banner
Breaking
Monthly Archives

February 2025

ସୁଭଦ୍ରା ଶକ୍ତି ମେଳା: ମନ ମୋହୁଚି ବାରିପଦା ମୁଢି ମାଂସ ସାଙ୍ଗକୁ ମାଛ ଆମ୍ବିଳ

ଓଡ଼ିଶାର ସମୃଦ୍ଧ ଐତିହ୍ୟ, କାରିଗରୀ ଏବଂ ମହିଳା ନେତୃତ୍ୱାଧୀନ ଉଦ୍ୟୋଗର ଅଭୁତପୂର୍ବ ପ୍ରଦର୍ଶନ, ଭୁବନେଶ୍ୱରର ଜନତା ମଇଦାନରେ ଚାଲିଥିବା ସୁଭଦ୍ରା ଶକ୍ତି ମେଳା ୨୦୨୫ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଚାଲିଛି। ୩୦୦ରୁ ଅଧିକ ଷ୍ଟଲ୍ ସହିତ, ଏହି ମେଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)…
Read More...

କାଶୀ-ତାମିଲ୍ ସଙ୍ଗମ ୩.୦ରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ବାରାଣାସୀ ଠାରେ ଆୟୋଜିତ କାଶୀ-ତାମିଲ ସଙ୍ଗମ ୩.୦ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ଯେ, କାଶୀ-ତାମିଲ୍ ସଙ୍ଗମ ହେଉଛି ଦେଶର ସାଂସ୍କୃତିକ ଐତିହ୍ୟ ଓ ଏକତାର ଅନନ୍ୟ ନିଦର୍ଶନ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭାରତର…
Read More...

ପଟିଆରେ ଖୋଲିଲା ଲୁକ୍ସ ସାଲୁନର ତୃତୀୟ ଶାଖା

ଭୂବନେଶ୍ବର-ଭାରତର ଅଗ୍ରଣୀ ବିଳାସପୂର୍ଣ ସୌନ୍ଦର୍ଯ୍ୟକରଣ ବ୍ରାଣ୍ଡ ଲୁକ୍ସ ସାଲୁନ ପଟିଆରେ ଏହାର ତୃତୀୟ ଶାଖା ବିସ୍ତାର କରିଛି।ଏହି ନୂତନ ସାଲୁନ୍ ଭୂବନେଶ୍ବର ଗ୍ରାହକଙ୍କୁ ବିଶ୍ବସ୍ତରୀୟ ସୌନ୍ଦର୍ଯ୍ୟ ଏବଂ ଗ୍ରୁମିଙ୍ଗ ଅଭିଜ୍ଞତା ପ୍ରଦାନ କରିବା ପାଇ ପ୍ରସ୍ତୁତ । ଭୂବନେଶ୍ବରେ ଏହାର ସାଲୁନର…
Read More...

ବିଜେପି ଉତ୍ତର ନିର୍ବାଚନ ମଣ୍ଡଳୀରେ ସମ୍ବର୍ଦ୍ଧନା ସଭା

ଭୁବନେଶ୍ୱର : ଭାରତୀୟ ଜନତା ପାର୍ଟି ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ତରଫରୁ ସ୍ୱାଗତ ଓ ସମ୍ବର୍ଦ୍ଧନା ସଭା ପୂର୍ବତନ ବିଧାୟକ ତଥା ବିଜେପିର ବରିଷ୍ଠ ନେତା ପ୍ରିୟଦର୍ଶି ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି. ଉକ୍ତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବରେ ଏକାମ୍ର ବିଧାନସଭା…
Read More...

ପାକିସ୍ଥାନକୁ ହରାଇଲା ଭାରତ

ଦୁବାଇ: ଦୁବାଇ ଠାରେ ଅନୁଷ୍ଠିତ ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ହାଇ ଭୋଲଟେଜ ମୁକାବିଲାରେ ବିରାଟ କୋହଲିଙ୍କ ଚମତ୍କାର ଶତକ ବଳରେ ଭାରତ ୬ ୱିକେଟରେ ପାକିସ୍ତାନକୁ ପରାସ୍ତ କରିଛି । କୋହଲି ଦିନିକିଆ କ୍ରିକେଟରେ ୫୧ତମ ଶତକ ହାସଲ କରି ଭାରତ ସେମିଫାଇନାଲ ପ୍ରବେଶ ନିଶ୍ଚିତ କରିଛନ୍ତି ।…
Read More...

