ନବଦର୍ଶନ ପ୍ରତିଫଳନ ସମାରୋହ ୨୦୨୫: ଏକ ଅନ୍ତର୍ଭୁକ୍ତିକରଣ ଏବଂ ବିକଶିତ ଓଡ଼ିଶା ପାଇଁ ପଥ ପ୍ରଶସ୍ତ କରୁଛି
ଭୁବନେଶ୍ୱର: ଭି-ଗାର୍ଡ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍, ଓଡ଼ିଶା ରାଇଜିଂ ଫାଉଣ୍ଡେସନ୍ (ଓଆରଏଫ) ସହିତ ମିଳିତ ଭାବରେ, ଭୁବନେଶ୍ୱରରେ ନବଦର୍ଶନ ପ୍ରତିଫଳନ ସମାରୋହ ୨୦୨୫ ଆୟୋଜନ କରାଯାଇଛି । ଭି-ଗାର୍ଡର ସିଏସଆର ପ୍ରୟାସ ନବଦର୍ଶନର ଅଂଶ ଭାବରେ ଆୟୋଜିତ ଏହି କାର୍ଯ୍ୟକ୍ରମ, ଅନ୍ତର୍ଭୁକ୍ତ ବିକାଶରେ ପ୍ରଗତିକୁ ପାଳନ କରିବା ଏବଂ କାର୍ଯ୍ୟକ୍ରମର ଭବିଷ୍ୟତ ଦୃଷ୍ଟିକୋଣ ପ୍ରସ୍ତୁତ କରିବା ପାଇଁ ପିଲା, ଅଭିଭାବକ, ଶିକ୍ଷକ, ନୀତି ନିର୍ଦ୍ଧାରକ, କର୍ପୋରେଟ୍ ପ୍ରତିନିଧି ଏବଂ ନାଗରିକ ସମାଜ ଅଂଶୀଦାରମାନଙ୍କୁ ଏକତ୍ର କରିଥିଲା ।
ପାଂଚ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ନବଦର୍ଶନ ସ୍ୱତନ୍ତ୍ର ବିଦ୍ୟାଳୟଗୁଡ଼ିକରେ ଶିକ୍ଷାର ଗୁଣବତା ଉନ୍ନତ କରିବା ଉପରେ ଗୁରୁତ୍ୱାରୋପ କରାଯାଉଛି । ଶିକ୍ଷକ ତାଲିମ ଏବଂ ଭିତିଭୂମି ସହାୟତା ପ୍ରଦାନ କରିବା ସହିତ ସାମାଜିକ ଦକ୍ଷତା ବୃଦ୍ଧି ପାଇଁ ଚିକିତ୍ସା ସହାୟତା ଏବଂ ବୌଦ୍ଧିକ ଭାବରେ ଦିବ୍ୟାଙ୍ଗ ପିଲାମାନଙ୍କ ପାଇଁ ବୃତିିଗତ ତାଲିମ ପ୍ରଦାନ କରୁଛି । ଏନଜିଓ ସହିତ ସହଭାଗିତା ମାଧ୍ୟମରେ, ଏହି ପଦକ୍ଷେପ ଓଡ଼ିଶା, କେରଳ, ତେଲେଙ୍ଗାନା ଏବଂ କର୍ଣ୍ଣାଟକର ୪୦ ଟି ସ୍ୱତନ୍ତ୍ର ବିଦ୍ୟାଳୟର ୪,୦୦୦ ରୁ ଅଧିକ ବୌଦ୍ଧିକ ଭାବରେ ଅକ୍ଷମ ପିଲାଙ୍କ ନିକଟରେ ପହଂଚିଛି । ମାର୍ଚ୍ଚ ୨୦୨୫ ସୁଦ୍ଧା, ଭି-ଗାର୍ଡ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଏହି ପ୍ରୟାସରେ ୩.୬୪୩୧ କୋଟିରୁ ଅଧିକ ନିବେଶ କରିଛି । କେବଳ ଓଡ଼ିଶାରେ, ଏହି କାର୍ଯ୍ୟକ୍ରମ ଖୋର୍ଦ୍ଧା, ପୁରୀ, କଟକ, ନୟାଗଡ ଏବଂ କୋରାପୁଟ ଆଦି ପାଂଚଟି ଜିଲ୍ଲାର ୧୦ ଟି ବିଦ୍ୟାଳୟର ୧,୦୦୦ ପିଲାଙ୍କୁ ଉପକୃତ କରି ପାରିଛି ।
ପିଲା ଏବଂ ବିଶିଷ୍ଟ ବ୍ୟକ୍ତିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ ସହିତ ସମାରୋହର ଶୁଭାରମ୍ଭ ହୋଇଥିଲା । ତା’ପରେ ଭାରତୀୟ ସାଙ୍କେତିକ ଭାଷାରେ ସ୍ୱାଗତ ସଙ୍ଗୀତ ଏବଂ ଜାତୀୟ ସଙ୍ଗୀତ ପରିବେଷଣ କରାଯାଇଥିଲା । ଏକ ସ୍ୱତନ୍ତ୍ର ଅଡିଓ-ଭିଜୁଆଲ୍ ଉପସ୍ଥାପନା ପ୍ରଦର୍ଶିତ ହୋଇଥିଲା ଏବଂ ଉଦ୍ଘାଟନୀ ଅଧିବେଶନରେ ଚାମ୍ପିଅନ୍ ଅଫ୍ ଇନ୍କ୍ଲୁସନ୍କୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ନବଦର୍ଶନ ବାର୍ଷିକ ପ୍ରଭାବ ରିପୋର୍ଟ ଉନ୍ମୋଚିତ ହୋଇଥିଲା ।
“ବିକଶିତ ଓଡିଶା ୨୦୩୬ରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଭୂମିକା” ଉପରେ ମୁଖ୍ୟ ଭାଷଣ ଦେଇ ସ୍ୱାଭିମାନର ସଚିବ ଶ୍ରୁତି ମହାପାତ୍ର ରାଜ୍ୟର ଅଭିବୃଦ୍ଧିରେ ସକ୍ରିୟ ଅବଦାନକାରୀ ଭାବରେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ସଶକ୍ତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଓଆରଏଫର ଅଧ୍ୟକ୍ଷ ଏବଂ ସହ-ପ୍ରତିଷ୍ଠାତା ଅକ୍ଷୟ ସାଗର ସ୍ୱାଗତ ଭାଷଣ ଦେଇଥିଲେ ।
ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ରାଜ୍ୟ କମିସନର ବ୍ରତତୀ ହରିଚନ୍ଦନ, ଆଇଏଏସ୍(ଅବସରପ୍ରାପ୍ତ); ଏସଏସପିଇଡିର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ; ସୁମନ୍ତ ପ୍ରଧାନ, ଡିଜିଏମ ଏବଂ ଶାଖା ମୁଖ୍ୟ, ଭି-ଗାର୍ଡ ଇଣ୍ଡଷ୍ଟ୍ରି ଲିମିଟେଡ୍; ଏବଂ ସନୀଶ କେ, ମୁଖ୍ୟ ଅଧିକାରୀ – ସିଏସଆର, ଭି-ଗାର୍ଡ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପ୍ରମୁଖ ନିଜ ନିଜର ମତ ଉପସ୍ଥାପନ କରିଥିଲେ ।
“ଚିଲ୍ଡରେନ୍ ଟେକ୍ ଦି ଷ୍ଟେଜ୍: ମାଇ ଭଏସ୍ ମ୍ୟାଟର୍ସ” ଶୀର୍ଷକ ଏକ ସେଗମେଂଟରେ ବୌଦ୍ଧିକ ଅକ୍ଷମତା ଥିବା ପିଲାମାନଙ୍କର ସ୍ୱର ଏବଂ ପ୍ରତିଭା ପ୍ରଦର୍ଶିତ ହୋଇଥିଲା । ଏହା ପରେ ଏକ ପ୍ୟାନେଲ୍ ଆଲୋଚନା, “ପ୍ରଗତି ପଛରେ ଥିବା ଲୋକମାନେ: ଭୂପୃଷ୍ଠରୁ ସ୍ୱର” ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଜଣେ ଅଭିଭାବକ, ଜଣେ ସ୍ୱତନ୍ତ୍ର ଶିକ୍ଷକ, ଜଣେ ଶିଶୁ ଏବଂ ଜଣେ ଜିଲ୍ଲା ଅଂଶୀଦାରଙ୍କ ଦୃଷ୍ଟିକୋଣକୁ ସାମିଲ କରାଯାଇଥିଲା, ଯାହାକୁ ସୁଚିତରଞ୍ଜନ ସିଂହ, ବରିଷ୍ଠ ପରାମର୍ଶଦାତା, ଏସଭିଏନଆଇଆରଟିଏଆରଙ୍କ ଦ୍ୱାରା ପରିଚାଳିତ କରାଯାଇଥିଲା ।
ପାର୍ଟନର୍ସଙ୍କ ରାଉଣ୍ଡ ଟେବୁଲରେ ନବଦର୍ଶନ ଭିଜନ ୨୦୨୮ ଓଡ଼ିଶାରେ ଅନ୍ତର୍ଭୁକ୍ତ ବିକାଶ ପାଇଁ ରୋଡମ୍ୟାପ୍ ଆଲୋଚନା କରିବା ପାଇଁ ସରକାରୀ ଅଂଶୀଦାର, ସିଏସଆର ନେତା, ଏନଜିଓ ଏବଂ ଜିଲ୍ଲା ଅଂଶୀଦାରମାନଙ୍କୁ ଏକତ୍ର କରିଥିଲା । ଦିଲ୍ଲୀପ କୁମାର ହିଆଲ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଖୋର୍ଦ୍ଧା; ସନ୍ନ୍ୟାସାଇ ବେହେରା, ଓଏଏସ୍, ଉପସଚିବ, ଓଡ଼ିଶା ସରକାର; ଏବଂ ସୁମନ୍ତ ପ୍ରଧାନ, ଡିଜିଏମ୍ ଏବଂ ଶାଖା ମୁଖ୍ୟ, ଭି-ଗାର୍ଡ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଚେତନା ସ୍ପେଶାଲ୍ ସ୍କୁଲ, ଭୁବନେଶ୍ୱରର ସଚିବ ଡକ୍ଟର ବିନୟଭୂଷଣ ମହାପାତ୍ର ଆଲୋଚନାକୁ ପରିଚାଳନା କରିଥିଲେ ।

k5gpok
ic4b2h
lla4zg
Checking in from tt128bet! A fairly solid choice for your betting needs. Not the flashiest site, but it does the job. Wide variety of games, quick load times. See them around tho: tt128bet
I9bet141, signing up now. Fingers crossed for some big wins! The site looks pretty decent so far. Let’s hope the gameplay is just as good. Wish me luck! Worth a look: i9bet141
Alright, finally got my 79kingcomdangnhap login sorted. Took a minute, but all good now. Smooth sailing after that. 79kingcomdangnhap
