banner
Breaking

ନିଫ୍ଟ ଭୁବନେଶ୍ୱର ପକ୍ଷରୁ ଆଲୁମ୍‌ନି ମିଟ୍ -୨୦୨୪ ଅନୁଷ୍ଠିତ

9

ଭୁବନେଶ୍ୱର: ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ ଟେକ୍ନୋଲୋଜି (ନିଫ୍ଟ) ଭୁବନେଶ୍ୱର ପକ୍ଷରୁ ଏହାର ବାର୍ଷିକ ଆଲୁମ୍‌ନି ମିଟ୍ -୨୦୨୪ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ପୂରୁଣା ସାଙ୍ଗମାନଙ୍କର କ୍ୟାମ୍ପସ୍‌ ସ୍ମୃତିକୁ ଉଦ୍‌ଜୀବିତ କରିଥିବା ସହ ସେମାନଙ୍କୁ ପୁନର୍ବାର ଏକାଠି କରିଥିଲା । ଇଣ୍ଟରାକ୍ଟିଭ ଅଧିବେସନରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ପୁରାତନ ଛାତ୍ରଛାତ୍ରୀମାନେ ସେମାନଙ୍କ ଫାକଲ୍ଟି ଏବଂ ସେମାନଙ୍କ ବିଭାଗର ଅନ୍ତିମ ବର୍ଷର ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନାଚକ୍ରରେ ଭାଗ ନେଇଥିଲେ । ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ରିଜିଓନାଲ ଇଣ୍ଡଷ୍ଟ୍ରି କୋଅର୍ଡିନେଟର ଡଃ ଗୈାତମ ସାହା ସ୍ୱାଗତ ସମ୍ଭାଷଣ ଦେଇ ପୁରାତନ ଛାତଛାତ୍ରୀମାନଙ୍କୁ ସେମାନଙ୍କ ଉପସ୍ଥିତି ପାଇଁ ଧନ୍ୟବାଦ ଜଣାଇଥିଲେ । ନିର୍ଦ୍ଦେଶକ ରାଜେଶ କୁମାର ଝା ପୁରାତନ ଛାତଛାତ୍ରୀମାନଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ ଜଣାଇବା ସହ ଉପସ୍ଥିତ ସମସ୍ତଙ୍କୁ ସମ୍ବୋଧିତ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ପ୍ରତିବଦ୍ଧତା ଓ ସହଯୋଗ ପାଇଁ ସେମାନଙ୍କୁ ପ୍ରଶଂସା କରିଥିଲେ । ଏହି ଅବସରରେ ୨୦୨୪ ମେଡାଲ ବିଜେତା, ଓଏନ୍‌ଡିସି ଦ୍ୱାରା ପରିଚାଳିତ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ହ୍ୟାକାଥନ୍ ୨୦୨୪ ବିଜେତା,ଏଫ୍‌ଓଏଆଇଡି ନ୍ୟାଶନାଲ ଫେଷ୍ଟିଭାଲ ଅଫ୍‌ ଆର୍‌କିଟେକ୍ଟର ଆଣ୍ଡ୍ ଇଣ୍ଟେରିୟର ଡିଜାଇନ୍‌ିଂ ୨୦୨୪ର ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ରାଜେଶ କୁମାର ଝା ପୁରସ୍କୃତ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ହାଉସି ଗେମ୍‌ ଆଦି ପ୍ରଦର୍ଶିତ ହୋଇଥିଲା ଯାହା ଉପସ୍ଥିତ ସମସ୍ତଙ୍କୁ ଆକର୍ଷିତ କରିଥିଲା ।

ଆସିଷ୍ଟାଣ୍ଟ ପ୍ରଫେସର ରବି ପ୍ରକାଶ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଆଲୁମ୍‌ନି ମିଟ୍ -୨୦୨୪ ନିଫ୍ଟ ଭୁବନେଶ୍ୱର ଏବଂ ଏହାର ପ୍ରିୟ ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ପ୍ରତିବଦ୍ଧସମ୍ପନ୍ନ ସମ୍ପର୍କକୁ ରୂପରେଖ ଦେବାରେ ସଫଳ ହୋଇଛି ।

Khansweb Solution Bhubaneswar
9 Comments
  1. bongvip88 says

    Bongvip88 – Gave it a go, you know. Same as Bongvip, bit better interface. Had some luck with the slots there! Not bad if you fancy a flutter. bongvip88

  2. phtaya41 says

    Hi, y’all. I tried using phtaya41. It’s the ideal solution if you don’t waste any time during login! Very intuitive and fast.

  3. jili7loginregistration says

    Okay, so I was trying to figure out the JILI7 login process, and this jili7loginregistration site was actually pretty helpful! No more forgetting my password (hopefully!).

  4. 188betthethao says

    Yo, 188betthethao got my back when I need a quick bet. Straight and to the point, just how I like it. Check it out here: 188betthethao

  5. hiperbet1 says

    Hiperbet1? Okay, okay, I see you. Good selection of games and a decent interface. Been placing some bets, hopefully luck is on my side! Check em out. hiperbet1

  6. mitolyn reviews says

    **mitolyn reviews**

    Mitolyn is a carefully developed, plant-based formula created to help support metabolic efficiency and encourage healthy, lasting weight management.

  7. iwin vip says

    Leveling up to iwin vip was a great decision. The rewards and perks are awesome. Plus, the support is top-notch. Definitely a step up! Experience VIP treatment: iwin vip

  8. gbgbet444 says

    GBGBet444 has a good selection of casino games. They also offer some pretty decent bonuses. Give them a try, you might get lucky! Place your bets: gbgbet444

  9. fortunegodsvn says

    Fortune God SVN, huh? The name sounds promising. I’m always chasing that big win. Anyone had any luck with it? Curious to hear your experiences. fortunegodsvn

Leave A Reply

Your email address will not be published.