ଜେଏଲଆରର ଇଣ୍ଡିଆର ବାର୍ଷିକ ହଲିଡେ ସର୍ଭିସ କ୍ୟାମ୍ପ
ଜେଏଲଆର ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି ଏହାର ବାର୍ଷିକ ଛୁଟି ସେବା ଶିବିର ୨୦୨୩ ଡିସେମ୍ବର ୪ରୁ ଡିସେମ୍ବର ୯ ପର୍ଯ୍ୟନ୍ତ ଭାରତର ସମସ୍ତ ପ୍ରାଧିକୃତ ଖୁଚୁରା ବ୍ୟବସାୟୀମାନଙ୍କ ମାଧ୍ୟମରେ ଅନୁଷ୍ଠିତ ହେବ । ଶିବିରରେ, ଗ୍ରାହକମାନେ ବିସ୍ତୃତ ଯାନ ଯା ଏବଂ ବ୍ରାଣ୍ଡେଡ ସାମଗ୍ରୀ, ଆସେସୋରିଜ ଏବଂ ମୂଲ୍ୟଯୁକ୍ତ ସେବା ଉପରେ ସ୍ୱତନ୍ତ୍ର ଅଫର ହାସଲ କରିପାରିବେ ।
ସମସ୍ତ ଯାନ ଉଚ୍ଚ ପ୍ରଶିକ୍ଷିତ ଟେକ୍ନିସିଆନମାନେ ଯୋଗଦେବେ ଏବଂ ଆବଶ୍ୟକ ସ୍ଥଳେ ଜେଏଲଆର ଜେନୁଇନ ପାର୍ଟସ ପାଇ ପାରିବେ ।
ଏହି ଶିବିରରେ ୩୨-ପଏ ଇଲେକ୍ଟ୍ରୋନିକ ଭେଇକିଲ ହେଲଥ୍ ଚେକ ଅପ, ବ୍ରେକ ଏବଂ ୱିପର ଚେକ, ସୋର ଏବଂ ଫ୍ଲୁଇଡ ଲେଭଲ ଚେକ କରାଯିବା ସହିତ ପ୍ରତ୍ୟେକ ଯାତ୍ରା ଯେପରି ସୁରକ୍ଷିତ ଏବଂ ନିରାପଦ ହୋଇପାରିବ ସେନେଇ ବ୍ୟାଟେରୀ ଯା ମଧ୍ୟ କରାଯିବ ।
ଏହି ଅବସରରେ ଜେଏଲଆର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ରାଜନ ଅମ୍ବା କହିଲେ, ଛୁଟିଦିନର ଉତ୍ସାହ ମଧ୍ୟରେ ଆପଣଙ୍କ ଗାଡିର ଅବସ୍ଥା ସୁନିଶ୍ଚିତ ହେବା ପ୍ରାଥମିକତା ପାଲଟିଛି । ଆମର ଛୁଟିଦିନ ସେବା ଶିବିରଗୁଡ଼ିକ କେବଳ ସୁବିଧାଠାରୁ ଅଧିକ ପ୍ରଦାନ କରିଥାଏ । ସେମାନେ ଏକ ସୁଗମ ଏବଂ ଚିନ୍ତାମୁକ୍ତ ଯାତ୍ରା ପାଇଁ ଏକ ଲାଇଫ ଲାଇନ ସାବ୍ୟସ୍ତ ହୋଇଥାଏ । ଶୀତଦିନିଆ ରାସ୍ତାରେ ନିରାପା ସୁନିଶ୍ଚିତ କରିବା ଠାରୁ ଆରମ୍ଭ କରି ସ୍ମରଣୀୟ ଯାତ୍ରା ପାଇଁ କାର୍ଯ୍ୟଦକ୍ଷତା ବଜାୟ ରଖିବା ପର୍ଯ୍ୟନ୍ତ, ଆମର ଅନୁକୂଳ ସେବାରେ ବିନିଯୋଗ କରିବାକୁ ସମ୍ପୂର୍ଣ୍ଣ ନିଶ୍ଚିତ କରିଥାଉ ।
ଚାଉଫର ଥିବା ଗ୍ରାହକଙ୍କ ପାଇଁ, ସେବା ଶିବିରରେ ଏକ ସ୍ୱତନ୍ତ୍ର କ୍ୟୁରେଟେଡ ଚାଉଫର୍ ଟ୍ରେନିଂ ପ୍ରୋଗ୍ରାମ ମଧ୍ୟ ଅନ୍ତର୍ଭୂକ୍ତ ହେବ ଯାହା ଡ୍ରାଇଭିଂ ଏବଂ ଯାନବାହାନର ରକ୍ଷଣାବେକ୍ଷଣର ସମସ୍ତ ଦିଗକୁ ଅନ୍ତର୍ଭୁକ୍ତ କରିବ ।
