banner
Breaking

ସରପଞ୍ଚ ଏବଂ ଶିକ୍ଷକଙ୍କୁ ମିଳିବ ଅବଦୁଲ କାଲାମ ଆୱାର୍ଡ଼

8

ଭୁବନେଶ୍ୱର : ଏସ କେ ଏଣ୍ଟର ପ୍ରାଇଜେସ୍ ତରଫରୁ ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ଆସନ୍ତା ଶନିବାର ରାଜ୍ୟସ୍ତରୀୟ ଅବଦୁଲ କାଲାମ ଆୱାର୍ଡ଼ କାର୍ଯ୍ୟକ୍ରମ ମହା ସମାରୋହରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ଓଡିଶାର ବିଭିନ୍ନ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ସରପଞ୍ଚ, ସମିତି ସଭ୍ୟ, ଶିକ୍ଷକ, କ୍ରୀଡାବିତ୍, ସମାଜସେବୀ, ଲେଖକ ଏବଂ ନୃତ୍ୟଶିଳ୍ପୀଙ୍କୁ ସମ୍ମାନିତ କରାଯିବ। ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଓଡିଶାର ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସ ଉପସ୍ଥିତ ରହି ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ସମ୍ମାନିତ କରିବେ। ପୁରସ୍କାର ବାବଦରେ ସମସ୍ତଙ୍କୁ ମାନପତ୍ର, ଉତ୍ତରୀୟ, ତାମ୍ର ଫଳକ ଏବଂ ପଚାଶ ହଜାର ଟଙ୍କାର ଆର୍ଥିକ ରାଶି ମଧ୍ୟ ପ୍ରଦାନ କରାଯିବ। ମୁଖ୍ୟ ଅତିଥିଙ୍କ ବ୍ୟତିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଜ୍ଞାନପୀଠ ପୁରସ୍କାର ବିଜୟିନୀ ଶ୍ରୀମତୀ ପ୍ରତିଭା ରାୟ, ବିଶିଷ୍ଟ ଶିଳ୍ପପତି ମୋନିକା ଲାଲ୍ ଶର୍ମା, ବଲିଉଡ୍ କଣ୍ଠଶିଳ୍ପୀ କୁମାର ସାନୁ ଏବଂ ଚଳଚ୍ଚିତ୍ର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି। ଏଥି ସହିତ ରାଜ୍ୟପାଳଙ୍କ ଦ୍ଵାରା ଓଡ଼ିଶା ଗୌରବ ପୁସ୍ତକ ମଧ୍ୟ ଉନ୍ମୋଚିତ କରାଯିବ। ବିଶିଷ୍ଟ ଲେଖିକା ଶ୍ରୀମତୀ ଅଭିଲିପ୍ସା ସାମନ୍ତରାୟଙ୍କ ପୁସ୍ତକ ସମୟ ବଡ ବଳବାନ ପୁସ୍ତକ ମଧ୍ୟ ଲୋକାର୍ପିତ ହେବ। ଏଠାରେ ସୂଚନାଯୋଗ୍ୟ ଅଟେ ମହାମାରୀ କୋଭିଡ୍ କାରଣରୁ ଗତ ଦୁଇ ବର୍ଷ ହେବ ଅବଦୁଲ କାଲାମ ଆୱାର୍ଡ଼ କାର୍ଯ୍ୟକ୍ରମ ସ୍ତଗିତ ରହିଥିଲା।ଏହି ପୁରସ୍କାର କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ସମସ୍ତ ନିମନ୍ତ୍ରିତ ଅତିଥି ମାନଙ୍କୁ ସାଙ୍ଗରେ ଆଧାର କାର୍ଡ ଏବଂ କୋଭିଡ ଟୀକାର ପ୍ରମାଣପତ୍ର ଆଣିବା ଲାଗି ଏସ କେ ଏଣ୍ଟର ପ୍ରାଇଜେସ୍ ସଭାପତି ତୈଳେନ୍ଦ୍ର କୁମାର ସୂଚନା ପ୍ରଦାନ କରିଛନ୍ତି।

Khansweb Solution Bhubaneswar
8 Comments
  1. 6ffcom says

    Heard about 6ffcom through a friend – said it’s a solid platform. Gonna check it out and see what all the fuss is about. Hopefully, it lives up to the hype! Check it out 6ffcom

  2. may88bet says

    Alright, may88bet is on my radar. Saw a couple ads online. Anyone placing bets there? What’s the vibe like? Any good promotions going on?

  3. keonhacaibet88 says

    Anyone used keonhacaibet88 before? Thinking of giving it a shot. The live betting options look pretty sweet, and I’m always hunting for the best kèo!

  4. ww88game says

    Heard some buzz about ww88game, so I checked it out. Pretty decent selection of games. Its worth a try, follow the link and see what you find ww88game

  5. 1gomsv388 says

    1gomsv388 is where it’s at for online sabong wagering! They have a great selection of matches, and the odds are competitive. Highly recommended for a great sabong betting experience! Good luck! 1gomsv388

  6. mcw19.com app says

    Just downloaded the mcw19.com app. Easy to use so far. Hope I can win big from my phone! Download it here: mcw19.com app

  7. xo so 666 says

    If you need a good place to find xo so 666, check xsmbxoso666. They always have what I need and are constantly updating. So easy to use after the fist tiem! Give it a go right here xo so 666.

  8. nesine canlı izle says

    Hey guys, check out Nesine for live streams. Been watching games there myself. Super convenient! Click here to nesine canlı izle and see for yourself.

Leave A Reply

Your email address will not be published.