banner
Breaking
Yearly Archives

2024

ଉତ୍କଳ ବିଲ୍ଡର୍ସ ଲିମିଟେଡ଼୍‌କୁ ଟାଇମ୍ସ ବିଜ୍‌ନେସ୍ ଆୱାର୍ଡ଼

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ରିୟଲ ଇଷ୍ଟେଟ୍ ବ୍ରାଣ୍ଡ, ଉତ୍କଳ ବିଲ୍ଡର୍ସ ଲିମିଟେଡ୍ ବିଶ୍ୱସନୀୟ ଡେଭଲପର୍ ପୁରସ୍କାର ସହିତ ଟାଇମ୍ସ ବିଜନେସ୍ ଆୱାର୍ଡରେ ସମ୍ମାନିତ ହୋଇଛି । ଏହି ପ୍ରତିଷ୍ଠିତ ସମ୍ମାନକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଯାହା ଉତ୍କଳ…
Read More...

ମଧ୍ୟ ରାତିରେ ହାବେଳି ଖଟିରେ ଲ୍ୟଣ୍ଡଫଲ କଲା ବାତ୍ୟା ଦାନା

ଭୁବନେଶ୍ଵର: ମଧ୍ୟରାତ୍ରୀରେ ଲ୍ୟାଣ୍ଡଫଲ କଲା ବାତ୍ୟା ‘ଦାନା’ । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଭିତରକନିକାରୁ ଧାମରା ମଧ୍ୟରେ ହାବେଳିଖଟିରେ ବାତ୍ୟା ଦାନା ଲ୍ୟାଣ୍ଡଫଲ କରିଛି । ମଧ୍ୟରାତ୍ରି ପ୍ରାୟ ସାଢେ ଗୋଟାଏରୁ ସାଢେ ୩ଟା ମଧ୍ୟରେ ସ୍ଥଳଭାଗ ଛୁଇଁଥିଲା ବାତ୍ୟା । ଦୀର୍ଘ…
Read More...

ନୀଳାଦ୍ରିବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା

ଭୁବନେଶ୍ୱର,: ନୀଳାଦ୍ରି ବିହାର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା ସମିତିର ଉପସଭାପତି ପଙ୍କଜ କୁମାର କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବେଗୁନିଆ କଲେଜର ପୂର୍ବତନ ଅଧ୍ୟକ୍ଷ…
Read More...

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଇଂରାଜୀ ପତ୍ରିକା “ଇନସାଇଡ୍ କଭର ” ଉନ୍ମୋଚିତ

ଭୁବନେଶ୍ୱର : ମାସିକ ଇଂରାଜୀ ପତ୍ରିକା ଇନସାଇଡ କଭରର ସ୍ୱତନ୍ତ୍ର ସଂସ୍କରଣ ଆଜି ଲୋକ ସେବା ଭବନ ଅନ୍ତର୍ଗତ ତୃତୀୟ ମହଲା ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝିଙ୍କ କରକମଳରେ ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଯାଇଛି। ଏହି…
Read More...

ଉତ୍କଳ କନିକା ଗ୍ୟାଲେରିଆ ମଲରେ ଖୋଲିଲା ଓସୋମ୍ ବୋବାସ୍

ଭୁବନେଶ୍ବର- ରାଜଧାନୀର ଖାଦ୍ୟପ୍ରେମୀଙ୍କ ପାଇଁ ଖୁସି ଖବର। କଳ୍ପନା ସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ମଲରେ ଓସୋମ୍ ବୋବାସ୍ ଆଉଟଲେଟ୍ ଆରମ୍ଭ ହୋଇଛି। ଓଡିଶାରେ ବିଙ୍ଗସୁ'ର ଏହା ପ୍ରଥମ ଆଉଟଲେଟ୍। ଯେଉଁଠାରେ ବିଙ୍ଗସୁ'ର ସନି ମ୍ୟାଙ୍ଗୋ ବିଙ୍ଗସୁ, ଥାଇ ଚାଇ ବିଙ୍ଗସୁ, ଆରବିକା ଅନୋଖା…
Read More...

