banner
Breaking

ସରକାରୀ ଜାଗା ଦେଖାଇ ନେଇଗଲେ ୩ ଲକ୍ଷ

15

ଭୁବନେଶ୍ୱର,୪/୬ ସରକାରୀ ଜାଗାକୁ ନିଜ ନାମରେ ଥିବା ଦେଖାଇ ୩ ଲକ୍ଷ ଟଙ୍କା ଠକି ନେଇଛନ୍ତି ବୋଲି ଇନଫୋସିଟି ଥାନାରେ ଅଭିଯୋଗ କରିଛନ୍ତି ମୈତ୍ରୀ ବିହାର ଅଳର ଉମାକାନ୍ତ ଜେନା । ପୁଲିସ ଏତଲା ଗ୍ରହଣ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ପଥରଗାଡିଆ ଅଳର ରତନ ମିଶ୍ର ନାମକ ଜଣେ ବ୍ୟକ୍ତି ଉମାକାନ୍ତଙ୍କ ପାଖକୁ ଆସି କହିଥିଲେ ଯେ ତାଙ୍କର କିସ୍ ରାସ୍ତାରୁ ପଥର ଗାଡିଆ ମଧ୍ୟରେ ଏକ ଜାଗା ଅଛି । ବହୁତ ଅସୁବିଧା ଥିବାରୁ ସେ ଏହାକୁ ବିକି ଦେବେ । ଉମାକାନ୍ତ ଜାଗାର କାଗଜପତ୍ର ମାଗିବା ସହିତ ପତ୍ନୀଙ୍କୁ ଧରି ଜାଗା ଦେଖିବା ପାଇଁ ଯାଇଥିଲେ । ସେଠାରେ କାଗଜପତ୍ର ଦେଖି ରତନ ମିଶ୍ରଙ୍କ ନାମରେ ଜାଗାଟି ରହି ଥିବାର ଜାଣିବାକୁ ପାଇଥିଲେ । ଉଭୟଙ୍କ ମଧ୍ୟରେ ମୂଲଚାଲ ହୋଇ ଜାଗାର ଦର ଛିଡିଥିଲା । ଉମାକାନ୍ତ ଫୋନ୍ ପେ ମାଧ୍ୟମରେ ଅଗ୍ରୀମ ବାବଦକୁ ୩ ଲକ୍ଷ ଟଙ୍କା ଦେଇଥିଲେ । ଏହା ପରେ କାଗଜପତ୍ର ଆଣି ଯାଞ୍ଚ କଲା ବେଳକୁ ଜାଣିବାକୁ ପାଇଥିଲେ ଉକ୍ତ ଜମିଟି ଓଡିଶା ସରକାରଙ୍କ ସମ୍ପି ଅଟେ । ଏ ବାବଦରେ ରତନଙ୍କୁ କହିବାରୁ ରତନ ଆଉ ଧରାଛୁଆଁ ଦେଇ ନଥିଲେ କି ଫୋନ ଉଠାଇ ନଥିଲେ । ଅନ୍ୟ କିଛି ଉପାୟ ନପାଇ ନ୍ୟାୟ ପାଇଁ ଇନଫୋସିଟି ଥାନାର ଦ୍ୱାରସ୍ଥ ହୋଇଛନ୍ତି ବୋଲି ଉମାକାନ୍ତ କହିଛନ୍ତି । ଆଜି ତାଙ୍କ ସହିତ ତାଙ୍କ ପତ୍ନୀ ମଧ୍ୟ ଉପସ୍ଥିତ ଥିଲେ ।

Khansweb Solution Bhubaneswar
15 Comments
  1. 66win3 says

    Gonna try my luck on 66win3! Hope they have my favorite game! Cross your fingers, guys. Big win coming up! Take a shot and visit: 66win3

  2. thabetjonh says

    Alright guys, thabetjonh, pretty new site to me. The bonuses aren’t amazing but alright. Gonna keep playing for awhile and see if it’s worth the hype!

  3. redatorbateubet says

    Heard about redatorbateubet from a mate down the pub. Gave it a look and it’s…alright. Seems like a pretty standard betting site, with some decent games. If you’re looking for something new give redatorbateubet a spin.

  4. ev88apk says

    Another great option for mobile gamers is ev88apk. Game selection is good, and its convenient to play wherever! ev88apk

  5. win999phcash says

    Yo! Win999phcash is my go-to spot for quick wins. The site’s slick and easy to navigate. Definitely worth checking out if you’re looking for some fun. Check it out here: win999phcash.

  6. timislots says

    Someone pointed me to timislots today. Pretty interesting selection of slots games so far. I’m going to give it a play and see how it goes. Let’s keep the fun going at timislots!

  7. ok89bet says

    Yo, ok89bet! Checked it out! It’s not bad, some issues that can be fixed. Do some research first. Check it out here: ok89bet

  8. ee881 says

    EE881? Yeah, I’ve been there. I wouldn’t call it mind-blowing or anything, but it’s not bad for a quick punt. Registration was simple and I didn’t run into any crazy issues. It is what it is, give it a go if you are bored! You can find it here: ee881

  9. jili888legitornot says

    Jili888 legit or not? That’s what I’m here to find out. Any veterans wanna share their thoughts? I do not want to waste my money…

  10. winadda says

    ‘winadda’ is a good place for game lovers. Lots of awesome games there. Worth seeing. winadda

  11. winbuzzindia says

    ‘winbuzzindia’ is bringing the heat! Check out all the buzz for yourself. You’ll be glad you did. winbuzzindia

Leave A Reply

Your email address will not be published.