Saw a few ads for f8betlgoptimusl9, decided to check it out. Not bad, not bad. The welcome bonus is pretty sweet, gonna see what else they got! Excited to explore f8betlgoptimusl9.
Need kèo ma cao 7m? This site is a lifesaver. Always provides the best and most up-to-date odds. Check it out yourself at kèo ma cao 7m.
**boostaro official**
Boostaro is a purpose-built wellness formula created for men who want to strengthen vitality, confidence, and everyday performance.
**aquasculpt**
aquasculpt is a premium metabolism-support supplement thoughtfully developed to help promote efficient fat utilization and steadier daily energy.
**mounja boost official**
MounjaBoost is a next-generation, plant-based supplement created to support metabolic activity, encourage natural fat utilization, and elevate daily energywithout extreme dieting or exhausting workout routines.
**men balance**
MEN Balance Pro is a high-quality dietary supplement developed with research-informed support to help men maintain healthy prostate function.
Inclusive education initiatives like Nabdasan show how targeted investments create meaningful impact. Similar to how platforms like tbjili login prioritize accessibility, V-Guard’s 36+ crore investment across 40 special schools demonstrates that scaling inclusion requires both resources and strategic partnerships with NGOs and local communities.
onebra.com é confiável – that’s the question, isn’t it? Is it trustworthy? I’m always skeptical before putting my money anywhere. Does it really work for onebra.com é confiável?
Jilipark app looks interesting! Mobile gaming is my jam. Is the app smooth and easy to use? Downloading now… let’s see what it’s all about because of jilipark app!
Vaobong88com, is it a proxy or something? Been having trouble accessing Bong88 lately. Hope this helps! Is this the best way of accessing vaobong88com?