ଭୁବନେଶ୍ୱର,୧।୮(ଓଡ଼ିଆ ନ୍ୟୁଜ): ଚିନ୍ତା ବଢାଇଛି ଭୁବନେଶ୍ୱର ସ°କ୍ରମଣ। ପ୍ରଶାସନିକ ତତ୍ପରତା ଭିତରେ ବି ବଢିଚାଲିଛି ଆକ୍ରାନ୍ତଙ୍କ ସ°ଖ୍ୟା। ଅମାନିଆଙ୍କ ପାଇଁ ହୁହୁ ବଢୁଛି କରୋନା। ରାଜଧାନୀରେ କୋଭିଡ କଟକଣାକୁ ନ ମାନି ବୁଲୁଥିବା ଆମାନିଆଙ୍କୁ ସାବାଡ କରିବା ପାଇଁ ଶନିବାର ନୂଆ ତରିକା ଆପଣାଇଛନ୍ତି ଡିସିପି ଉମାଶଙ୍କର ଦାଶ। ସର୍ବସାଧାରଣଙ୍କ ପାଇଁ ଡିସିପି ହ୍ବାଟ୍ସଆପ ନମ୍ବର ଜାରି କରିଛନ୍ତି। ଯଦି କୌଣସି ବ୍ୟକ୍ତି କୋଭିଡ କଟକଣା ଉଲ୍ଲଘଂନ କରନ୍ତି ତେବେ ହ୍ବାଟ୍ସଆପ ନମ୍ବର- ୭୪୪୦୦୦୬୭୦୯ରେ ଜଣାଇପାରିବେ ବୋଲି ସେ ପ୍ରକାଶ କରିଛନ୍ତି। ସେହିପରି କଟକଣା ଉଲ୍ଲଘଂନ କରୁଥିବା ଲୋକଙ୍କ ଭିଡିଓ, ଫଟୋ ଓ ଟେକ୍ସଟ ପଠାଇବାକୁ ଅନୁରୋଧ କରିଛନ୍ତି।
Breaking
ଚନ୍ଦ୍ରଶେଖରପୁରରେ ମହାଆଡମ୍ବରରେ ପାଳିତ ହେବ ଶ୍ରୀରାମ ନବମୀ ଉତ୍ସବଓଡିଶାରେ ଡିଜିଟାଲ ମିଡ଼ିଆ ଓନର୍ସ ଆସୋସିଏସନ୍ ଗଠିତ, ଭୁବନେଶ୍ୱର ଠାରେ ଲୋଗୋ ଉନ୍ମୋଚିତ, ସମସ୍ତ ମାଲିକ ଓ ସମ୍ପାଦକ ସାମିଲ ହେବାକୁ ଆହ୍ୱାନକୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛି
