banner
Breaking

କାର୍ଯ୍ୟରେ ଯୋଗଦେଲେ ସିଏମସି କମିଶନର

1

କଟକ,୨୭।୬: କଟକ ମ୍ୟୁନିସିପାଲ କର୍ପୋରେଶନ (ସିଏମ୍‌ସି)ର କମିଶନର ଭାବେ ନିଖିଲ ପୱନ କଲ୍ୟାଣ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୱନ କଲ୍ୟାଣ କାର୍ଯ୍ୟରେ ଯୋଗ ଦେବା ପୂର୍ବରୁ ମା’ କଟକ ଚଣ୍ଡୀଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଥିଲେ। ସେ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିବାପରେ ପ୍ରତିକ୍ରିୟା ଦେଇ କହିଛନ୍ତି ‘କଟକ ହେଉଛି ବହୁ ପୁରୁଣା ସହର, ତେଣୁ ଏଠାରେ କାମ କରିବା ଚ୍ୟାଲେଞ୍ଜିଂ ରହିବ। ସମସ୍ତଙ୍କ ସହଯୋଗରେ ସମସ୍ତ କାମକୁ ଆଗକୁ ନେବାକୁ ଚେଷ୍ଟା କରିବି। ପୂର୍ବ ଅଭିଜ୍ଞତାକୁ ନେଇ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ କାମ କରିବି। ରାଜ୍ୟ ସରକାରଙ୍କ ଦ୍ବାରା ଏବଂ ୫ଟି ଅଧୀନରେ ହେଉଥିବା କାର୍ଯ୍ୟର ଅଗ୍ରଗତି ପାଇଁ ଚେଷ୍ଟା କରିବି।

Khansweb Solution Bhubaneswar
1 Comment
  1. mitolyn says

    **mitolyn**

    Mitolyn is a carefully developed, plant-based formula created to help support metabolic efficiency and encourage healthy, lasting weight management.

Leave A Reply

Your email address will not be published.