banner
Breaking
Monthly Archives

November 2022

ଧାମନଗର ନିର୍ବାଚନରେ ୬୬.୬୩ ପ୍ରତିଶତ ମତଦାନ

ଭଦ୍ରକ : ଧାମନଗର ଉପନିର୍ବାଚନ ପାଇଁ ସରିଲା ମତଦାନ ପ୍ରକ୍ରିୟା। ଇଭିଏମରେ ସିଲ୍‌ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ମୋଟ ୬୬.୬୩ ପ୍ରତିଶତ ମତଦାନ ହୋଇଛି। ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏ ମତଦାନ ଚାଲିଥିଲା। ୨୫୨ ପୋଲିଂ ପାର୍ଟି, ୧ ହଜାର ୮ ଜଣ ପୋଲିଂ କର୍ମଚାରୀଙ୍କ…
Read More...

ଛାତିରେ ପଶିଯାଇଥିଲା ବାଉଁଶ: ନୂଆ ଜୀବନ ଦେଲେ କିମ୍‌ସ ଡାକ୍ତର

ଭୁବନେଶ୍ୱର : ଦୁର୍ଘଟଣାର ସମ୍ମୁଖୀନ ହୋଇ ଛାତିରେ ବାଉଁଶ ପଶି ଯାଇଥିଲା । ଜୀବନ ସହ ସଂଘର୍ଷ କରୁଥିବା ସମୟରେ କିମ୍‍ସ ଡାକ୍ତର ଦେଲେ ନୂଆ ଜୀବନ। ପୁରୀ ଜିଲ୍ଲା ଚନ୍ଦନପୁର ବ୍ଲକ୍‍ ତଳଜଙ୍ଗ ଅଞ୍ଚଳର ୪୦ ବର୍ଷୀୟ ତପନ ପରିଡ଼ା ନିଜ ଜମି ନିକଟସ୍ଥ ସାଇଫନରେ ପାଣି ଦେଖୁଥିବା ବେଳେ ବାଡ଼…
Read More...

ବଜାରରେ ମାରୁତି ସୁଜୁକିର ନୂଆ ଗ୍ରାଣ୍ଡ୍ ଭିଟାରା

ଭୁବନେଶ୍ୱର : ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ଼୍ ପକ୍ଷରୁ ବଜାରକୁ ନୂଆ ଗ୍ରାଣ୍ଡ୍ ଭିଟାରା ର ପ୍ରବେଶ ହୋଇଛି । ଭୁବନେଶ୍ୱର ଗଜପତି ନଗର ସ୍ଥିତ ତୁସି ମୋଟର୍ସ ନେକ୍ସା ସୋରୁମ୍ ପରିସରରେ ବଲିଉଡ଼୍ ନୀଲମ୍ କୋଠାରୀ ଉପସ୍ଥିତ ରହି ଯାନଟିକୁ ବଜାର ପ୍ରବେଶ କରାଇଥିଲେ । ଏହି ଅବସରରେ ସେ…
Read More...

ଡିସେମ୍ବର ୧ ରୁ ଗୁଜରାଟର ନିର୍ବାଚନ

ନୂଆଦିଲ୍ଲୀ,୩।୧୧ : ଗୁଜୁରାଟରେ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ତାରିଖ ଘୋଷଣା ନିର୍ବାଚନ କମିଶନଙ୍କ ପକ୍ଷରୁ କରାଯାଇଛି। ଗୁଜୁରାଟରେ ୧୮୨ ବିଧାନସଭା ଆସନ ପାଇଁ ନିର୍ବାଚନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଡିସେମ୍ବର ୧ ରେ ୮୯ ଟି ବିଧାନସଭା ଆସନ ଏବଂ ଡିସେମ୍ବର ୫ ରେ ୯୩ ଟି ଆସନ…
Read More...

୨୪ ରୁ ବିଧାନସଭା ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର : ନଭେମ୍ବର ୨୪ରୁ ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ଏହା ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ। ଚଳିତ ଶୀତକାଳୀନ ଅଧିବେଶନରେ ମୋଟ୍‌ ୩୩ଟି କାର୍ଯ୍ୟ ଦିବସ ରହିବ। ଏହି ଅଧିବେଶନର ପ୍ରଥମ ଦିନ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଅତିରିକ୍ତ ବଜେଟ୍‌ ଆଗତ କରିବେ। ଏଥିପାଇଁ…
Read More...

ଆଜି ଧାମନଗର ନିର୍ବାଚନ, ଚାଲିଛି ମତଦାନ

ଧାମନଗର,୨।୧୧ : ଭଦ୍ରକ ଜିଲା ଧାମନଗର ବିଧାନସଭା ଉପନିର୍ବାଚନ ପାଇଁ ମତଦାନ ଗୁରୁବାର ସକାଳ ୭ଟାରୁ ଆରମ୍ଭ ହୋଇଛି। କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ମତଦାତାମାନେ ଧାଡ଼ିରେ ଆସି ପରିଚୟପତ୍ର ଦେଖାଇ ଭୋଟ ଦେଉଛନ୍ତି। ପ୍ରକାଶ ଯେ,…
Read More...

ୟୁବେଏୟୁ ଆଡଭାନ୍ସଡ ଆଷ୍ଟେଟିକ୍ସ ସହ ସୁମନ ଜାଲାଫଙ୍କ ସହବନ୍ଧିତ

ଭୁବନେଶ୍ବର: ଓଡିଶାର ସବୁଠାରୁ ପ୍ରିମିୟମ୍ ଆଷ୍ଟେଟିକ୍ସ କ୍ଲିନିକ୍ ୟୁବେଏୟୁ ପ୍ରଥମ ଥର ପାଇଁ ଲଣ୍ଡନର ପ୍ରସିଦ୍ଧ ବ୍ରୋ ଏକ୍ସପର୍ଟ ସୁମନ ଜାଲଫଙ୍କୁ ଭୁବନେଶ୍ୱରକୁ ଆମନ୍ତ୍ରିତ କରିଛି। ଏହି ଅବସରରେ ସହବନ୍ଧିତ କରିବାକୁ ଘୋଷଣା କରିଛି ୟୁବେଏୟୁ। ଏହି ସମୟରେ ୟୁବେଏୟୁର ପ୍ରତିଷ୍ଠାତା…
Read More...

ଏମ୍ସ ଭୁବନେଶ୍ୱରରେ ସ୍ୱଚ୍ଛତା ସ୍ୱତନ୍ତ୍ର ଅଭିଯାନ ୨.୦ ମାସ ଉଦଯାପିତ

ଭୁବନେଶ୍ୱର : ଏମ୍ସ ଭୁବନେଶ୍ୱରକୁ ସଫା ରଖିବା ସମସ୍ତଙ୍କ ଦାୟିତ୍ଵ। ଏହି ଜାତୀୟ ସ୍ବାସ୍ଥ୍ୟସେବା ପ୍ରତିଷ୍ଠାନକୁ ଚିକିତ୍ସା ନିମନ୍ତେ ଆସୁଥିବା ହଜାର ହଜାର ରୋଗୀଙ୍କ ପାଇଁ ଏକ ସ୍ୱଚ୍ଛ, ଡାକ୍ତରଖାନା ଯୋଗାଇବାଦେବା ନିମନ୍ତେ ଏହି ଅନୁଷ୍ଠାନର ସମସ୍ତ ହିତାଧିକାରୀ ପ୍ରତିଶ୍ରୁତିବଦ୍ଧ ହେବା ଉଚିତ…
Read More...