banner
Breaking

ବିଜେପି ଉତ୍ତର ନିର୍ବାଚନ ମଣ୍ଡଳୀରେ ସମ୍ବର୍ଦ୍ଧନା ସଭା

20

ଭୁବନେଶ୍ୱର : ଭାରତୀୟ ଜନତା ପାର୍ଟି ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ତରଫରୁ ସ୍ୱାଗତ ଓ ସମ୍ବର୍ଦ୍ଧନା ସଭା ପୂର୍ବତନ ବିଧାୟକ ତଥା ବିଜେପିର ବରିଷ୍ଠ ନେତା ପ୍ରିୟଦର୍ଶି ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି. ଉକ୍ତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବରେ ଏକାମ୍ର ବିଧାନସଭା ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ବାବୁ ସିଂ ଯୋଗ ଦେଇ ନବ ନିର୍ବାଚିତ କାର୍ଯ୍ୟକର୍ତ୍ତା ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ଆଗାମୀ ଦିନରେ ଦଳ ପାଇଁ ଉତ୍ସର୍ଗୀକୃତ ଭାବରେ କାର୍ଯ୍ୟ କରିବା ନିମନ୍ତେ ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥି ଭାବରେ ମଧ୍ୟ ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେପିର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ତାଙ୍କ ବକ୍ତବ୍ୟରେ ନୂଆ ନେତୃତ୍ୱ ଦଳକୁ ଦୃଢ଼ କରିବ ଏବଂ ଦଳୀୟ ଏକତା ହିଁ ଆମର ଶକ୍ତି ହେବ ବୋଲି କହିବା ସହିତ ଆମ ସମସ୍ତଙ୍କ ସହଯୋଗରେ ଦଳ ଆହୁରି ଶକ୍ତିଶାଳୀ ହୋଇପାରିବ ବୋଲି କହିଥିଲେ। ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର ତାଙ୍କ ଅଭିଭାଷଣରେ ଉତ୍ତର ଭୁବନେଶ୍ୱରରେ ଦଳର ସମସ୍ତ କାର୍ଯ୍ୟକ୍ରମ ପ୍ରିୟଦର୍ଶୀ ବାବୁଙ୍କ ନେତୃତ୍ୱରେ କରାଯିବା ସହିତ ତାଙ୍କର ପ୍ରତେକ୍ଷ୍ୟ ସହଯୋଗ ହିଁ ଦଳକୁ ଆହୁରି ଶକ୍ତିଶାଳୀ କରିପାରିବ ବୋଲି କହିଥିଲେ। କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ରଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ସଦ୍ୟ ନିର୍ବାଚିତ ସମସ୍ତ ମଣ୍ଡଳ ସଭାପତି ଓ ମଣ୍ଡଳ ପ୍ରତିନିଧି ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଜୟଦେବ ମଣ୍ଡଳର ସଭାପତି ପ୍ରଦୀପ୍ତ ଜେନା ଓ ପ୍ରତିନିଧି ଅନୁସୟା ସାହୁ, ଶ୍ରୀକୃଷ୍ଣ ମଣ୍ଡଳର ସଭାପତି ସ୍ମୃତି ରଞ୍ଜନ ଦାସ ଓ ପ୍ରତିନିଧି ପ୍ରଦୁମ୍ନ କୁମାର ସେନାପତି , ଚନ୍ଦ୍ରଶେଖର ମଣ୍ଡଳ ସଭାପତି ନଗେନ କୁମାର ବିଶୋଇ ଓ ପ୍ରତିନିଧି ଦେବେନ୍ଦ୍ର କୁମାର ଚୌଧୁରୀ, ମଞ୍ଚନାଥ ମଣ୍ଡଳ ସଭାପତି ଲିପା ଦାସ ଓ ପ୍ରତିନିଧି ପ୍ରୀତିରଞ୍ଜନ ମିଶ୍ର ,ଗୋପୀନାଥ ମଣ୍ଡଳ ସଭାପତି ଜଳନ୍ଧର ସୁବୁଦ୍ଧି ଓ ପ୍ରତିନିଧି ସ୍ଵାକ୍ଷର କୁମାର ମହାନ୍ତି, ସୋମନାଥ ମଣ୍ଡଳ ସଭାପତି ସଞ୍ଜୟ କୁମାର ପତି ଓ ପ୍ରତିନିଧି ଉମାକାନ୍ତ ହାତୀ ପ୍ରମୁଖଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।
ନବନିର୍ବାଚିତ ସମସ୍ତ ମଣ୍ଡଳ ସଭାପତି ତଥା ମଣ୍ଡଳ ପ୍ରତିନିଧି ମାନଙ୍କୁ ପୂର୍ବତନ ବିଧାୟକ ତଥା ବିଜେପି ନେତା ପ୍ରିୟଦର୍ଶୀ ମିଶ୍ର ଅଭିନନ୍ଦନ ଜଣାଇବା ସହିତ ନିଷ୍ଠାପର ଭାବରେ ଦଳ ପାଇଁ କାର୍ଯ୍ୟ କରି ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ସଂଗଠନକୁ ତୃଣମୂଳ ସ୍ତରରୁ ମଜଭୁତ କରିବା ନିମନ୍ତେ ଅବିରତ ଓ ଅବିଶ୍ରାନ୍ତ ଭାବରେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେବା ସହିତ ଗରିବ ଓ ମେହନତି ମଣିଷର ସୁଖ ଓ ଦୁଃଖରେ ସାଥି ହୋଇ କାର୍ଯ୍ୟ କରିବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ. ସର୍ବଶେଷରେ କର୍ପୋରେଟର ଯଶୋଧାରା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Khansweb Solution Bhubaneswar
20 Comments
  1. 7betgames says

