banner
Breaking
Monthly Archives

September 2025

ଭୁବନେଶ୍ୱର ଉତ୍ତର ପୂଜା ଭସାଣୀ ସମିତି ପ୍ରସ୍ତୁତି ବୈଠକ

ଭୁବନେଶ୍ୱର - ଭୁବନେଶ୍ୱର ଉତ୍ତର ପୂଜା ଭସାଣି ସମିତି ଆନୁକୂଲ୍ୟରେ ଚଳିତ ବର୍ଷ ୧୫ ତମ ସାର୍ବଜନୀନ ଦୁର୍ଗାପୂଜା ଭଷାଣି ନିମନ୍ତେ ପ୍ରସ୍ତୁତି ସଭା ଚନ୍ଦ୍ରଶେଖରପୁର ସ୍ଥିତ ଗ୍ରାଣ୍ଡ ଲୁମ୍ବିନୀ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସମିତିର ସଭାନେତ୍ରୀ ରଶ୍ମିରେଖା ଜେନାଙ୍କ ସଭାପତିତ୍ୱରେ…
Read More...

୧୨ ନଂ ୱାର୍ଡରେ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା କର୍ପୋରେଟର ଜୟନ୍ତୀ ସାହୁଙ୍କ ନିଆରା ଢଙ୍ଗରେ ପୁଜାଭେଟି

ଭୁବନେଶ୍ୱର,: ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୧୨ ନମ୍ବର ଓାର୍ଡରେ କାର୍ଯ୍ୟରତ ବିଏମସି ସଫେଇ କର୍ମଚାରୀ ମାନଙ୍କୁ ଏକ ନିଆରା ଢଙ୍ଗରେ ପୂଜାଭେଟି ଦେଇଛନ୍ତି କର୍ପୋରେଟର ଜୟନ୍ତୀ ସାହୁ । ଆଜି ୧୨ ନମ୍ବର ୱାର୍ଡ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ସମସ୍ତ ସଫେଇ…
Read More...

ଭୁବନେଶ୍ୱରରେ ହେବ ବଡ଼ ଡାଣ୍ଡିଆ ଉତ୍ସବ — ଜଶ୍ନେ ଡାଣ୍ଡିଆ

ଭୁବନେଶ୍ୱର,- ଭୁବନେଶ୍ୱରରେ ଆୟୋଜିତ ହେବ ଓଡ଼ିଶାର ସବୁଠାରୁ ବଡ଼ ଓ ଭବ୍ୟ ଡାଣ୍ଡିଆ ଉତ୍ସବ “ଜଶ୍ନେ ଡାଣ୍ଡିଆ”। ତିନିଦିନିଆ ଏହି ମହୋତ୍ସବ ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୧ ପର୍ଯ୍ୟନ୍ତ ସନ୍ଧ୍ୟା ୭ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଭୁବନେଶ୍ୱରର ଜନତା ମାଇଦାନରେ ଚାଲିବ। ନୂଆ ଗାଁ ଗ୍ରାମୀଣ ବିକାଶ…
Read More...

ସୈନିକ ସ୍କୁଲ ପରିସରରେ ୩୦ ନଡିଆ ଗଛ ଚାରା ରୋପଣ

ଭୁବନେଶ୍ୱର,: ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ ତମ ଜନ୍ମ ଦିବସ ପାଳନ ଉପଲକ୍ଷେ ସେବାପକ୍ଷ ପାଳନ ଅବସରରେ ଶିଖରଚଣ୍ଡୀ ମଣ୍ଡଳ ପକ୍ଷରୁ ସୈନିକ ସ୍କୁଲ ପରିସରରେ ୩୦ ଟି ନଡିଆ ଗଛ ଚାରା ରୋପଣ କରାଯାଇଛି । ମଣ୍ଡଳ ସଭାପତି ବିଭୂତି ଭୂଷଣ ବିଶ୍ୱାଳଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି…
Read More...