ଜୟଦେବ ବିହାରରେ ଓଲଟିଲା ବସ୍
ଭୁବନେଶ୍ୱର,୮ା୪(ବ୍ୟୁରୋ): ଜୟଦେବ ବିହାର ଓଭର ବ୍ରିଜ୍ ତଳେ ଶୁକ୍ରବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଡିଭାଇଡରରେ ପିଟି ହୋଇ ବସ୍ଟି ଓଲଟି ପଡ଼ିଛି। ଫଳରେ ଏଥିରେ ଥିବା କିଛି ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।…
Read More...
Read More...