banner
Breaking
Monthly Archives

April 2025

ଜନସାଧାରଣଙ୍କ ମୌଳିକ ସୁବିଧା ଛଡେଇ ନେଉଛି ବିଡ଼ିଏ ଘର ସମ୍ମୁଖରେ ରାସ୍ତା ଦେବାକୁ ଦାବି

ଭୁବନେଶ୍ୱର : ରାସ୍ତାଘାଟ, ପାଣି, ପରିମଳ ଭୁବନେଶ୍ୱର ବାସିନ୍ଦାଙ୍କ ପାଇଁ ନିହାତି ଆବଶ୍ୟକତା ରହୁଥିଲା ବେଳେ ଜନସାଧାରଣଙ୍କ ଠାରୁ ଏହି ମୌଳିକ ସୁବିଧା ଛଡେଇ ନେଉଛି ବିଡ଼ିଏ। ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ନୀଳାଦ୍ରି ବିହାରରେ ସ୍ଥିତିବାନ ଜାଗାରେ ରହୁଥିବା ବାସିନ୍ଦାମାନେ। ଆଜି ନିଜ ଘର…
Read More...

ବରିଷ୍ଠ ନାଗରିକ ସଂଘର ଅଷ୍ଟମ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧ା୪ ପବିତ୍ର ଉତ୍କଳ ଦିବସ ଅବସରରେ ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନୀ ବରିଷ୍ଠ ନାଗରିକ ସଂଘର ଅଷ୍ଟମ ବାର୍ଷିକ ଉତ୍ସବ ଓ ଉତ୍କଳ ଦିବସ ପାଳନ ଉତ୍ସବ ଚନ୍ଦ୍ରଶେଖରପୁର ସ୍ଥିତ ଗାୟତ୍ରୀ ମନ୍ଦିର ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି କୃଷ୍ଣ ଚନ୍ଦ୍ର…
Read More...

ଶ୍ରୀ କ୍ରିଷ୍ଣା ଇଣ୍ଟରନ୍ୟାସନାଲ ସ୍କୁଲରେ ଉତ୍କଳ ଦିବସ ପାଳିତ

ଭୁବନେଶ୍ୱର,୧ା୪ ଭୁବନେଶ୍ୱର ଉପକଣ୍ଠ ମଳିପଡା ସ୍ଥିତ ଶ୍ରୀ କ୍ରିଷ୍ଣା ଇଣ୍ଟରନ୍ୟାସନାଲ ସ୍କୁଲରେ ପବିତ୍ର ଉତ୍କଳ ଦିବସ ପାଳିତ ହୋଇଯାଇଛି । ଉତ୍କଳର ସ୍ୱତନ୍ତ୍ରତା ଓ ଉତ୍କଳ ବୀରଙ୍କ ବଳିଦାନକୁ ସମ୍ମାନ ଜଣାଇ ସବୁବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଦ୍ୟାଳୟର ବକୁଳ ବନ ତଥା ପଞ୍ଚସଖାଙ୍କ ସମ୍ମୁଖରେ…
Read More...

ରାଜ୍ୟସ୍ତରୀୟ ଟୋଙ୍ଗ- ଇଲ୍‌- ମୁଁ -ଡୁ କୌଶଳ ପ୍ରଶିକ୍ଷଣ କର୍ମଶାଳା

ଭୁବନେଶ୍ୱର : ଟୋଙ୍ଗ-ଇଲ୍‌-ମୁଁ-ଡୁ ଓଡିଶା ସଂଘ ପକ୍ଷରୁ ରାଜ୍ୟସ୍ତରୀୟ ଟୋଙ୍ଗ-ଇଲ୍‌-ମୁଁ-ଡୁ କୌଶଳ ପ୍ରଶିକ୍ଷଣ କର୍ମଶାଳା ୟୁନିଟ ୯ ସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଦେବଗଡ ଚିନ୍ମୟ ବିଦ୍ୟାଳୟର ଚେୟାରମ୍ୟାନ ସ୍ୱାମୀ ନିଗମାନନ୍ଦ ସରସ୍ୱତୀ,…
Read More...

ଭୁବନେଶ୍ବର ରନଓ୍ବେ ଓ୍ବିକ୍ ସିଜିନ୍-୧୨ ପୋଷାକରେ ପ୍ରଦର୍ଶିତ ହେଲା ଭାରତୀୟ କଳାକୃତି

ଭୁବନେଶ୍ୱର: ଉତ୍ସବରେ ଆକର୍ଷଣୀୟ ଦେଖାଯିବାକୁ ସମସ୍ତଙ୍କ ମନରେ ଥାଏ ଉତ୍ସାହ । ପାର୍ବଣରେ ବିଭିନ୍ନ ସୁନ୍ଦର ପୋଷାକ ପରିଧାନ କରି ନିଜକୁ ସୁନ୍ଦର ଦିଶିବା ପାଇଁ ସମସ୍ତେ ପସନ୍ଦ କରିଥାନ୍ତି। ପୋଷାକକୁ ଆକର୍ଷଣୀୟ କରିବା ନିମନ୍ତେ ଫ୍ୟାଶନ୍ ଡ଼ିଜାଇନରମାନେ ଦେଇଥାନ୍ତି ନୂଆ ନୂଆ ରୂପ । ଏହି…
Read More...

ରୋଟାରୀ ଓ ମାଷ୍ଟର ଗିରିଜା ରୋଡ୍ ସେଫ୍ଟି ଟ୍ରଷ୍ଟ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର

ଭୁବନେଶ୍ବର: ବରମୁଣ୍ଡା ବସଷ୍ଟାଣ୍ଡ ପରିସରରେ ରୋଟାରୀ ଆନ୍ତର୍ଜାତୀୟ ଜିଲ୍ଲା 3262,ମାଷ୍ଟର ଗିରିଜା ମେମୋରିଆଲ ରୋଡ ସେଫଟି ଫାଉଣ୍ଡେସନ ଟ୍ରଷ୍ଟ ଓ କମିଶନରେଟ ଟ୍ରାଫିକ, ଭୁବନେଶ୍ୱରର ମିଳିତ ସହଯୋଗରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଅଛି। ବରମୁଣ୍ଡା ବସ ମାଲିକ ସଂଘର…
Read More...