଆଲୋଚନା ହୋଇଥିଲା । ଆଜିର ଯୁଗରେ ଶକ୍ତି ସଂରକ୍ଷଣ କେବଳ ଜରୁରୀ ନୁହେଁ, ଏକ ଜୀବନଶୈଳୀ । ଏହାକୁ ସାର୍ଥକ କରିବା ପାଇଁ ପଲିଟେକନିକ୍ ବୈଦ୍ୟୁତିକ ବିଭାଗ ପକ୍ଷରୁ ଏନର୍ଜି କ୍ଲବ ଉଦ୍ଘାଟିତ ହୋଇଥିଲା । ଏଥିରେ ଅତିଥି ଭାବେ ପ୍ରଫେସର ରାମ ପ୍ରସାଦ ପଣ୍ଡା, ଶକ୍ତି ସଂରକ୍ଷଣ ବିଭାଗ ମୁଖ୍ୟ ଯନ୍ତ୍ରୀ ଅଶୋକ ଦାସ, ଅଧିକ୍ଷଣ ଯନ୍ତ୍ରୀ ସାଇ ଓମ୍ ବିଷ୍ଣୁ ଶଙ୍କର, ପଲିଟେକନିକ୍ର ଅଧ୍ୟକ୍ଷ ରଜତ କୁମାର ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ବିଦ୍ୟୁତ ଶକ୍ତି ସଂରକ୍ଷଣ ଓ ସୁର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା ଉପରେ ଆଲୋକପାତ କରିଥିଲେ । ଜୟନ୍ତ ସାହୁ ସୋଲାର ପ୍ୟାନେଲର କାର୍ଯ୍ୟକାରିତା, ବିଦ୍ୟୁତ ସଂରକ୍ଷଣ ଓ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ପ୍ରଦାନ କରୁଥିବା ରିହାତି ସମ୍ପର୍କରେ କହିଥିଲେ । ମନୋଜ ପଟ୍ଟନାୟକ ଷ୍ଟାଣ୍ଡାଡ ଆଣ୍ଡ ଲେବଲିଂ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ । ପଲିଟେକନିକ୍ ବୈଦ୍ୟୁତିକ ବିଭାଗର ମୁଖ୍ୟ ପ୍ରୀତି ପ୍ରଜ୍ଞାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବୈବ୍ୟୁତିକ ବିଭାଗର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Yo guys, just checked out ssbet77! Seems like a decent place to try my luck. Anyone else had a good experience there? Might drop some cash later! Check it out: ssbet77
Interesting analysis! Seeing more platforms like sinagph apk pop up, it’s good they’re focusing on responsible gaming & KYC – crucial for trust. Wonder how their RNG certification stacks up though? Solid points overall!
It’s interesting how slots are evolving – more than just luck now, it seems! Seeing platforms like 55bmw vip club focus on VIP rewards & smooth registration (quick verification is a plus!) is a smart move for players. Gotta be cautious though, always play responsibly!
Heard about 6ffcom through a friend – said it’s a solid platform. Gonna check it out and see what all the fuss is about. Hopefully, it lives up to the hype! Check it out 6ffcom
Alright, I gotta say, 777kingcon is pretty slick. The bonuses they offer are pretty generous. Definitely recommend checking out their promotions!
Heard someone talking about f3 cassino the other day. Didn’t catch much. Guess I’ll have to check it out myself. Look for it f3 cassino.
Alright, 23winslot, it is an up and coming slot place. There are some kinks to workout. But if you would like to test it then feel free 23winslot
**neuro sharp**
Neuro Sharp is an advanced cognitive support formula designed to help you stay mentally sharp, focused, and confident throughout your day.
Hey, heard about vz99bet. Anyone try this platform? Any good promos or bonuses happening there? Looking for a new spot to try my luck! More info on vz99bet.
GangaClubBet is pretty cool. They got a variety of games. Pretty solid if you want a good mix of options. Have fun and here’s where you find it: gangaclubbet
Heard about kqxsdanang and had to give it a try. Had some okay luck and the site is straightforward. Definitely one worth checking out if you’re trying to get lucky. Check em out at kqxsdanang