banner
Breaking
Yearly Archives

2022

ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ବାରା ଭାରତର ପ୍ରଥମ ସ୍କିଲ୍ ଇଣ୍ଡିଆ ଇଂଟରନ୍ୟାଶନାଲ କେନ୍ଦ୍ର ଭୁବନେଶ୍ୱରରେ ଉଦଘାଟିତ

ଭୁବନେଶ୍ୱର : ଭାରତକୁ ଦକ୍ଷତାର ରାଜଧାନୀରେ ପରିଣତ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୁ ସୂଚାଇ, ଭାରତର ପ୍ରଥମ ସ୍କିଲ ଇଣ୍ଡିଆ ଇଂଟରନ୍ୟାଶନାଲ କେନ୍ଦ୍ର ଭୁବନେଶ୍ୱର ଏସଡିଆଇରେ ଉଦଘାଟିତ ହୋଇଛି । ଏହାକୁ ଦକ୍ଷତା ବିକାଶ ଓ ଉଦ୍ୟୋଗ ତଥା ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ…
Read More...

ଅଖଣ୍ଡ ଭାଇଚାରାରେ ପାଳିତ ହେଉଛି ବାସନ୍ତୀକ ଦୁର୍ଗାପୂଜା

ଯାଜପୁର,୧୦/୪ ମା ବାସନ୍ତୀକ ସା°ସ୍କୃତିକ ପରିଷଦ ପକ୍ଷରୁ ରାଉତସାହି ଗ୍ରାମରେ ବାସନ୍ତୀକ ଦୁର୍ଗାପୂଜା ମହାସମାରୋହରେ ପାଳିତ ହେଉଛି। ଆଜି ମା ଙ୍କର ମହାନବମୀ ପୂଜା। ଗୁରୁବାର ଦିନ ଷଷ୍ଠି ଥିବାରୁ ମା ଙ୍କର ବେଲ୍ବ ବରଣ ପୂଜା ଅନୁଷ୍ଠିତ ହୋଇଥିଲା। ଶୁକ୍ରବାର ସପ୍ତମୀ ଦିନ ସକାଳୁ ଗାଁର ସମସ୍ତ…
Read More...

୪ ରାଜ୍ୟରେ ସାମାନ୍ୟ ବଢୁଛି କରୋନା

ନୂଆଦିଲ୍ଲୀ,୧୦ ।୪: କରୋନା ସଂକ୍ରମଣ ପୁଣିଥରେ ଦେଶରେ ମୁଣ୍ଡ ଟେକିଲାଣି । ଦେଶର କିଛି ରାଜ୍ୟରେ ସଂକ୍ରମିତଙ୍କ ସଖ୍ୟା ବଢୁଥିବାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ମିଡିଆ ରିପୋର୍ଟ ଅନୁଯାୟୀ, ଦିଲ୍ଲୀ, ହରିୟାଣା ଓ ଗୁଜରାଟରେ ଗତ ଏକ ସପ୍ତାହ ମଧ୍ୟରେ ପ୍ରତିଦିନ…
Read More...

ନିଲାମ ହେଲା ମରୀଚ କୁଣ୍ଡ ପାଣି

ଭୁବନେଶ୍ୱର,୯।୪(ବ୍ୟୁରୋ) : ରୁକୁଣା ରଥ ପ୍ରତିଷ୍ଠା ପାଇଁ ମୁକ୍ତେଶ୍ୱର ମନ୍ଦିର ପରିସରରେ ଥିବା ମରୀଚି କୁଣ୍ଡରୁ ପାଣି ଆସିଥିଲା। ଶୁକ୍ରବାର ବିଳମ୍ବିତ ରାତିରେ ଏହି ପାଣି ନିଲାମ କରାଯାଇଛି। ବଡୁ ନିଯୋଗ ପକ୍ଷରୁ କରାଯାଇଥିବା ଏହି ନିଲାମର ପ୍ରଥମ ଗରା ପାଣିକୁ ଭୁବନେଶ୍ୱର ୟୁନିଟ-୫…
Read More...

ସାଲିଆ ସାହିରୁ ଜବତ ହେଲା କୋଟି କୋଟି ଟଙ୍କା

ଭୁବନେଶ୍ବର,୯।୪(ବ୍ୟୁରୋ): ଗଞ୍ଜାମ ଜିଲା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳଙ୍କ ଘରେ ଭିଜିଲାନ୍ସ ଚଢାଉ ପରେ ତାଙ୍କ ନିକଟରୁ ବିପୁଳ ପରିମାଣରେ ଆୟ ବର୍ହିଭୂତ ସମ୍ପତ୍ତି ଠାବ ହେବାରେ ଲାଗିଛି। ଶନିବାର ସାଲିଆସାହି ସ୍ଥିତ ଘରୁ ନଗଦ ୧ କୋଟି ୪୧ ଲକ୍ଷ ୬୨ ହଜାର…
Read More...