    Alright, time to explore 7betgames. Hoping they have a solid selection to keep me entertained. Variety is the spice of life! See for yourself at 7betgames

  2. kjcrr88 says

    kjcrr88 ain’t bad! Simple and straight to the point. I’ve found some good odds on there that you won’t find anywhere else. Take a look! kjcrr88

  3. donaldbetcasino says

    Just hopped on donaldbetcasino the other day, and gotta say, it’s pretty slick! Good selection of games, and the interface is super easy to navigate. Fingers crossed my luck holds out!

  4. v88vin says

    Okay, so v88vin – Gave it a shot because why not! Seems like a good option. Check out what they’ve got to offer! Click here to discover v88vin

  5. six6sapp says

    Hmm, a new app, eh? Six6sapp better be good. Time to follow that six6sapp link and see what’s up.

  6. dangnhapbj88 says

    Dangnhapbj88 is offering some cool promotions right now. Definitely worth a look if you’re trying to maximize your winnings. Sign me up with dangnhapbj88.

  7. đăng ký w88 linkvaow88 net says

    Signed up for W88 through linkvaow88 net. Smooth process, got my bonus and I’m ready to roll. Give it a shot: đăng ký w88 linkvaow88 net

  8. JacobHoaks says

    Если нужен комплексный сервис, стоит рассмотреть xrumer link building service для автоматизированного продвижения.

  9. 88ffc says

    Alright 88ffc, show me what you’ve got! Always on the hunt for a new gaming experience. Hoping for some exciting games and sweet bonuses. Let the games begin! 88ffc

  10. selcuksportshd785.xyz says

    So I was messing around on Selcuksportshdxyz.com and found selcuksportshd785.xyz. Could be better, but it worked for a game. Worth bookmarking maybe. See what I saw: selcuksportshd785.xyz

  11. selcuksportshd giriş says

    Having trouble with ‘selcuksportshd giriş’? The links change often, keep looking for the right one. Good luck getting in selcuksportshd giriş.

Leave A Reply

Your email address will not be published.