ଏହି ସେବାଗୁଡିକ ପାଇବା ପାଇଁ, ଗ୍ରାହକମାନେ ୪ ରୁ ୯ ଡିସେମ୍ବର ମଧ୍ୟରେ ପୁର୍ବାହ୍ନ ୯ଟା ୩୦ରୁ ଅପରାହ୍ନ ୪ଟା ୩୦ ମଧ୍ୟରେ ନିକଟତମ ପ୍ରାଧିକୃତ ଖୁଚୁରା ବ୍ୟବସାୟୀଙ୍କ ସହିତ ଯୋଗାଯୋଗ କରିପାରିବେ ।
ଭାରତରେ ଜାଗୁଆର ଲ୍ୟାଣ୍ଡ ରୋଭର ରିଟେଲର ନେଟୱାର୍କ ଅହମ୍ମଦାବାଦ, ବେଙ୍ଗାଲୁରୁ (୩), ଭୁବନେଶ୍ୱର, ଚଣ୍ଡିଗଡ଼, ଚେତ୍ତାଇ (୨), କୋଏମ୍ବାଟୁର, ଦିଲ୍ଲୀ, ଗୁରୁଗାଓଁ, ହାଇଦ୍ରାବାଦ, ଇନ୍ଦୋର, ଜୟପୁର, କୋଲକାତା, କୋଚି, କର୍ଣ୍ଣାଲ, , ଲକ୍ଷ୍ନୌ, ମୁମ୍ବାଇ (୨), ନୋଏଡା, ପୁଣେ, ରାୟପୁର, ସୁରଟ ଏବଂ ବିଜୟୱାଡାରେ ରହିଛି । ଏହି ୨୫ ଟି ପ୍ରାଧିକୃତ ଆଉଟଲେଟ ମାଧ୍ୟମରେ ଜାଗୁଆର ଲ୍ୟାଣ୍ଡ ରୋଭର ଯାନ ଭାରତରେ ଉପଲବ୍ଧ ।
ଚୟନ ଖୁଚୁରା ସ୍ଥାନଗୁଡିକରେ ଚାଉଫର୍ ଟ୍ରେନିଂ ପ୍ରୋଗ୍ରାମ ଉପଲବ୍ଧ । ଅଧିକ ସୂଚନା ପାଇଁ ଦୟାକରି ଆପଣଙ୍କ ସହରର ପ୍ରାଧିକୃତ ଖୁଚୁରା ବ୍ୟବସାୟୀଙ୍କ ସହିତ ଯୋଗାଯୋଗ କରନ୍ତୁ ।

U7777gameapk, been having some real good luck lately! Solid selection of games and the site runs smooth as butter. Check it out if you’re looking for something new. u7777gameapk
Heard a lot about 639club, finally checked it out! Seems legit, easy to navigate. Gonna try my luck and see if I can hit that jackpot! Check it out for yourself: 639club
Alright, looking into jilihotcasinoonline. The graphics are super vibrant and the selection of games seems decent. Hopefully, it’ll be a fun ride! Check it at jilihotcasinoonline.
Alright, đá gà fans, DAGADONC1’s got the real deal! Finally found a place that understands the passion. Check it out! đá gà đòn c1
bong88comlogin.net is the place to go when you need to log into Bong88. Simple and reliable. Check it out here: bong88comlogin