banner
Breaking

ସମାଜରେ ଶାନ୍ତି ପ୍ରତିଷ୍ଠାରେ ଉଭୟ ବିଜ୍ଞାନ ଓ ନୈତିକତାର ଭୂମିକା ଗୁରୁତ୍ୱପୂର୍ଣ୍ଣ

5

ଭୁବନେଶ୍ୱର: କ୍ଲାଉଡ କମ୍ପ୍ୟୁଟିଙ୍ଗ ଆଣ୍ଡ ଡିଷ୍ଟ୍ରିବ୍ୟୁଟେଡ ସିଷ୍ଟମସ୍‌ ଲାବରୋଟରୀ, ମେଲବୋର୍ଣ୍ଣ ୟୁନିଭରସିଟି, ଅଷ୍ଟ୍ରେଲିଆର ନିର୍ଦ୍ଦେଶକ, ବିଶିଷ୍ଟ ବୈଜ୍ଞାନିକ ତଥା ପ୍ରଫେସର ରାଜକୁମାର ବୁୟା ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି (ଆଇଆଇଏମଟି) କଣ୍ଟାବାଡ଼, ଭୁବନେଶ୍ୱର ପରିଦର୍ଶନରେ ଆସିଥିଲେ। ସେଠାରେ ସେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କର ଏକ ମେନଣ୍ଟରିଙ୍ଗ ସେସନ୍‌ ନେଇଥିଲେ। ମାନବ ସମାଜରେ ଶାନ୍ତି ପ୍ରତିଷ୍ଠା କରିବାରେ ଉଭୟ ବିଜ୍ଞାନ ଏବଂ ନୈତିକତାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେ କହିଥିଲେ। ବିଜ୍ଞାନ ଯେଉଁଠାରେ ବି ପହଞ୍ଚେ ଭଗବାନଙ୍କ ଉପସ୍ଥିତି ରହିଥାଏ ବୋଲି ବୈଜ୍ଞାନିକ ବିଶ୍ୱାସ କରନ୍ତି। ବୈଜ୍ଞାନିକମାନେ ଭାଗବତ ଗୀତା ଶାନ୍ତି ପ୍ରତିଷ୍ଠା କରି ସମସ୍ତଙ୍କ ମଧ୍ୟରେ ସ୍ନେହ ଓ ପ୍ରେମ ବାଣ୍ଟିଥାଏ ବୋଲି କହିଥାନ୍ତି। ଏହି ବୈଠକରେ ଅଧ୍ୟକ୍ଷତା କରି ଆଇଆଇଏମଟିର ଚେୟାରମ୍ୟାନ ତଥା ପ୍ରତିଷ୍ଠାତା ପ୍ରଫେସର ଡା ଶ୍ରୀକାନ୍ତ ପଟ୍ଟନାୟକ କହିଛନ୍ତି ଯେ ଭାରତୀୟ ପୁରାଣ ଏକ ଲୋକଙ୍କ ମଧ୍ୟରେ ପାରସ୍ପରିକ ବୁଝାମଣା, ସହଭାଗିତା ଏବଂ ସହଯୋଗର ନୀତି ଅନୁସରଣ କରେ। ଆରମ୍ଭରେ ଅନୁଷ୍ଠାନର ଆସୋସିଏଟ ପ୍ରଫେସର ସୋମା ମିତ୍ର ଅତିଥିଙ୍କୁ ପରିଚିତ କରାଇଥିଲେ।

Khansweb Solution Bhubaneswar
5 Comments
  1. 88tvn says

    If you like TV this might be the only place to stream and play at the same time! Hehe. I do like their website and they seem to know how to make this experience fun! 88tvn rocks! 88tvn

  2. jili777win says

    Jili games are my weakness! Currently spinning on jili777win. Keep your eyes peeled, sometimes they have awesome promos. Ayos!

  3. 0066betapp says

    Just grabbed the 0066betapp – pretty slick! Super easy to play on the go. Download it and take a peek 0066betapp

  4. 123win02.net says

    I’ve been playing on 123win02.net for a few days now and the experience has been positive. Quick payouts and a decent variety of games. Recommend giving it a shot 123win02.net if you’re searching for something new.

  5. 1gomcombong88 says

    Alright mates, checking out 1gomcombong88. Heard they’ve got some solid odds. Let’s see if they live up to the hype! Give 1gomcombong88 a shot if you’re feeling lucky!

Leave A Reply

Your email address will not be published.