ମଧ୍ୟ ରାତିରେ ହାବେଳି ଖଟିରେ ଲ୍ୟଣ୍ଡଫଲ କଲା ବାତ୍ୟା ଦାନା
ଭୁବନେଶ୍ଵର: ମଧ୍ୟରାତ୍ରୀରେ ଲ୍ୟାଣ୍ଡଫଲ କଲା ବାତ୍ୟା ‘ଦାନା’ । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଭିତରକନିକାରୁ ଧାମରା ମଧ୍ୟରେ ହାବେଳିଖଟିରେ ବାତ୍ୟା ଦାନା ଲ୍ୟାଣ୍ଡଫଲ କରିଛି । ମଧ୍ୟରାତ୍ରି ପ୍ରାୟ ସାଢେ ଗୋଟାଏରୁ ସାଢେ ୩ଟା ମଧ୍ୟରେ ସ୍ଥଳଭାଗ ଛୁଇଁଥିଲା ବାତ୍ୟା । ଦୀର୍ଘ ୫-୬ଘଣ୍ଟା ଧରି ଅର୍ଥାତ୍ ସ୍ଥଳଭାଗରେ ତାଣ୍ଡବ ରଚିଥିଲା ବାତ୍ୟା ଦାନା । ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୦ରୁ ୧୨୦ କିଲୋମିଟର ଥିବା ବେଳେ ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ଦେଖିବାକୁ ମିଳିଥିଲା । ଏବେ ‘ଦାନା’ ଧାମରାଠାରୁ ଉତ୍ତରକୁ ୧୫ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି। ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସରିବା ପରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି। ଆଜି ପୂର୍ବାହ୍ନରେ ଦୂର୍ବଳ ହେବ ଦାନା। ବାତ୍ୟା ଦାନାର ପ୍ରଭାବରେ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଜଗତସିଂହପୁର ଜିଲ୍ଲାର ଅଧିକାଶଂ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡିବା ସହ ଚାଳ ଛପର, ଆଜବେଷ୍ଟସ ଆଦି ଉଡ଼ିଯାଇଥିବା ଦେଖିବାକୁ ମିଳିଛି। ଗଛ ଡାଳ ପଡି କିଛି ସ୍ଥାନରେ ବିଦ୍ୟୁତ୍ ଓ ଟେଲିଫୋନ ତାର ଛିଣ୍ଡିଛି।
ସେପଟେ ବାତ୍ୟା ‘ଦାନା’ର ପ୍ରଭାବରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ଆଜି ପାଇଁ ରାଜ୍ୟର ୯ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ଅନୁଗୋଳ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଯାଜପୁର, ଭଦ୍ରକ, ଢେଙ୍କାନାଳ ଓ ପୁରୀ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଥିବା ବେଳେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ବୌଦ୍ଧ, ସୋନପୁର ଓ ନୟାଗଡ଼କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।

Spincassino, e aí! Pra quem busca um cassino online confiável e com jogos de qualidade, esse aqui manda bem. Girei muito por lá e tive boas experiências. Dá uma conferida: spincassino
Alright, folks, tried my luck with bom88bet. Gotta say, pretty slick site, easy to navigate. Games were decent, withdrawals were relatively quick, though could use a bit of a boost! Overall, not bad for a flutter.
Need that APK, huh? Head over to jq777apkdownload dot net. Just do your research first, yeah? jq777apkdownload.
Alright, gotta say the nohu90app is surprisingly addictive. Downloaded it last week and already logged a few hours. Graphics are decent and payouts seem fair. Give it a shot if you’re bored! nohu90app
Yo! 23wincasino, anyone? I was a bit skeptical at first, but decided to give it a go. Pleased I did to be honest. Decent selection of games. Have a look at 23wincasino.
222winbet – triple the fun, maybe? Hope it’s as good as it sounds. I’ll go have a look now and see… Check luck at 222winbet
7wg, doesn’t ring any bells for me! But I’m always up to try new websites. Time to investigate this! Come visit 7wg
Yo, 555pgame is legit! Slots are fire and payouts are quick. Definitely worth checking out if you’re looking for some action. 555pgame
ABC777online is my new favorite playground! The games are lit, and I’ve actually won a few times. Definitely worth a peek: abc777online
F9999login is straight fire! Fast payouts, easy to use, what else could u really want: f9999login
6789winone, my go-to spot! Always a blast and the wins keep me coming back for more. Check it out! 6789winone
Casinobet364 huh? Gave it a whirl. It’s got that classic online casino vibe, ya know? Nothing earth-shattering, but it does the job if you’re just looking for a place to spin some slots or whatever. Check it out here: casinobet364.
Yo, KA9Game is legit! I’ve been playing here for a while, and the games are actually fun. Plus, payouts are smooth. Check it out! ka9game
Heard some buzz about X89app. Downloaded it yesterday and so far so good. The interface is clean, and it seems pretty reliable. Let’s see how it goes! x89app