banner
Breaking
Browsing Category

ରାଜନୀତି

କଟକରେ ବିଜେଡିର ଆଦିବାସୀ କାର୍ଡ, ଡେପୁଟି ମେୟର ହେଲେ ଦମୟନ୍ତୀ ମାଝୀ

କଟକ,୭/୪(ବ୍ୟୁରୋ): ସବୁବେଳେ କିଛିନା କିଛି ନୂଆ ଫର୍ମୂଲା ବ୍ୟବହାର କରି ବିରୋଧୀଙ୍କୁ ଚକମା ଦେଖାଉଥିବା ବିଜେଡି ଏବେ ପୁଣି କରିଛି ନୂଆ ଗେମ୍ ପ୍ଲାନ୍। କଟକର ଡେପୁଟି ମେୟର ଦୌଡରେ ବହେ ନେତା ଥିଲେ ମଧ୍ୟ ସର୍ବକନିଷ୍ଟ,ଶିକ୍ଷିତା ଆଦିବାସୀ କାର୍ଡ ଖେଳିଛି ବିଜେଡି। ଡେପୁଟି ମେୟର ପାଇଁ…
Read More...

ବିଏମସି ଡେପୁଟି ମେୟର ପାଇଁ ବାରମ୍ବାର ଦଳୀୟ ବୈଠକ

ଭୁବନେଶ୍ୱର,୭।୪(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିଥିବା ବେଳେ ଏବେ ଡେପୁଟି ମେୟର ନିର୍ବାଚନ ନେଇ ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ଶାସକ ଦଳ ୬୭ଟି କର୍ପୋରେଟର ଆସନ ମଧ୍ୟରୁ ୪୮ଟି ନିଜ ଅକ୍ତିଆରକୁ ନେଇଥିବା ବେଳେ ଭାଜପା ଖାତାକୁ ୧୦…
Read More...

ଆଜି ଖୋର୍ଦ୍ଧା ପୌର ପରିଷଦ ଉପାଧ୍ୟକ୍ଷ ନିର୍ବାଚନ

ଖୋର୍ଦ୍ଧା,୭ା୪ : ଖୋର୍ଦ୍ଧା ପୌର ପରିଷଦ ଉପାଧ୍ୟକ୍ଷ ପାଇଁ ଗୁରୁବାର ନିର୍ବାଚନ ଅନୁଷ୍ଠିତ ହେବ। ୨୨ ଓ୍ବାର୍ଡ ବିଶିଷ୍ଟ ଖୋର୍ଦ୍ଧା ପୌରପାଳିକାରେ ବିଜେଡି ୧୩ଟି ଆସନରେ ବିଜୟ ଲାଭ କରିଥିବା ବେଳେ ଭାଜପା ୪ଟି ଏବଂ ସ୍ବାଧୀନ ପ୍ରାର୍ଥୀ ୫ଟିରେ ବିଜୟୀ ହୋଇଥିଲେ। ବୁଧବାର ସମସ୍ତ ସ୍ବାଧୀନ…
Read More...

ଗୋଟିଏ ଦିନ ପୂର୍ବରୁ ସରିପାରେ ବଜେଟ ଅଧିବେଶନ

ନୂଆଦିଲ୍ଲୀ,୭ ।୪: ନିର୍ଦ୍ଧାରିତ ସମୟର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଗୁରୁବାର ପାର୍ଲାମେଣ୍ଟର ବଜେଟ ଅଧିବେଶନ ଶେଷ ହୋଇପାରେ ବୋଲି ବିଶେଷ ସୂତ୍ରରୁ ମିଳିଥିବା ଖବରରୁ ଜଣାପଡିଛି । କେବଳ ସେତିକି ନୁହେଁ ପାର୍ଲାମେଣ୍ଟର ଉଭୟ ଗୃହ ଅର୍ଥାତ୍ ରାଜ୍ୟ ସଭା ଓ ଲୋକ ସଭା ଅନିର୍ଦ୍ଦିଷ୍ଟ କାଳ…
Read More...

ଉତ୍ତର ବିଜେଡି ଗଡରେ ଆଉ ଜଣକୁ ସାମିଲ କଲେ ବିଧାୟକ ସୁଶାନ୍ତ ରାଉତ

ଭୁବନେଶ୍ବର : ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀ ସବୁବେଳେ ବିଜେଡି ପାଇଁ ଶୁଭଙ୍କର ହୋଇ ରହିଛି।ବିଧାୟକ ସୁଶାନ୍ତ ରାଉତ ଜିତିବା ପରେ ସମସ୍ତଙ୍କୁ ନବୀନଙ୍କ ଲୋକାଭିମୁଖୀ ସ୍ରୋତରେ ସାମିଲ କରିବା ସାମିଲ କରିବା ସହିତ ବିଜେଡି ଗଡ ବନେଇ ଦେଇଛନ୍ତି। ବିଏମସି ନିର୍ବାଚନରେ ୨୪ ଓ୍ବାର୍ଡରୁ ୧୮…
Read More...

