banner
Breaking

ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଓଡିଶା ପୁଲିସର ଜୋରଦାର ପ୍ରସ୍ତୁତି

9

ଭୁବନେଶ୍ୱର: ଓଡ଼ିଶାରେ ଆସନ୍ତାକାଲି ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଏଥିରେ ୬ଟି ଲୋକସଭା ଓ ୪୨ଟି ବିଧାନସଭା ଆସନ ପାଇଁ ଭୋଟ ପଡ଼ିବ। ଏଥର ୧୦ ହଜାର ୮୮୨ଟି ବୁଥ୍ ହୋଇଥିବାବେଳେ, ଏଥିରୁ ୨୧ ପ୍ରତିଶତ ବୁଥ୍ ସମ୍ବେଦନଶୀଳ ଅଟେ । ଯାହାକୁ ନେଇ ସୁରକ୍ଷା ଦୃଷ୍ଟିରୁ ୩୬ ହଜାର ପୋଲିସ ଓ ୧୨୬ କଂପାନୀ କେନ୍ଦ୍ରୀୟ ଫୋର୍ସ,୮୬ ପ୍ଲାଟୁନ ଆର୍ମ ପୋଲିସ ଫୋର୍ସ ସହ ୨୦ ହଜାର ୫ଶହ ସିଭିଲ ପୋଲିସ ଫୋର୍ସ ମୁତୟନ ହେବା ନେଇ ଆଜି ସୂଚନା ଦେଇଛନ୍ତି ପୋଲିସ ଡିଜି ଅରୁଣ ଷଡଙ୍ଗୀ ।
ବୁଥ୍ ତଦାରଖ ପାଇଁ ମୋଟ ୮୪୩ଟି ମୋବାଇଲ ପାଟ୍ରୋଲିଂ ପାର୍ଟି ମୁତୟନ ହୋଇଛି । ଜିପିଏସ ଜରିଆରେ କଣ୍ଟ୍ରୋଲ ରୁମ୍ କୁ ମନିଟର କରିବ ପାଟ୍ରୋଲିଂ ପାର୍ଟି । ସମ୍ବେଦନଶୀଳ ସ୍ଥାନରେ କାମ କରିବ କୁଇକ ଆକ୍ସନ ଟିମ୍ । ତେବେ ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲା ଝାଡଖଣ୍ଡ ଓ ପଶ୍ଚିମବଙ୍ଗର ସୀମାବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ୨୧ଟି ଚେକ୍ ପୋଷ୍ଟ କରାଯାଇ ଚେକିଂ କରାଯାଇଛି । ସୀମାବର୍ତ୍ତି ଚେକ୍ ପୋଷ୍ଟରେ ସମସ୍ତ ଯାନବାହନକୁ ଚେକିଂ କରାଯାଉଛି ।ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ୨୫୫ଟି ଫ୍ଲାଇଁ ସ୍କ୍ୱାର୍ଡ ବୁଲୁଛି । ଏହା ବ୍ୟତୀତ ୨୫୫ଟି ଷ୍ଟାଟିକ ସର୍ଭେଲାନ୍ସ ଟିମ୍ ପରିଭ୍ରମଣ କରୁଛି । ଏହି ୧୩ଟି ସ୍ଥାନରେ ଇଭିଏମ୍ ଷ୍ଟ୍ରଙ୍ଗ ରୁମ ରହିଛି । ସେଠାରେ ମଧ୍ୟ ଇନର କର୍ଡନ ଦାୟିତ୍ୱରେ ଅର୍ଦ୍ଧ ସାମରିକ ବାହିନୀ କାମ କରିବ । ଆଉଟର କର୍ଡନ ଦାୟିତ୍ୱରେ ଓଡିଶା ପୋଲିସ ରହିବ । ଜାନୁଆରୀ ପ୍ରଥମ ସପ୍ତାହରୁ ଏପର୍ଯ୍ୟନ୍ତ ୫୫୫ଟି ଆଣ୍ଟି ନକ୍ସଲ ଅପରେସନ ହୋଇଛି ।
ନିର୍ବାଚନ ହେବାକୁ ଥିବା ଜିଲ୍ଲାରେ ୩୬ଟି ନିର୍ବାଚନୀ ହିଂସା ମାମଲାରେ ୪୯ ଜଣ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଜାନୁଆରୀ ମାସ ପ୍ରଥମ ସପ୍ତାହରୁ ବର୍ତ୍ତମାନ ସୁଦ୍ଧା ୩୪ ହଜାର ୬୦୨ ୱାରେଣ୍ଟ ଇସ୍ୟୁ ହୋଇଛି । ୧ ହଜାରରୁ ଅଧିକ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।
ଅନ୍ୟପଟେ ୧୧ ଜଣଙ୍କୁ ଏନଏସଏ ରେ ବୁକ୍ କରାଯାଇଛି। ସ୍ପେଶାଲ ଡ୍ରାଇଭ ବଳରେ ୨୮୧ ଜଣଙ୍କ ଠାରୁ ବେଆଇନ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ୩ଟି ବନ୍ଧୁକ ତିଆରି ସ୍ଥାନ ଠାବ କରାଯାଇଛି । ୬ ଲକ୍ଷ ଲିଟର ମଦ ଜବତ କରାଯାଇଛି । ୨୬ ହଜାର ରୁ ଅଧିକ ଏନଡିପିଏସ୍ କେସ ହୋଇଛି । ୮୬୦ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ୫ ହଜାର ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ୫ କେଜି ବ୍ରାଉନସୁଗର ଜବତ କରାଯାଇଛି । ସମୁଦାୟ ନିଶା ସାମଗ୍ରୀ ନଗତ ଟଙ୍କା ଜବତ ମୂଲ୍ୟ ଆନୁମାନିକ ୮୯ କୋଟି ହେବ । ସୋସିଆଲ ମିଡିଆ ମନିଟରିଂ ସେଲ ଗଠନ କରାଯାଇ ଆପତ୍ତିଜନକ ପୋଷ୍ଟ ହଟାଯାଇଛି । ଅଭିଯୁକ୍ତଙ୍କ ବିରୋଧରେ କେସ ରୁଜୁ ହୋଇଛି । ଅବାଧ, ମୁକ୍ତ, ନିରପେକ୍ଷ ନିର୍ବାଚନ ପାଇଁ ଓଡିଶା ପୋଲିସ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ଡିଜିପି ।

