ଏଥର ଲାଲ କିଲ୍ଲାରେ ପ୍ରଥମ ସ୍ବଦେଶ ନିର୍ମିତ ତୋପ ସଲାମୀ
ନୂଆଦିଲ୍ଲୀ : ଅଗଷ୍ଟ ୧୫ରେ ୭୫ ତମ ସ୍ବାଧୀନତା ଦିବସ ପାଳନ ଅବସରରେ ପ୍ରଥମ ଥର ପାଇଁ ଲାଲ୍ କିଲ୍ଲାରେ ୨୧ ଥର ତୋପ ସଲାମୀ ପାଇଁ ମେକ ଇନ ଇଣ୍ଡିଆ ପଦକ୍ଷେପର ଏକ ଅଂଶ ଭାବରେ ସ୍ବଦେଶୀ ଆଡଭାନ୍ସଡ ଟାଉଡ ଆର୍ଟିଲିରି ବନ୍ଧୁକ ସିଷ୍ଟମ ପ୍ରୋଟୋଟାଇପ ବ୍ୟବହାର କରାଯିବ। ଏହାର ପ୍ରଦର୍ଶନ ଦେଶର ବୃଦ୍ଧି…
Read More...
Read More...