banner
Breaking
Yearly Archives

2022

ପିଭିଆର ସିନେମା ପକ୍ଷରୁ ଓଡିଶାରେ ପ୍ରଥମ ମଲ୍ଟିପ୍ଲେକ୍ସର ଶୁଭାରମ୍ଭ

ରାଉରକେଲା,୧୯/୪(ବ୍ୟୁରୋ): ଭାରତର ସର୍ବବୃହତ ତଥା ଅତ୍ୟନ୍ତ ପ୍ରିମିୟମ ଚଳଚ୍ଚିତ୍ର ପ୍ରଦର୍ଶନୀ କମ୍ପାନୀ, ପିଭିଆର ସିନେମା ପକ୍ଷରୁ ଓଡିଶାର ରାଉରକେଲାଠାରେ ଏହାର ପ୍ରଥମ ମଲ୍ଟିପ୍ଲେକ୍ସର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି । ଫୋରମ ଗ୍ୟାଲେରିଆ ମଲ୍ ଠାରେ ନୂତନ ଭାବେ ଶୁଭାରମ୍ଭ ହୋଇଥିବା…
Read More...

ରାଜ୍ୟରୁ ମାସ୍କ ପିନ୍ଧିବା କଟକଣା ହଟିନାହିଁ

ଭୁବନେଶ୍ୱର,୧୯।୪(ବ୍ୟୁରୋ) : କୋଭିଡ୍‌ ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, ମାସ୍କ ପିନ୍ଧିବା କଟକଣା ରାଜ୍ୟରୁ ହଟି ନାହିଁ। ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ କୁହାଯାଇଛି, ଭିଡ଼ ସ୍ଥାନକୁ ଗଲେ ମାସ୍କ ଜରୁରୀ ବୋଲି ସେ…
Read More...

ପୁଣି ଖାକିରେ ଦାଗ, ୩ ହାବିଲଦାର ନିଳମ୍ବିତ

ଭୁବନେଶ୍ୱର,୧୯।୪(ବ୍ୟୁରୋ): ଓଭର ବିଲିଂ ଅଭିଯୋଗରେ ୩ କନଷ୍ଟେବଳଙ୍କୁ ନିଲମ୍ବନ କରାଯାଇଛି। ନିଲମ୍ବିତ ୩ କନଷ୍ଟେବଳ ହେଲେ ସୀମାଞ୍ଚଳ ସେଠୀ, ଅଜିତ ଧଳ ଓ ରଞ୍ଜିତ ସ୍ବାଇଁ । ପଞ୍ଚାୟତ ନିର୍ବାଚନ ସମୟରେ ଡିଜେଲ ଓଭର ବିଲିଂ ଅଭିଯୋଗରେ ସମ୍ବଲପୁର ଏସ୍‌ପି ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।…
Read More...

ପରିବାର କୋର୍ଟରେ ତପସ୍ବିନୀ ଓ ସୁମିତଙ୍କ ମାମଲା

ଭୁବନେଶ୍ୱର,୧୯।୪(ବ୍ୟୁରୋ): ବହୁଚର୍ଚ୍ଚିତ ତପସ୍ବିନୀ ଦାଶ ଓ ଡାକ୍ତର ସୁମିତ ସାହୁଙ୍କ ବିବାଦ ସମାଧାନ ହୋଇନାହିଁ । କୋର୍ଟ ନିର୍ଦ୍ଦେଶ ପ୍ରକାରେ ତପସ୍ବିନୀଙ୍କୁ ସୁମିତ ମାସିକ ୧୦ ହଜାର ଟଙ୍କା ଭରଣ ପୋଷଣ ଦେଉଛନ୍ତି । ଜିଲା କୋର୍ଟ ନିର୍ଦ୍ଦେଶ ପ୍ରକାରେ ଫେବୃୟାରୀ ମାସରେ ପ୍ରଥମେ ୧୭ ହଜାର…
Read More...

୨୧ରୁ ବଢିବ ଓମ୍ପଫେଡ କ୍ଷୀର ଦର

ଭୁବନେଶ୍ୱର,୧୯।୪(ବ୍ୟୁରୋ): ରାଜ୍ୟରେ ଓମ୍‌ଫେଡ କ୍ଷୀର ଦର ବୃଦ୍ଧି ପାଇବ । ଲିଟର ପିଛା ୨ ଟଙ୍କା ବୃଦ୍ଧି ପାଇବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। ଚାଷୀଙ୍କ ଦାବି ଓ ଦୁଗ୍ଧ ଉତ୍ପାଦନ ଖର୍ଚ୍ଚ ବୃଦ୍ଧିକୁ ଦୃଷ୍ଟିରେ ରଖି ସଂସ୍ଥା ପକ୍ଷରୁ ଦାମ ବଢାଯାଇଛି । ଓମ୍‌ଫେଡ ଗୋଲ୍ଡ ଓ ପ୍ରିମିୟମ…
Read More...