Khansweb Solution Bhubaneswar
9 Comments
  1. spinwinapk says

    Hey lads, I looked at spinwinapk and its quite good. I had some fun. Check it: spinwinapk

  2. keonhacai55bet says

    Alright lads, when it comes to betting, keonhacai55bet is my go-to spot! Solid odds and a smooth interface, what more could you want? Give it a punt! keonhacai55bet

  3. jljl77legitornot says

    Trying to figure out if jljl77 is legit? Well, I took the plunge. So far, so good! Withdrawals weren’t a headache, and the customer service was responsive. Do your own research, but my experience was positive. Read more here: jljl77legitornot

  4. ph777casinologin says

    Alright, gotta say, ph777casinologin is decent. Good selection of slots. I had a small issue and their support helped me out quick. Pretty standard, but reliable. Check it out, yeah?

  5. jackpotlandapp says

    How ya goin’? Tried the jackpotlandapp. Pretty fun little app if you ask me. Worth a shot if you’re looking for a quick game on the go. Give it a go: jackpotlandapp

  6. shbet.80 says

    Heard some buzz about shbet.80. Guess it’s worth checking out. Someone told me they had a decent win there last week so who knows maybe I will too. shbet.80

  7. 317betapp says

    Downloaded the 317betapp and it’s pretty sweet! Super convenient to place bets on the go, plus it’s user friendly. Highly recommend if you’re always on your phone! Download here: 317betapp

  8. jq777apkdownload says

    Yo, I’m trying to get this jq777apkdownload thingy, is it legit? Anyone else using it? Link here in case you know something: jq777apkdownload

  9. lucky22game says

    Just stumbled upon lucky22game! Looks kinda neat, anyone tried it? Maybe I’ll give it a go: lucky22game

Leave A Reply

Your email address will not be published.