banner
Breaking

ପଟିଆରେ ଖୋଲିଲା ଲୁକ୍ସ ସାଲୁନର ତୃତୀୟ ଶାଖା

ଭୂବନେଶ୍ବର-ଭାରତର ଅଗ୍ରଣୀ ବିଳାସପୂର୍ଣ ସୌନ୍ଦର୍ଯ୍ୟକରଣ ବ୍ରାଣ୍ଡ ଲୁକ୍ସ ସାଲୁନ ପଟିଆରେ ଏହାର ତୃତୀୟ ଶାଖା ବିସ୍ତାର କରିଛି।ଏହି ନୂତନ ସାଲୁନ୍ ଭୂବନେଶ୍ବର ଗ୍ରାହକଙ୍କୁ ବିଶ୍ବସ୍ତରୀୟ ସୌନ୍ଦର୍ଯ୍ୟ ଏବଂ ଗ୍ରୁମିଙ୍ଗ ଅଭିଜ୍ଞତା ପ୍ରଦାନ କରିବା ପାଇ ପ୍ରସ୍ତୁତ । ଭୂବନେଶ୍ବରେ ଏହାର ସାଲୁନର…
Read More...

ବିଜେପି ଉତ୍ତର ନିର୍ବାଚନ ମଣ୍ଡଳୀରେ ସମ୍ବର୍ଦ୍ଧନା ସଭା

ଭୁବନେଶ୍ୱର : ଭାରତୀୟ ଜନତା ପାର୍ଟି ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ତରଫରୁ ସ୍ୱାଗତ ଓ ସମ୍ବର୍ଦ୍ଧନା ସଭା ପୂର୍ବତନ ବିଧାୟକ ତଥା ବିଜେପିର ବରିଷ୍ଠ ନେତା ପ୍ରିୟଦର୍ଶି ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି. ଉକ୍ତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବରେ ଏକାମ୍ର ବିଧାନସଭା…
Read More...

ପାକିସ୍ଥାନକୁ ହରାଇଲା ଭାରତ

ଦୁବାଇ: ଦୁବାଇ ଠାରେ ଅନୁଷ୍ଠିତ ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ହାଇ ଭୋଲଟେଜ ମୁକାବିଲାରେ ବିରାଟ କୋହଲିଙ୍କ ଚମତ୍କାର ଶତକ ବଳରେ ଭାରତ ୬ ୱିକେଟରେ ପାକିସ୍ତାନକୁ ପରାସ୍ତ କରିଛି । କୋହଲି ଦିନିକିଆ କ୍ରିକେଟରେ ୫୧ତମ ଶତକ ହାସଲ କରି ଭାରତ ସେମିଫାଇନାଲ ପ୍ରବେଶ ନିଶ୍ଚିତ କରିଛନ୍ତି ।…
Read More...

୧୨ ନଂ ୱାର୍ଡ ପାତ୍ରସାହିରେ ବନ୍ଧୁ ମିଳନ ଉତ୍ସବ କର୍ପୋରେଟରଙ୍କ ପାଇଁ ଫେରିଲା ପୁରୁଣା ଭାଇଚାରା

ଭୁବନେଶ୍ୱର,: ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୧୨ ନମ୍ବର ୱାର୍ଡର ପାତ୍ରସାହିରେ ବନ୍ଧୁ ମିଳନ ଉତ୍ସବ ଓ ନୂତନ ରାସ୍ତାର ଉଦ୍‌ଘାଟନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ସମ୍ମାନିତ ଅତିଥି ଭାବେ ଲର୍ପୋରେଟର ଜୟନ୍ତୀ ସାହୁ ଓ…
Read More...

ନାବାର୍ଡର ଜିଲ୍ଲାସ୍ତରୀୟ ମେଗା ଋଣ ମେଳା ୨୯.୬୪ କୋଟି ଟଙ୍କାର ଋଣ ମଞ୍ଜୁର

ଭୁବନେଶ୍ଵର: ନାବାର୍ଡ କଟକ ପକ୍ଷରୁ ତ୍ରିଶୂଳିଆ ବଜାର ସ୍ଥିତ ଏକ ମଣ୍ଡପରେ ଜିଲ୍ଲାସ୍ତରୀୟ ମେଗା ଋଣ ମେଳା ଓ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ନାବାର୍ଡ କଟକ ଜିଲ୍ଲା ଡିଜିଏମ୍ ପ୍ରକସୀମା ପରିଡ଼ାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଟକ ସାଂସଦ ଭର୍ତ୍ତୁହରି…
Read More...

