ଏମ୍ସ ଭୁବନେଶ୍ୱର, କିଟ୍-ଟିବିଆଇ ଏବଂ ବିସିକେଆଇସି ଫାଉଣ୍ଡେସନ୍ ସହିତ ବୁଝାମଣାପତ୍ର ସ୍ୱାକ୍ଷର, ରାଜ୍ୟରେ ସ୍ୱାସ୍ଥ୍ୟସେବା ନବସୃଜନକୁ ବୃଦ୍ଧି କରିବ
ଭୁବନେଶ୍ୱର : ସ୍ୱାସ୍ଥ୍ୟସେବା ନବସୃଜନକୁ ଆଗକୁ ବଢାଇବା ଏବଂ କ୍ଲିନିକାଲ୍ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ଅନନ୍ୟ ପଦକ୍ଷେପ ସ୍ୱରୂପ, ଏମ୍ସ ଭୁବନେଶ୍ୱର ଆଜି କିଟ୍-ଟେକ୍ନୋଲୋଜି ବିଜନେସ ଇନକ୍ୟୁବେଟର (କିଟ୍-ଟିବିଆଇ) ଏବଂ ଭୁବନେଶ୍ୱର ସିଟି ନଲେଜ୍ ଇନୋଭେସନ୍ କ୍ଲଷ୍ଟର (ବିସିକେଆଇସି) ଫାଉଣ୍ଡେସନ୍ ସହିତ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷର କରିଛି।
ଏହି ବୁଝାମଣାର ଲକ୍ଷ୍ୟ ହେଉଛି ସ୍ୱାସ୍ଥ୍ୟସେବା ପ୍ରଯୁକ୍ତିବିଦ୍ୟା ବିକାଶ ଏବଂ ବିନିଯୋଗ ପାଇଁ ଏକ ଦୃଢ଼ ପ୍ଲାଟଫର୍ମ ସୃଷ୍ଟି କରିବା, ଏବଂ ସ୍ୱାସ୍ଥ୍ୟସେବା ନବସୃଜନ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା। ସେହିପରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେରେ କାର୍ଯ୍ୟରତ ଷ୍ଟାର୍ଟଅପ୍ସଙ୍କୁ ଓଡ଼ିଶାକୁ ଆକର୍ଷିତ କରିବା ମଧ୍ୟ ଏହାର ପ୍ରାଥମିକତା ରହିବ। ଏହା ସ୍ୱାସ୍ଥ୍ୟସେବା, ନିଦାନ ଏବଂ ଡିଜିଟାଲ୍ ସ୍ୱାସ୍ଥ୍ୟରେ ମିଳିତ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରିବାରେ ମଧ୍ୟ ସାହାଯ୍ୟ କରିବ।
ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଏବଂ ବିସିକେଆଇସି ଅଧ୍ୟକ୍ଷ ଏବଂ କିଟ୍-ଟିବିଆଇ ସିଇଓ ମୃତ୍ୟୁଞ୍ଜୟ ସୁଆରଙ୍କ ଉପସ୍ଥିତିରେ ଏମ୍ସ ଭୁବନେଶ୍ୱରରେ ଏହି ବୁଝାମଣାପତ୍ର ସ୍ବାକ୍ଷର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଆଜିର ବୁଝାମଣା, ଏମ୍ସ ଭୁବନେଶ୍ୱରକୁ ଏକ ଜାତୀୟ ଟ୍ରାନ୍ସଲେସନାଲ୍ ଇନୋଭେସନ୍ ହବ୍ ଭାବରେ ପ୍ରତିଷ୍ଠା କରିବ, ଯାହା ଚିକିତ୍ସା ଉତ୍ପାଦ ବିକାଶ, ପ୍ରଯୁକ୍ତିବିଦ୍ୟାର ଉନ୍ନତି, ପ୍ରଭାବଶାଳୀ ଆଇପି ପରିଚାଳନା ଏବଂ କ୍ଲିନିକାଲ୍ ଉଦ୍ୟୋମୀତାକୁ ପ୍ରୋତ୍ସାହିତ କରିବ ବୋଲି ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ପ୍ରକାଶ କରିଛନ୍ତି।
ଏମ୍ସ ଭୁବନେଶ୍ୱର, କିଟ୍-ଟିବିଆଇ ଏବଂ ବିସିକେଆଇସି ମିଳିତ ଭାବରେ ନବସୃଜନ ଏବଂ ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମ, ବୁଟକ୍ୟାମ୍ପ, ନିୟାମକ କର୍ମଶାଳା ଏବଂ ଷ୍ଟାର୍ଟଅପ୍-ନିବେଶକ ଗୋଲଟେବୁଲ ଆୟୋଜନ ଦିଗରେ କାର୍ଯ୍ୟ କରିବେ। ଏହା ସହିତ, ଟେଲିହେଲ୍ଥ ପ୍ଲାଟଫର୍ମର ବାସ୍ତବ-ବିଶ୍ୱ ପରୀକ୍ଷଣ, ଏଆଇ-ଆଧାରିତ ଡାଇଗ୍ନୋଷ୍ଟିକ୍ ଉପକରଣ ଏବଂ ଦୂରବର୍ତ୍ତୀ ମନିଟରିଂ ଡିଭାଇସଗୁଡ଼ିକ ମଧ୍ୟ ବିକାଶ କରାଯିବ। ସେହିପରି, ଦକ୍ଷତା ବିକାଶ ଏବଂ ଉଦ୍ୟୋମୀତା ପାଇଁ, କ୍ଲିନିକାଲ୍ ଇନୋଭେସନ୍, ପ୍ରଯୁକ୍ତିବିଦ୍ୟା ସ୍ଥାନାନ୍ତର ଏବଂ ସ୍ୱାସ୍ଥ୍ୟସେବା ଷ୍ଟାର୍ଟଅପ୍ଗୁଡ଼ିକର ଇନକ୍ୟୁବେସନ୍କୁ ପ୍ରୋତ୍ସାହିତ କରାଯିବ। ଉଚ୍ଚ-ସ୍ତରୀୟ ଡାଇଗ୍ନୋଷ୍ଟିକ୍ ଉପକରଣ, କ୍ଲିନିକାଲ୍ ବୈଧତା ପଥ ଏବଂ ଉନ୍ନତ ଗବେଷଣା ସୁବିଧା ସହିତ ଏକ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯିବ।
ଏହି ଅବସରରେ ବିସିକେଆଇସି ସିଇଓ ଏବଂ କିଟ୍-ଟିବିଆଇ ପରାମର୍ଶଦାତା ଡ. ନମ୍ରତା ମିଶ୍ର, ଏମ୍ସ ଭୁବନେଶ୍ୱରର ଡିନ୍ (ଗବେଷଣା) ଡ. ସତ୍ୟଜିତ ମିଶ୍ର, ଏମ୍ସ ଭୁବନେଶ୍ୱରର ଏମଓୟୁ କମିଟିର ସଚିବ ଡ. ଋତୁପର୍ଣ୍ଣା ମାଇତି, କିଟ୍-ଟିବିଆଇ ପରିଚାଳିକା (ଟେକ୍-ଇନୋଭେସନ୍) ଡ. ଜୟଲକ୍ଷ୍ମୀ ଦାଶ ଏବଂ ବିସିକେଆଇସି ପରିଚାଳକ ଅର୍ପଣ ଘୋଷ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ରଣନୈତିକ ସହଭାଗୀତା ଓଡ଼ିଶାକୁ ସ୍ୱାସ୍ଥ୍ୟସେବା ନବସୃଜନ ଏବଂ ଉଦ୍ୟୋଗର ଏକ କେନ୍ଦ୍ରରେ ପରିଣତ କରିବା ନେଇ ଆଶା କରାଯାଉଛି, ଯାହା ଭାରତର ଡିଜିଟାଲ୍ ସ୍ୱାସ୍ଥ୍ୟ ଏବଂ ଚିକିତ୍ସା ପ୍ରଯୁକ୍ତିବିଦ୍ୟା ପ୍ରଗତି ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବ।

Want to get the latest news of Pokerbaazi? Check pokerbaazitwitter.com. All the info you will get here. I personally check it to get news of upcoming poker tournaments. You can check t too for more interesting updates: pokerbaazitwitter