ମହାନ କର୍ମଚାରୀ ନେତାଙ୍କ ସ୍ମୃତି ସମାରୋହ

ଭୁବନେଶ୍ୱର : ପତିତପାବନ ପରିଡା ମେମୋରିଆଲ ଟ୍ରଷ୍ଟ ତରଫରୁ ୧୮ତମ ଶ୍ରାଦ୍ଧ ବାର୍ଷିକ ଓ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ କର୍ମଚାରୀ ଭବନ ପରିସରରେ ନରସିଂହ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଗଗନ ବିହାରୀ ଭଞ୍ଜ ସମ୍ପାଦକ ବିବରଣୀ ପାଠ କରି ପତିତପାବନ ବାବୁ ଜଣେ ଦୃଢ଼…
Read More...

ଏମ୍‌ସରେ ପ୍ରତ୍ୟେକ ସୋମବାର କାର୍ଯ୍ୟ କରୁଛି ସ୍ବତନ୍ତ୍ର ମୁଣ୍ଡ ଏବଂ ଗଳା କର୍କଟ କ୍ଲିନିକ୍

ଭୁବନେଶ୍ୱର, : ବର୍ଷକୁ ବର୍ଷ ମୁଣ୍ଡ ଏବଂ ଗଳା କର୍କଟ ରୋଗୀଙ୍କ ସଂଖ୍ୟା ଉଲ୍ଲେଖନୀୟ ଭାବେ ବୃଦ୍ଧି ଘଟୁଛି। ଯାହାକି ନିହାତି ଚିନ୍ତାଜନକ। ଏମ୍‌ସ ଭୁବନେଶ୍ୱର ଇଏନ୍‌ଟି ଏବଂ ରେଡିଓଥେରାପି ବିଭାଗକୁ କେବଳ ବାର୍ଷିକ ୧୦ ହଜାରରୁ ଅଧିକ ରୋଗୀ ଚିକିତ୍ସା ନିମନ୍ତେ ଆସୁଛନ୍ତି। ଏଥିମଧ୍ୟରୁ ସାଢ଼େ…
Read More...

ରତ୍ନଭଣ୍ଡାର ଭିତରୁ ମିଳିବ କି ଗୁପ୍ତ ଭଣ୍ଡାର ସନ୍ଧାନ

ପୁରୀ: ସୋମବାର ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ବତନ୍ତ୍ର ତଦାରଖ କମିଟି ବୈଠକ ବସିଛି । ରତ୍ନଭଣ୍ଡାର ଯାଞ୍ଚ ଓ ମରାମତି ନେଇ ଏଏସ୍‌ଆଇ ସହ ବସିଥିବା  ଏହି ବୈଠକରେ ରତ୍ନଭଣ୍ଡାର ସ୍ଥିତି ଓ ସ୍ଥାୟିତ୍ୱ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବା ସହ ପୁଣି ଭିତର ରତ୍ନଭଣ୍ଡାର ଖୋଲାଯାଇ ଯାଞ୍ଚ କରାଯିବ…
Read More...

ସ୍ପ୍ରେ କରି ଲୁଟି ନେଲେ ବାଇକ୍

ଭୁବନେଶ୍ୱର: ଭୁବନେଶ୍ୱରରେ ନିଶାଦିଆ ଲୁଟେରାଙ୍କ ଉତ୍ପାତ ବଢ଼ି ବଢ଼ି ଚାଲିଛି। ବସ, ଟ୍ରେନ ଓ ଅଟୋରେ ବିଭିନ୍ନ କୌଶଳ ଅବଲମ୍ବନ କରି ଯାତ୍ରୀମାନଙ୍କୁ ଲୁଟ୍ ପାଟ କରି ସର୍ବସ୍ବ ଲୁଟି ନେଉଥିଲେ। ଲୋକମାନେ ସଚେତନ ହେବାରୁ ଲୁଟେରାଙ୍କ କୌଶଳ ବଦଳି ଯାଇଛି। ଏବେ ବସଷ୍ଟାଣ୍ଡ ଓ ରେଲୱେ ଷ୍ଟେସନ ଛାଡ଼ି…
Read More...

ବଜେଟକୁ ନବୀନଙ୍କ କଟାକ୍ଷ

ଭୁବନେଶ୍ୱର: ବଜେଟ ଆଲୋଚନାରେ ଭାଗ ନେଇ ସୋମବାର ଦିନ ରାଜ୍ଯ ସରକାରଙ୍କୁ କଟାକ୍ଷ କରିଛନ୍ତି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ ବିଜେଡି ଶାସନ ସମୟରେ କାର୍ଯ୍ୟକାରୀ ହୋଇଥିବା ୮୦% ଯୋଜନାକୁ ଆପଣାଇଛନ୍ତି ବିଜେପି ସରକାର। ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରାଜ୍ୟ…
Read More...