ଓଡ଼ିଶାରେ ରିଟେଲ ବଣ୍ଟନ ବିସ୍ତାର ଆଦାନୀ ସୋଲାର ଓ ଖେତାନ ଗ୍ରୁପ ମଧ୍ୟରେ ସହଯୋଗ ଚୁକ୍ତି

ଭୁବନେଶ୍ବର : ଆଦାନୀ ଗ୍ରୁପ୍‌ର ସୋଲାର ଉତ୍ପାଦନ ଶାଖା, ଏବେ ଓଡିଶାରେ ଖେତାନ୍‌ ଗ୍ରୁପ୍‌ଙ୍କୁ ଅଞ୍ଚଳୀୟ ଆଧିକାରିକ ଚ୍ୟାନେଲ୍‌ ପାର୍ଟନର୍‌ ଭାବେ ନିର୍ଦ୍ଦିଷ୍ଟ କରି, ତା’ର କ୍ଷୁଦ୍ର ବିକ୍ରୟ ବଣ୍ଟନ ବ୍ୟବସାୟକୁ ବିସ୍ତାର କରିଛି। ଏହା ମାଧ୍ୟମରେ ଆଦାନୀ ସୋଲାର ଦେଶରେ ୩୮୦୦ ଠାରୁ ଅଧିକ…
Read More...

ପଟିଆଗଡ ଶିରିଡି ସାଇ ମନ୍ଦିରର ପ୍ରତିଷ୍ଠା ଉତ୍ସବ

ଭୁବନେଶ୍ୱର,୨୩ା୨ ପଟିଆଗଡ ଶିରିଡି ସାଇ ମନ୍ଦିରର ୧୩ ତମ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଚାରିଦିନ ଧରି ଚାଲିଥିବା ଏହି ଧାର୍ମିକ ଉତ୍ସବରେ ବୁଧବାର ଅଙ୍କୁରାରୋପଣ, ନବବ୍ୟୁହ ପୂଜା, ମଣ୍ଡଳକରଣ ଗୁରୁବାର ସକାଳେ କଳସ ଯାତ୍ରା ଅନୁଷ୍ଠିତ ହୋଇ ସୂର୍ଯ୍ୟପୂଜା, ଶାଲା…
Read More...

ରାଜ୍ୟସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ

ଭୁବନେଶ୍ଵର : ରାଜ୍ୟସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ଭୁବନେଶ୍ୱରର ମହାତ୍ମା ଗାନ୍ଧୀ ମାର୍ଗରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜ୍ୟପାଳ ଶ୍ରୀ ହରିବାବୁ କମ୍ଭମପତି ଯୋଗଦେଇ ପତାକା ଉତ୍ତୋଳନ କରିଛନ୍ତି। ଏଥର ପରେଡ୍‌ରେ ଆର୍ମି, ବିଏସ୍‌ଏଫ୍ ଓ ପୋଲିସ ସାମିଲ ହୋଇଛନ୍ତି । ଭୁବନେଶ୍ବରରେ…
Read More...

ଏମ୍‌ସ ଭୁବନେଶ୍ୱରରେ ଏମ୍‌ସ ଆଇସିୟୁ ପୁନର୍ବାସ ପାଇଲଟ୍ ପ୍ରକଳ୍ପ ସଫଳତାର ସହ ସମାପ୍ତ

ଭୁବନେଶ୍ୱର, : ଏମ୍‌ସ ଭୁବନେଶ୍ୱରରେ ଏମ୍‌ସ ଆଇସିୟୁ ପୁନର୍ବାସ (ଏଆଇଆର୍‌) ପାଇଲଟ୍ ପ୍ରକଳ୍ପ ସଫଳତାର ସହ ସମ୍ପନ୍ନ ହୋଇଛି। ଏହି ଅନନ୍ୟ ପ୍ରକଳ୍ପ ଆଇସିୟୁ ପରବର୍ତ୍ତୀ ଯତ୍ନ ଏବଂ ଗୁରୁତର ରୋଗୀଙ୍କ ପୁନର୍ବାସ ଉପରେ କେନ୍ଦ୍ରିତ ଏକ ପରିବର୍ତ୍ତନକାରୀ ଚାରି ବର୍ଷର ପ୍ରୟାସର ପରିଣାମ, ଯାହା ୪୦୦…
Read More...

ଭାରତ ସରକାରର ଟେକ୍ସଟାଇଲ୍ ମନ୍ତ୍ରାଳୟ ଏବଂ NIFT ଏସିୟାନ୍ ସବକଣ୍ଟିନେଣ୍ଟ ଏବଂ ଭାରତର ଫ୍ୟାସନ୍ ସେଗ୍‌ମେଣ୍ଟ ପାଇଁ…

ଭାରତ ସରକାରଙ୍କ ଟେକ୍ସଟାଇଲ୍ ମନ୍ତ୍ରାଳୟରେ ସମର୍ଥିତ ଏବଂ ନିଫ୍ଟର ଉଦ୍ୟମ VisioNxt प्रयोगशाला, ଭାରତର ଫ୍ୟାସନ୍ ଏବଂ ରିଟେଲ୍ ବଜାର ପାଇଁ ପ୍ରତିଷ୍ଠିତ ଅଦ୍ୱିତୀୟ ଗବେଷଣା ଏବଂ ଟ୍ରେଣ୍ଡ୍ ସୂଚନା ପ୍ରଦାନ କରେ। ଏହି ପ୍ରୟୋଗଶାଳା ବିଭିନ୍ନ ଶାକ୍ଷିକ କୋର୍ସ, କାର୍ଯ୍ୟଶালা ଏବଂ…
Read More...