banner
Breaking

ଆଇଆଇଏମଟି କ୍ୟାମ୍ପସକୁ ଡ.ଗାବିନ୍ ସଂଙ୍କ ପରିଦର୍ଶନ

9

ଭୁବନେଶ୍ୱର: ଇଣ୍ଟରସାଇନ୍ସ ଇନ୍‌ଷ୍ଟିଟ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି (ଆଇଆଇଏମଟି) ଭୁବନେଶ୍ୱର କ୍ୟାମ୍ପସ୍‌କୁ ଦୁଇଜଣ ବିଶିଷ୍ଟ ଶିକ୍ଷାବିତ୍ ଙ୍କୁ ଆମନ୍ତ୍ରଣ କରି ଆତିଥ୍ୟ ପ୍ରଦାନ କରାଯାଇଥିଲା। ଡ଼. ଗାବିନ୍ ସଂ, ଆସୋସିଏଟ୍ ପ୍ରଫେସର୍, ଗୁଆଙ୍ଗଡୋଙ୍ଗ ବିଦେଶୀ ଭାଷା ବିଶ୍ୱବିଦ୍ୟାଳୟ, ସ୍କୁଲ୍ ଅଫ ବିଜନେସ୍, ଚୀନ୍ ଏବଂ ପ୍ରଫେସର୍ (ଡ଼.) ସୁଚେତା ପ୍ରିୟବାଦିନୀ, ଚେୟାର୍ ପ୍ରୋଫେସର୍, ଏମଆରଡିସି, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରଙ୍କୁ ଏକ ଅତିଥି ଅଧ୍ୟାପନା କାର୍ଯ୍ୟକ୍ରମ ନିମନ୍ତେ ଆମନ୍ତ୍ରଣ କରାଯାଇଥିଲା।

ଆଇଆଇଏମଟି ନିର୍ଦ୍ଦେଶକ ପ୍ରଫେସର୍ ଡ଼. ଜୟଦେବ କର ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଆଇଆଇଏମଟିର ଅନୁସନ୍ଧାନ ଓ ପ୍ରକାଶନ ବିଭାଗର ସହଯୁକ୍ତ ଡିନ୍ ଶ୍ରୀମତୀ ସୋମା ମିତ୍ର ସ୍ବାଗତ ଓ ଅତିଥି ପରିଚୟ ସହିତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହା ପରେ ପ୍ରଫେସର୍ (ଡ଼.) ସୁଚେତା ପ୍ରିୟବାଦିନୀଙ୍କ ଦ୍ୱାରା ଏକ ଗଭୀର ପ୍ରାରମ୍ଭିକ ଅଭିଭାଷଣ ପ୍ରସ୍ତୁତ କରାଯାଇଥିଲା।

ଡ଼. ଗାବିନ୍ ସଙ୍ଗ୍ ଙ୍କ ଦ୍ୱାରା ଦିଆଯାଇଥିବା “ଭାରତ-ଦକ୍ଷିଣ କୋରିଆ ସମ୍ପର୍କ ଓ ଉଦୀୟମାନ ବିଶ୍ୱବ୍ୟାପୀ ଚାକିରି ସୁଯୋଗ” ବିଷୟରେ ଏକ ବିଶେଷ ବ୍ୟାଖ୍ୟାନ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଭାବେ ପ୍ରତିଷ୍ଠିତ ହୋଇଥିଲା, ଯାହା ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କ ପାଇଁ ଆନ୍ତର୍ଜାତୀୟ ସହଯୋଗ ଓ କ୍ୟାରିଅର୍ ସମ୍ଭାବନା ବିଷୟରେ ଗଭୀର ଅନ୍ତର୍ଦୃଷ୍ଟି ପ୍ରଦାନ କରିଥିଲା।

ମାନନୀୟ ଅତିଥିମାନଙ୍କୁ ଆଇଆଇଏମଟିର ଅଧ୍ୟକ୍ଷ ପ୍ରଫେସର୍ (ଡ଼.) ଶ୍ରୀକାନ୍ତ ପଟ୍ଟନାୟକ ଓ ନିର୍ଦ୍ଦେଶକ ପ୍ରଫେସର୍ ଡ଼. ଜୟଦେବ କର ସମ୍ମାନିତ କରିଥିଲେ। ପ୍ରଫେସର୍ (ଡ଼.) ପଟ୍ଟନାୟକଙ୍କ ସମାପନୀ ଅଭିଭାଷଣ ଓ ଆଇଆଇଏମଟିର ପ୍ରିନ୍ସିପାଲ୍ ପ୍ରଫେସର୍ (ଡ଼.) ହିମାଂଶୁ ଶେଖର ମହାରଣାଙ୍କ ଦ୍ୱାରା ଦିଆଯାଇଥିବା ଔପଚାରିକ ଧନ୍ୟବାଦ ଜ୍ଞାପନ ସହିତ କାର୍ଯ୍ୟକ୍ରମକୁ ଉଦଯାପନ କରାଯାଇଥିଲା ।

Khansweb Solution Bhubaneswar
9 Comments
  1. 666betlogin says

    Trying out 666betlogin – simple and direct to the point, which I like. Hopefully, luck is on my side! Give it a look: 666betlogin

  2. sinagph says

    Really insightful article! The focus on immersive experiences in live dealer games is spot on. Secure platforms like sinagph games prioritize player safety with KYC & responsible gaming – crucial for trust! Great read.

  3. jl33 says

    Roulette’s allure is the perceived control, isn’t it? It’s fascinating how platforms like jl33 slot download are streamlining access for Filipino players – quick deposits via GCash are a game changer! Still, remember probabilities are key. 😉

  4. ph678 says

    Really insightful article! It’s good to see platforms like ph678 online casino prioritizing security & responsible gaming – that KYC process is key for a safe experience. Makes a big difference! 👍

  5. AI Tools says

    Great insights on optimizing workflows-tyy.AI Tools truly streamlines the hunt for top AI solutions. Their AI Podcast Assistant is a standout for content creators.

  6. aa999fortune says

    Opa! Vi uns posts sobre a aa999fortune, parece ter uns bônus bacanas. Alguém sabe se é confiável pra valer? Queria saber antes de colocar uma grana lá. Dá uma olhada: aa999fortune

  7. jiliaceph says

    Volatility is key when I pick slots – high RTP is great, but the hit frequency matters too! Seeing platforms like jiliace ph link cater to local payment options like GCash & PayMaya is smart for the Philippine market, making access so much easier!

  8. lucky101apk says

    Thinking about grabbing the APK from Lucky101apk. Hope it’s safe and virus-free, you know how it is. lucky101apk

  9. ph987 says

    Strategic play is key in any game, and understanding the psychological aspect-like ph987 highlights-really elevates your edge. Seamless onboarding is crucial; check out 987ph for a secure start & mastering the arena! It’s about more than luck.

Leave A Reply

Your email address will not be published.