banner
Breaking

ଏମ୍‌ସରେ ପ୍ରତ୍ୟେକ ସୋମବାର କାର୍ଯ୍ୟ କରୁଛି ସ୍ବତନ୍ତ୍ର ମୁଣ୍ଡ ଏବଂ ଗଳା କର୍କଟ କ୍ଲିନିକ୍

ଭୁବନେଶ୍ୱର, : ବର୍ଷକୁ ବର୍ଷ ମୁଣ୍ଡ ଏବଂ ଗଳା କର୍କଟ ରୋଗୀଙ୍କ ସଂଖ୍ୟା ଉଲ୍ଲେଖନୀୟ ଭାବେ ବୃଦ୍ଧି ଘଟୁଛି। ଯାହାକି ନିହାତି ଚିନ୍ତାଜନକ। ଏମ୍‌ସ ଭୁବନେଶ୍ୱର ଇଏନ୍‌ଟି ଏବଂ ରେଡିଓଥେରାପି ବିଭାଗକୁ କେବଳ ବାର୍ଷିକ ୧୦ ହଜାରରୁ ଅଧିକ ରୋଗୀ ଚିକିତ୍ସା ନିମନ୍ତେ ଆସୁଛନ୍ତି। ଏଥିମଧ୍ୟରୁ ସାଢ଼େ…
Read More...

ରତ୍ନଭଣ୍ଡାର ଭିତରୁ ମିଳିବ କି ଗୁପ୍ତ ଭଣ୍ଡାର ସନ୍ଧାନ

ପୁରୀ: ସୋମବାର ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ବତନ୍ତ୍ର ତଦାରଖ କମିଟି ବୈଠକ ବସିଛି । ରତ୍ନଭଣ୍ଡାର ଯାଞ୍ଚ ଓ ମରାମତି ନେଇ ଏଏସ୍‌ଆଇ ସହ ବସିଥିବା  ଏହି ବୈଠକରେ ରତ୍ନଭଣ୍ଡାର ସ୍ଥିତି ଓ ସ୍ଥାୟିତ୍ୱ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବା ସହ ପୁଣି ଭିତର ରତ୍ନଭଣ୍ଡାର ଖୋଲାଯାଇ ଯାଞ୍ଚ କରାଯିବ…
Read More...

ସ୍ପ୍ରେ କରି ଲୁଟି ନେଲେ ବାଇକ୍

ଭୁବନେଶ୍ୱର: ଭୁବନେଶ୍ୱରରେ ନିଶାଦିଆ ଲୁଟେରାଙ୍କ ଉତ୍ପାତ ବଢ଼ି ବଢ଼ି ଚାଲିଛି। ବସ, ଟ୍ରେନ ଓ ଅଟୋରେ ବିଭିନ୍ନ କୌଶଳ ଅବଲମ୍ବନ କରି ଯାତ୍ରୀମାନଙ୍କୁ ଲୁଟ୍ ପାଟ କରି ସର୍ବସ୍ବ ଲୁଟି ନେଉଥିଲେ। ଲୋକମାନେ ସଚେତନ ହେବାରୁ ଲୁଟେରାଙ୍କ କୌଶଳ ବଦଳି ଯାଇଛି। ଏବେ ବସଷ୍ଟାଣ୍ଡ ଓ ରେଲୱେ ଷ୍ଟେସନ ଛାଡ଼ି…
Read More...

ବଜେଟକୁ ନବୀନଙ୍କ କଟାକ୍ଷ

ଭୁବନେଶ୍ୱର: ବଜେଟ ଆଲୋଚନାରେ ଭାଗ ନେଇ ସୋମବାର ଦିନ ରାଜ୍ଯ ସରକାରଙ୍କୁ କଟାକ୍ଷ କରିଛନ୍ତି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ ବିଜେଡି ଶାସନ ସମୟରେ କାର୍ଯ୍ୟକାରୀ ହୋଇଥିବା ୮୦% ଯୋଜନାକୁ ଆପଣାଇଛନ୍ତି ବିଜେପି ସରକାର। ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରାଜ୍ୟ…
Read More...

ସାମସଙ୍ଗ ଦ୍ୱାରା ନୂତନ ଫୋଲ୍ଡେବୁଲ ଫୋନ ଗାଲାକ୍ସି ଜେଡ଼ ଫୋଲ୍ଡ୬ ଏବଂ ଗାଲାକ୍ସି ଜେଡ଼ ଫ୍ଲିପ୍‌୬ ର ଉନ୍ମୋଚନ

ପ୍ୟାରିସଠାରେ ଅନୁଷ୍ଠିିିତ ଗାଲାକ୍ସି ଅନାବରଣ ଉତ୍ସବରେ ସାମସଙ୍ଗ ଆଜି ଏହାର ସମ୍ପୂର୍ଣ୍ଣ ନୂତନ ଗାଲାକ୍ସି ଜେଡ଼ ଫୋଲ୍ଡ୬ ଏବଂ ଗାଲାକ୍ସି ଜେଡ଼ ଫ୍ଲିପ୍‌୬ ସହିତ ଗାଲାକ୍ସି ବଡ୍ସ୩ ଏବଂ ଗାଲାକ୍ସି ବଡ୍ସ୨ ପ୍ରୋ ର ଘୋଷଣା କରିଛି । ନୂଆ ଗାଲାକ୍ସି ଜେଡ଼ ଏହାର ପରବର୍ତୀ ଗାଲାକ୍ସି ଜେଡ଼ ଶୃଙ୍ଖଳର ଏହି…
Read More...