୧୨ ନଂ ୱାର୍ଡ ପାତ୍ରସାହିରେ ବନ୍ଧୁ ମିଳନ ଉତ୍ସବ କର୍ପୋରେଟରଙ୍କ ପାଇଁ ଫେରିଲା ପୁରୁଣା ଭାଇଚାରା

ଭୁବନେଶ୍ୱର,: ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୧୨ ନମ୍ବର ୱାର୍ଡର ପାତ୍ରସାହିରେ ବନ୍ଧୁ ମିଳନ ଉତ୍ସବ ଓ ନୂତନ ରାସ୍ତାର ଉଦ୍‌ଘାଟନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ସମ୍ମାନିତ ଅତିଥି ଭାବେ ଲର୍ପୋରେଟର ଜୟନ୍ତୀ ସାହୁ ଓ…
Read More...

ନାବାର୍ଡର ଜିଲ୍ଲାସ୍ତରୀୟ ମେଗା ଋଣ ମେଳା ୨୯.୬୪ କୋଟି ଟଙ୍କାର ଋଣ ମଞ୍ଜୁର

ଭୁବନେଶ୍ଵର: ନାବାର୍ଡ କଟକ ପକ୍ଷରୁ ତ୍ରିଶୂଳିଆ ବଜାର ସ୍ଥିତ ଏକ ମଣ୍ଡପରେ ଜିଲ୍ଲାସ୍ତରୀୟ ମେଗା ଋଣ ମେଳା ଓ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ନାବାର୍ଡ କଟକ ଜିଲ୍ଲା ଡିଜିଏମ୍ ପ୍ରକସୀମା ପରିଡ଼ାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଟକ ସାଂସଦ ଭର୍ତ୍ତୁହରି…
Read More...

ଓଡ଼ିଶାରେ ରିଟେଲ ବଣ୍ଟନ ବିସ୍ତାର ଆଦାନୀ ସୋଲାର ଓ ଖେତାନ ଗ୍ରୁପ ମଧ୍ୟରେ ସହଯୋଗ ଚୁକ୍ତି

ଭୁବନେଶ୍ବର : ଆଦାନୀ ଗ୍ରୁପ୍‌ର ସୋଲାର ଉତ୍ପାଦନ ଶାଖା, ଏବେ ଓଡିଶାରେ ଖେତାନ୍‌ ଗ୍ରୁପ୍‌ଙ୍କୁ ଅଞ୍ଚଳୀୟ ଆଧିକାରିକ ଚ୍ୟାନେଲ୍‌ ପାର୍ଟନର୍‌ ଭାବେ ନିର୍ଦ୍ଦିଷ୍ଟ କରି, ତା’ର କ୍ଷୁଦ୍ର ବିକ୍ରୟ ବଣ୍ଟନ ବ୍ୟବସାୟକୁ ବିସ୍ତାର କରିଛି। ଏହା ମାଧ୍ୟମରେ ଆଦାନୀ ସୋଲାର ଦେଶରେ ୩୮୦୦ ଠାରୁ ଅଧିକ…
Read More...

ପଟିଆଗଡ ଶିରିଡି ସାଇ ମନ୍ଦିରର ପ୍ରତିଷ୍ଠା ଉତ୍ସବ

ଭୁବନେଶ୍ୱର,୨୩ା୨ ପଟିଆଗଡ ଶିରିଡି ସାଇ ମନ୍ଦିରର ୧୩ ତମ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଚାରିଦିନ ଧରି ଚାଲିଥିବା ଏହି ଧାର୍ମିକ ଉତ୍ସବରେ ବୁଧବାର ଅଙ୍କୁରାରୋପଣ, ନବବ୍ୟୁହ ପୂଜା, ମଣ୍ଡଳକରଣ ଗୁରୁବାର ସକାଳେ କଳସ ଯାତ୍ରା ଅନୁଷ୍ଠିତ ହୋଇ ସୂର୍ଯ୍ୟପୂଜା, ଶାଲା…
Read More...