ବିଜେପି କୃଷକ ମୋର୍ଚ୍ଚା ପ୍ରଭାରୀଙ୍କ ନାମ ଘୋଷଣା

ଭୁବନେଶ୍ୱର,୯ା୪ (ବ୍ୟୁରୋ): ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ କୃଷକ ମୋର୍ଚ୍ଚା ଜିଲା ପ୍ରଭାରୀଙ୍କ ନାମ ଘୋଷଣା କରାଯାଇଛି। ଏନେଇ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ସୂନା ପ୍ରଦାନ କରିଛନ୍ତି। ଅନୁଗୋଳ ଜିଲା ପାଇଁ ରାମଚନ୍ଦ୍ର ପାତ୍ର, ବାଲେଶ୍ୱର ଜିଲା…
Read More...

କାର୍ଡଲେସ୍ ଟଙ୍କା ଉଠାଣକୁ ଗୁରୁତ୍ୱ

ନୂଆଦିଲ୍ଲୀ, ୯ା୪: ବଜାରର ଆଶା ଅନୁଯାୟୀ ଆର୍‌ବିଆଇର ମନିଟାରିଂ ପଲିସି କମିଟି (ଏମ୍‌ପିସି) ପକ୍ଷରୁ ଘୋଷଣା କରାଯାଇଥିବା ରେପୋ ରେଟ୍‌ ଅପରିବର୍ତ୍ତିତ ରହିଛି। ଏହି ନିର୍ଣ୍ଣୟ ସମୟୋପଯୋଗୀ ଏବଂ ବର୍ତ୍ତମାନର ମୁଦ୍ରାସ୍ଫୀତି ଆକଳନ ଓ ଅଭିବୃଦ୍ଧି ଏବଂ ବିକାଶ ସମ୍ଭାବନାରେ ହ୍ରାସ ସ୍ଥିତି ରହିଛି।…
Read More...

ସାମ୍ବାଦିକଙ୍କୁ ବେଡି ଘଟଣାରେ ପୋଲିସକୁ ଚେତାବନୀ

ଭୁବନେଶ୍ୱର,୮।୪(ବ୍ୟୁରୋ): ବାଲେଶ୍ୱର ଜିଲା ନୀଳଗିରିରେ ଜଣେ ସାମ୍ବାଦିକଙ୍କୁ ହସ୍ପିଟାଲରେ ବେଡ଼ି ପକାଇବା ଘଟଣାରେ ରାଜ୍ୟ ମାନବାଧିକାର କମିଶନ ରିପୋର୍ଟ ତଲବ କରିଛନ୍ତି । ୧୫ ଦିନ ଭିତରେ ରିପୋର୍ଟ ଦେବା ଲାଗି ପୂର୍ବାଞ୍ଚଳ ଆଇଜିଙ୍କୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାକୁ ବିଭିନ୍ନ ମହଲରୁ…
Read More...

ଏପ୍ରିଲ ୧୦ରୁ ୧୮ ବର୍ଷର ପିଲାଙ୍କୁ ଦିଆଯିବ ବୁଷ୍ଟର ଡୋଜ୍

ନୂଆଦିଲ୍ଲୀ,୮।୪: କେନ୍ଦ୍ର ସରକାର ଆଉ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏଣିକି ଦେଶର ୧୮ ବର୍ଷରୁ ଉର୍ଦ୍ଧ୍ୱ ନାଗରିକଙ୍କୁ କରୋନାର ବୁଷ୍ଟର ଡୋଜ୍‌ ଦିଆଯିବ। ଏ ନେଇ ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ଏପ୍ରିଲ ୧୦ ତାରିଖରୁ ଘରୋଇ ସ୍ବାସ୍ଥ୍ୟ କେନ୍ଦ୍ରରେ…
Read More...

ଏମ୍ସ ଭୁବନେଶ୍ୱରର ଛାତ୍ରଛାତ୍ରୀଙ୍କୁ ସମ୍ମାନଜନକ ଆଇସିଏମଆର ସ୍ନାତକୋତ୍ତର ଗବେଷଣା ବୃତ୍ତି

ଭୁବନେଶ୍ୱର, ୮/୪(ବ୍ୟୁରୋ): ଏମ୍ସ ଭୁବନେଶ୍ୱରର ୯ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ମାନଜନକ ଆଇସିଏମଆର ସ୍ନାତକୋତ୍ତର ଥେସିସ ବୃତ୍ତି ପ୍ରଦାନ କରାଯାଇଛି। ଜାନୁଆରୀ ୨୦୨୨ ଅଧିବେଶନ ପାଇଁ ସର୍ବଭାରତୀୟ ସ୍ତରରେ ପ୍ରାୟ ୫୦ ଜଣ ମେଡିକାଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏମ୍ସ ଭୁବନେଶ୍ୱରର ୯ ଛାତ୍ରଛାତ୍ରୀ…
Read More...