ନିଆରା ଢଙ୍ଗରେ ପାଳିଲେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ

ଭୁବନେଶ୍ୱର ; ଉତ୍ତର ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ବିଏମସି ୧୨ ନମ୍ବର ଓାର୍ଡର କାଳି ମନ୍ଦିର ଠାରେ ନିଆରା ଢଙ୍ଗରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଭୁବନେଶ୍ୱର ଜିଲ୍ଲା ସମ୍ପାଦକ ପ୍ରଶନ୍ନ କୁମାର ସାହୁଙ୍କ ଦ୍ବାରା ଆୟୋଜିତ ଏବଂ ନବ ନିର୍ବାଚିତ…
Read More...

ଓମ୍ରାର ୩୫ ତମ ବାର୍ଷିକ ଉତ୍ସବ

ଓମ୍ରାର ୩୫ତମ ବାର୍ଷିକ ଉବ ଭୁବନେଶ୍ୱର : ଓଡିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓଡିଶା ଭେଷଜ ଗବେଷଣା ଓ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନର ୩୫ ତମ ବାର୍ଷିକ ଉତ୍ସବ, ଭାରତୀୟ ଚିକିକ ସଂଘ ଓଡିଶା ଶାଖାର ସଭାକକ୍ଷରେ ଅୁନଷ୍ଠିତ ହୋଇଯାଇଛି । ଓମ୍ରାର ସଭାପତି ଡଃ ଚିତ୍ତରଞ୍ଜନ ମିଶ୍ରଙ୍କର…
Read More...

ଶ୍ରୀରାମଜୀ ଟ୍ରଷ୍ଟ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ଭୁବନେଶ୍ବର : ପବିତ୍ର ଶ୍ରୀରାମ ନବମୀ ଅବସରରେ ଶ୍ରୀରାମଜୀ ଟ୍ରଷ୍ଟ ପକ୍ଷରୁ ନେତ୍ରମ୍ ଚକ୍ଷୁ ଚିକିତ୍ସାଳୟ ସହଯୋଗରେ ନୀଳାଦ୍ରି ବିହାର ସ୍ଥିତ ଚନ୍ଦ୍ରାଲୋକ ମାର୍କେଟ ଠାରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଟ୍ରଷ୍ଟର ସଭାପତି ଆଶିଷ କୁମାର ପାତ୍ର(ଜଗୁ) ଙ୍କ…
Read More...

ନୀଳାଦ୍ରି ବିହାରରେ ମହାବୀର ଜୟନ୍ତୀ ପାଳିତ

ଭୁବନେଶ୍ବର : ମହାବିଷୁଭ ସ°କ୍ରାନ୍ତି ଅବସରରେ ନୀଳାଦ୍ରି ବିହାର ସ୍ଥିତ ସେକ୍ଟର ୨ ହନୁମାନ ମନ୍ଦିରରେ ମହାବୀର ଜୟନ୍ତୀ ସମ୍ପୁର୍ଣ୍ଣ ଆଧ୍ୟାତ୍ମିକ ପରିବେଶରେ ପାଳିତ ହୋଇଯାଇଛି। ଆସନ୍ତା କାଲି ସନ୍ଧ୍ୟାରେ ଯଥାବିଧି ରୀତିନୀତି ଅନୁସାରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଆଜି ସକାଳୁ…
Read More...

ସ୍ବଚ୍ଛ ଓ ସୁନ୍ଦର ରାଜଧାନୀ ପାଇଁ ସମସ୍ତଙ୍କ ଉଦ୍ୟମ ଜାରି ରହୁ : ପୁରନ୍ଦର ନନ୍ଦ

ଭୁବନେଶ୍ୱର : ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ଉତ୍ତର ଜୋନ୍ ବିଏମ୍‌ସି ପକ୍ଷରୁ ୧୨ନଂ ୱାର୍ଡର କମୁନିଟି ସେଣ୍ଟରଠାରେ ରାଜଧାନୀ ପ୍ରତିଷ୍ଠା ଦିବସ ଉତ୍ସବ ମହା ସମାରୋହରେ ପାଳିତ ହୋଇ ଯାଇଛି । ୱାର୍ଡ ଅଧିକାରୀ ରବିନାରାୟଣ ମିଶ୍ରଙ୍କ ସବାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ…
Read More...