Interesting read! The focus on fast registration with cardtime – under 45 seconds! – is a huge plus for busy gamers. Makes jumping into esports betting so much easier. Great analysis of the current scene too!
Basic strategy really shifts your perspective – it’s not just luck! Seeing how even small adjustments impact outcomes is key. Platforms like 55bmw vip download apk seem to prioritize a good player experience with quick registration & rewards. Definitely worth checking out!
What’s up, sports fanatics? I checked out betesportes and their sports betting options seem pretty comprehensive. Good odds, easy to navigate. If you’re into sports bets, give it a peek and see what you think! Get in the game!
Solid analysis! Thinking about bankroll management & adapting to different game types is key. Seeing platforms like arion legit offer diverse options helps players practice those skills-and build confidence. Great post!
Getting into Spinplus is quick and easy with spinpluslogin. No annoying delays. I can hop right into the action. Click here to give it a shot: spinpluslogin
Okay, so I’ve been messing around with the 18winapp and it’s not bad! Some cool games and I managed to win a little something. Worth a look if you’re into this kinda thing. 18winapp
Downloaded the 100jiliapp! Seems pretty slick so far, the interface is smooth. Will test it next week. Give it a shot, see if you can win!: 100jiliapp!
Hey, been scouting for kèo nhà cái? I’ve had some decent luck at Bet69. Worth checking out their odds, might find something you like! kèo nhà cái bet69
iOS users rejoice! Found a working link for 88vin. Time to get my game on while on the go. Download link for iOS is at tai 88vin link ios
MU88 keeps getting better! Someone told me to check out ‘mu88.aap’ and it’s the real deal. No lag, easy to use. Definitely worth a look. Check it here mu88.aap
**boostaro official**
Boostaro is a purpose-built wellness formula created for men who want to strengthen vitality, confidence, and everyday performance.
**aqua sculpt**
aquasculpt is a premium metabolism-support supplement thoughtfully developed to help promote efficient fat utilization and steadier daily energy.
**herpafend**
Herpafend is a natural wellness formula developed for individuals experiencing symptoms related to the herpes simplex virus. It is designed to help reduce the intensity and frequency of flare-ups while supporting the bodys immune defenses.
**men balance**
MEN Balance Pro is a high-quality dietary supplement developed with research-informed support to help men maintain healthy prostate function.
This strategic partnership between EMS Bhubaneswar, KIIT-TBI, and BCKIC Foundation exemplifies how healthcare innovation thrives through collaboration. The focus on clinical trials, AI diagnostics, and telehealth platforms creates a robust ecosystem. As someone who analyzes cross-sector technology adoption, I see similar innovation models driving engagement in digital platforms where users can access tbjili download options seamlessly.