ମୋଦିଙ୍କୁ ଭେଟିଲେ ଅପରାଜିତା

ଭୁବନେଶ୍ୱର,୬ା୪(ବ୍ୟୁରୋ): ନୂଆଦିଲ୍ଲୀଠାରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୁବନେଶ୍ୱର ଭାଜପା ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଭେଟିଛନ୍ତି। ସେ ଏକାକୀ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର ଫଟୋ ମଙ୍ଗଳବାର ଟୁଇଟରରେ ଶେୟାର କରଛନ୍ତି। ଏଥିସହ ସେ ଲେଖିଛନ୍ତି ବିଭିନ୍ନ ପ୍ରସଙ୍ଗରେ…
Read More...

୭,୮,୯ ରେ ଡେପୁଟି ମେୟର ପାଇଁ ନିର୍ବାଚନ

ଭୁବନେଶ୍ୱର,୫।୪(ବ୍ୟୁରୋ):୧୦୫ ପୌରସଂସ୍ଥାର ଉପାଧ୍ୟକ୍ଷ ଓ ୩ ମହାନଗର ନିଗମର ଡେପୁଟି ମେୟର ପଦବୀ ନିମନ୍ତେ ଚଳିତ ମାସ ୭ ତାରିଖରେ ପରୋକ୍ଷ ଭାବେ ନିର୍ବାଚନ ଅନୁଷ୍ଠିତ ହେବ। ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ସୋମବାର ଏ ସମ୍ପର୍କରେ ସବୁ ଜିଲାପାଳ ଓ ସମ୍ପୃକ୍ତ ନିର୍ବାଚନ ଅଧିକାରୀଙ୍କୁ ଅବଗତ…
Read More...

ନବନିର୍ବାଚିତ କର୍ପୋରେଟର ଜୟନ୍ତୀ ସାହୁଙ୍କୁ ବିପୁଳ ସମ୍ବର୍ଦ୍ଧନା

ଭୁବନେଶ୍ବର, ୨/୪(ଓଡ଼ିଆ ନ୍ୟୁଜ) ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୧୨ନମ୍ବର ୱାର୍ଡରେ ନିର୍ବାଚିତ ବିଜେଡି କର୍ପୋରେଟର ଜୟନ୍ତୀ ସାହୁଙ୍କୁ ୱାର୍ଡବାସୀ ଓ ବିଭିନ୍ନ ସଂଗଠନ ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି । ସପ୍ତମ ବାଟାଲିଅନ ମହିଳା ସଂଘ, ଗଜପତି ନଗର ମହିଳା ସମିତି, ଦାସରଜା…
Read More...

ସହରାଞ୍ଚଳ ରାଜନୀତିରେ ନୂଆ ସମୀକରଣ, ୩ଟି ମେୟର ସିଟ ନେଇଗଲା ବିଜେଡି

ଭୁବନେଶ୍ବର : ରାଜ୍ୟର ସହରାଞ୍ଚଳ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି ହୋଇଛି।ବିଜୁ ଜନତାଦଳ ରାଜ୍ୟର ସମସ୍ତ ତିନୋଟି ଯାକ ମହାନଗର ନିଗମରେ ବାଜିମାତ୍ କରିଛି । ଏବେ ତିନୋଟି ଯାକ ମହାନଗର ନିଗମର ମେୟର ପଦ ବିଜେଡି ଦଖଲରେ । ଭୁବନେଶ୍ୱର ମହାନଗର ନିଗମ ମେୟର ଭାବେ ବିଜେଡିର ସୁଲୋଚନା ଦାସ…
Read More...

ଆଜି ଆସିବ ୫ ରାଜ୍ୟର ନିର୍ବାଚନ ଫଳାଫଳ

ନୂଆଦିଲ୍ଲୀ,୧୦ ।୩: ଶେଷ ହେଲା ଅପେକ୍ଷା । ଦେଶର ୫ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ ଗୁରୁବାର ଆସିବାକୁ ଯାଉଛି । ଆଉ ମାତ୍ର କିଛି ସମୟ ପରେ ମତଗଣନା ଆରମ୍ଭ ହେବାକୁ ଯାଉଥିବା ବେଳେ ସମସ୍ତ ରାଜନୈତିକ ଦଳ ଏହି ଫଳାଫଳକୁ ନେଇ ଉତ୍ସାହିତ ଅଛନ୍ତି । ୫ ରାଜ୍ୟର ମୋଟ ୬୯୦ ଆସନର…
Read More...