banner
Breaking
Yearly Archives

2022

ଆସନ୍ତା କାଲି ଏହିସବୁ ଜିଲ୍ଲାରେ ଝଡବର୍ଷା

ଭୁବନେଶ୍ୱର,୨୧।୪(ବ୍ୟୁରୋ): ଉତ୍ତରପୂର୍ବ ମଧ୍ୟବର୍ତ୍ତୀ ଓ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟର କିଛି ଜିଲାରେ ମଧ୍ୟମ ଧରଣର ଝଡବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ୧୨ଟି ଜିଲାରେ ଘଡଘଡି…
Read More...

ସମୟ ସହ ନିଜ କାର୍ଯ୍ୟ ଧାରାରେ ପରିବର୍ତ୍ତନ ଆବଶ୍ୟକ : ପ୍ରଧାନମନ୍ତ୍ରୀ

ଅହମଦାବାଦ, ୨୧।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର  ନୂଆଦିଲ୍ଲୀର ବିଜ୍ଞାନ ଭବନରେ ସିଭିଲ୍‌ ସର୍ଭିସ୍‌ ଡେ ଅବସରରେ ସାଧାରଣ ପ୍ରଶାସନ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ଅଧିକାରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଦ୍ରୁତ ପରିବର୍ତ୍ତନଶୀଳ ଦୁନିଆରେ ସମୟ ସହ ନିଜର…
Read More...

କଟକ ଚଣ୍ଡୀ ମନ୍ଦିର ପରିଦର୍ଶନ କଲେ ୫ଟି ସଚିବ

କଟକ,୨୧।୪: କଟକରେ ୫-ଟି ସଚିବ ଭି.କେ ପାଣ୍ଡିଆନ। ଗୁରୁବାର ସେ କଟକ ଚଣ୍ଡୀ ମନ୍ଦିରରେ ମା’ଙ୍କୁ ଦର୍ଶନ କରିବା ସହ ମନ୍ଦିରର ଉନ୍ନୟନମୂଳକ କାମ ନେଇ ଅନୁଧ୍ୟାନ କରିଛନ୍ତି। ସେ ମନ୍ଦିରର ସମସ୍ତ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ମନ୍ଦିରର ସ୍ଥିତିବାନ ଅଞ୍ଚଳ ବୁଲି ଦେଖିଛନ୍ତି । ତେବେ…
Read More...

ରାଜ୍ୟସଭା ସା°ସଦ ପଦରୁ ଇସ୍ତଫା ଦେଲେ ସୁବାସ ସି°

ଭୁବନେଶ୍ୱର,୨୧।୪(ବ୍ୟୁରୋ): ରାଜ୍ୟ ସଭା ଏମ୍‌ପି ପଦରୁ ଇସ୍ତଫା ଦେଇଛନ୍ତି ସୁବାସ ସିଂ । କଟକ ମେୟର ହେବା ପରେ ସେ ଏମ୍‌ପି ପଦରୁ ଇସ୍ତଫା ଦେଇଛନ୍ତି। ଏନେଇ ଗୁରୁବାର ସେ ଏକ ସାମ୍ବାଦିକ ସମ୍ମିଳନୀ କରି ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି। କଟକ ମହାନଗର ନିଗମ ନିର୍ବାଚନରେ ମାର୍ଚ୍ଚ ୨୬ରେ…
Read More...

ନୀଳାଦ୍ରି ବିହାର ପୋଲ ତୁରନ୍ତ କରାଯିବା ପାଇଁ ସମୃଦ୍ଧ ଓଡ଼ିଶାର ଧାରଣା

ଭୁବନେଶ୍ବର,୨୧/୪(ବ୍ୟୁରୋ): ଭାରତ ପେଟ୍ରୋଲିୟମ ଛକରୁ ନୀଳାଦ୍ରି ବିହାର ଏଟିଏମ୍ ଛକକୁ ସଂଯୁକ୍ତ କରୁଥିବା ପୁରୁଣା ସେତୁକୁ ଭାଙ୍ଗି ଦିଆ ଯାଇ ରାସ୍ତା ଅବରୋଧ କରିବା ଏବଂ ସେତୁ ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ କରାଯାଉଥିବା ପ୍ରତିଵାଦରେ‌ ସମୃଦ ଓଡିଶା ନେତୃତ୍ବରେ , ସ୍ଥାନୀୟ ବାସିନ୍ଦା…
Read More...