ସମାଜରେ ଶାନ୍ତି ପ୍ରତିଷ୍ଠାରେ ଉଭୟ ବିଜ୍ଞାନ ଓ ନୈତିକତାର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର: କ୍ଲାଉଡ କମ୍ପ୍ୟୁଟିଙ୍ଗ ଆଣ୍ଡ ଡିଷ୍ଟ୍ରିବ୍ୟୁଟେଡ ସିଷ୍ଟମସ୍‌ ଲାବରୋଟରୀ, ମେଲବୋର୍ଣ୍ଣ ୟୁନିଭରସିଟି, ଅଷ୍ଟ୍ରେଲିଆର ନିର୍ଦ୍ଦେଶକ, ବିଶିଷ୍ଟ ବୈଜ୍ଞାନିକ ତଥା ପ୍ରଫେସର ରାଜକୁମାର ବୁୟା ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି (ଆଇଆଇଏମଟି) କଣ୍ଟାବାଡ଼, ଭୁବନେଶ୍ୱର…
Read More...

ବିଜେଡିକୁ ୧୦୦ ରୁ ୧୧୫ ଆସନ

ଭୁବନେଶ୍ୱର : ୨୦୨୪ ନିର୍ବାଚନର ଫଳାଫଳ ଆସନ୍ତାକାଲି ଗଣତି ହେବାକୁ ଥିବାବେଳେ ଓଡ଼ିଶାରେ ଲୋକସଭା ଆସନ ପାଇଁ ବୁଥ୍ ବାହୁଡା ମତ ଆସିବା ପରେ ଏବେ ବିଧାନସଭା ପାଇଁ ଆସୁଛି ବିଭିନ୍ନ ଜାତୀୟ ଗଣମାଧ୍ୟମର ଏକଜିଟ୍ ପୋଲ । ଇଟିଜି ରିସର୍ଚ୍ଚ ଓ ଟାଇମ୍ସ ନାଓର ସର୍ଭେରେ ୨୦୨୪ ବିଧାନସଭା ନିର୍ବାଚନରେ…
Read More...

ଦିନ ୧ ଟା ସୁଦ୍ଧା ରାଜ୍ୟରେ ୩୭% ମତଦାନ

ଭୁବନେଶ୍ବର: ରାଜ୍ୟରେ ୬ ଲୋକସଭା ଏବଂ ୪୨ ବିଧାନସଭା ଆସନ ପାଇଁ ଜାରି ରହିଛି ମତଦାନ । ଭୋଟ୍ ଦେଉଛନ୍ତି ରାଜ୍ୟବାସୀ । ମିଳିଥିବା ସୂଚନା ଅନୁସାରେ, ଅପରାହ୍ନ ୧ ଟା ସୁଦ୍ଧା ୩୭.୬୪ ପ୍ରତିଶତ ମତଦାନ ହୋଇଛି । ତେବେ ଭଦ୍ରକରେ ୩୪.୭୩ ପ୍ରତିଶତ ମତଦାନ ହୋଇଥିବାବେଳେ, ବାଲେଶ୍ୱରରେ ୪୧.୪୪…
Read More...

ରାଜ୍ୟରେ ସୁରୁଖୁରୁରେ ଚାଲିଛି ଶେଷ ପର୍ଯ୍ୟାୟ ମତଦାନ

ଭୁବନେଶ୍ବର: ଆଜି ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ । ଭୋଟ୍ ଦେଇ ନିଜର ମତ ସାବ୍ୟସ୍ତ କରୁଛନ୍ତି ଓଡିଶାବାସୀ । ତେବେ ରାଜ୍ୟରେ ସୁରୁଖୁରୁରେ ମତଦାନ ଚାଲିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ । ସେ କହିଛନ୍ତି, ସେ କହିଛନ୍ତି, ୬…
Read More...

ପ୍ରେମ ପରେ ଟୁଙ୍ଗୁରୁ ଭୋଳର ଜଘନ୍ୟ କାରନାମା

ଭୁବନେଶ୍ବର: ପ୍ରେମ କରି ଚର୍ଚ୍ଚାକୁ ଆସିଥିବା ଟୁଙ୍ଗୁରୁ ଭୋଳ ଚୋରି ଭଳି ଜଘନ୍ୟ କାରନାମା କରି ଧରା ପଡିଛି। କୋଟିଏ ଟଙ୍କାର ପାଇପ ଚୋରି ଅଭିଯୋଗରେ ୧୧ ଜଣଙ୍କୁ ବାନ୍ଧିଛି ଚନ୍ଦକା ପୋଲିସ I ଆରଡବ୍ଲୁଏସଏସ କମ୍ପାନୀର ବହୁ ମୂଲ୍ୟବାନ ପାଣି ପାଇପ୍ ରାଜ୍ୟର ବିଭିନ୍ନ ସ୍ଥାନରୁ ଚୋରି ହେବା ନେଇ…
Read More...