ସେବା ମନବୃର୍ତ୍ତି ନେଇ କାମ କଲେ ଆଲ୍ଲା, ଯୀଶୁ, ଜଗନ୍ନାଥ ଖୁସି ହୁଅନ୍ତି

ଭୁବନେଶ୍ୱର,୨୧/୪(ବ୍ୟୁରୋ) : ପବିତ୍ର ରମ୍‌ଜାନ୍ ମାସରେ କଳିଙ୍ଗ ଟ୍ରଷ୍ଟ ଆନୁକୂଲ୍ୟରେ ଚନ୍ଦ୍ରଶେଖରପୁର ନିଳାଦ୍ରୀ ବିହାର ସ୍ଥିତ ଗ୍ରାଣ୍ଡଲୁମ୍ବିନୀ କନଭେସନ୍ ପରିସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଆଇନ୍‌ଜୀବି ମାନଙ୍କର ଇଫତାର ପାର୍ଟି ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟର ଅଧ୍ୟକ୍ଷ ଡ.…
Read More...

ଆଜିଠାରୁ ସ୍କୁଲ ବସ୍ ଚେକି°

ଭୁବନେଶ୍ୱର,୨୦।୪(ବ୍ୟୁରୋ): ସ୍କୁଲ ପିଲାଙ୍କୁ ନେଉଥିବା ବସ୍‌ ଏବଂ ଅନ୍ୟାନ୍ୟ ଭେଇକିଲ ଚେକିଂ ବୁଧବାରଠୁ ଜୋରଦାର କରାଯିବ। ଆଜିଠୁ ୨୭ ଯାଏ ଯାଞ୍ଚ କରାଯାଇ ୨୮ ତାରିଖ ସୁଦ୍ଧା ରିପୋର୍ଟ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ପିଲାଙ୍କୁ ନେଇ ଯାଉଥିବା ଗାଡ଼ିର ଫିଟେନସ, ପରମିଟ, ଇନସୁରାନ୍ସ,…
Read More...

ରାଜ୍ୟରେ ବଢୁଛି ଦୈନିକ ସ°କ୍ରମଣ

ନୂଆଦିଲ୍ଲୀ,୨୦।୪: ରାଜଧାନୀରେ ଦୈନିକ ସଂକ୍ରମଣ ବଢିଚାଲିଛି। ଏହାକୁ ଦୃଷ୍ଟିରେ ରଖି ବୁଧବାର ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଡିଡିଏମ୍‌ଏ) ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହେବ। ତେବେ ବୈଠକରେ ବଢୁଥିବା ସଂକ୍ରମଣ ଉପରେ ଆଲୋଚନା ହେବା ସହ ମାସ୍କ ଲଗାଇବା ବାଧ୍ୟତାମୂଳକ ଓ ସ୍କୁଲ ଉପରେ…
Read More...

ତତାଇ ଲାଣି ତାତି

ଭୁବନେଶ୍ୱର,୨୦।୪(ବ୍ୟୁରୋ):  ରାଜ୍ୟରେ ବେଳକୁ ବେଳ ତାତିର ପ୍ରକୋପ ବଢିବାରେ ଚାଲିଛି । ଅସହ୍ୟ ଗରମ ସାଙ୍ଗକୁ ଟାଣ ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ପ୍ରତିଦିନ ତାତି ନୂଆ ନୂଆ ରେକର୍ଡ ଭାଙ୍ଗୁଛି । ଆସନ୍ତା ଦୁଇ ତିନି ଦିନ ଯାଏ ରାଜ୍ୟର ତାପମାତ୍ରା ଆହୁରି ବଢିବ ବୋଲି ଭୁବନେଶ୍ୱର ଆଞ୍ଚଳିକ…
Read More...

ଡ୍ରାଇଭର ଆନ୍ଦୋଳନକୁ ନେଇ ଏବେ ଖାଲି ଚୁତୁ ମେମେ

ଭୁବନେଶ୍ୱର,୨୦।୪(ବ୍ୟୁରୋ): ରାଜ୍ୟ ପୋଲିସର ଦବଙ୍ଗ ଗିରିକୁ କଡା ଜବାବ ଦେଲେ ଡ୍ରାଇଭର। ମହାତ୍ମାଗାନ୍ଧି ମାର୍ଗରେ ପୋଲିସର ବର୍ବରତା ଉପରେ ଅନେକ ଦୁଷ୍ଟାନ୍ତ ରହିଛି। କ"ଗ୍ରେସ କର୍ମୀ, ଶିକ୍ଷକଙ୍କ ଠରୁ ଆରମ୍ଭ କରି ଯୁବ, ଛାତ୍ର ପର୍ଯ୍ୟନ୍ତ କାହାକୁ ଛାଡିନି ପୋଲିସ ରାସ୍ତାରେ ଗୋଡେଇ ଗୋଡେଇ…
Read More...