banner
Breaking
Monthly Archives

January 2022

୨୫ ରେ ରିଲିଜ ହେବ ଲାଇଗର

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ‘ଲାଇଗର’ ଆସନ୍ତା ଅଗଷ୍ଟ ୨୫ରେ ପ୍ରେକ୍ଷାଳୟରେ ରିଲିଜ୍‌ ହେବାକୁ ଯାଉଛି। ଏଥିରେ ସାଉଥ୍‌ ଅଭିନେତା ବିଜୟ ଦେବରାକୋଣ୍ଡା-ଅନନ୍ୟା ପାଣ୍ଡେଙ୍କୁ ଦର୍ଶକ ସାଙ୍ଗରେ ଦେଖିବାକୁ ପାଇବେ। ଏହି ଫିଲ୍ମକୁ ଦେଖିବାକୁ ଆଗ୍ରହର ସହ ଅପେକ୍ଷା କରିଛନ୍ତି ଦର୍ଶକ। ଫିଲ୍ମଟି…
Read More...

ପଞ୍ଚାୟତ ପରେପରେ ପୌର ନିର୍ବାଚନ, ଚାଲିଛି ଜୋରଦାର ପ୍ରସ୍ତୁତି

ଭୁବନେଶ୍ୱର,୨୪ା୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ପୌର ଭୋଟ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ଜଣାପଡ଼ିଛି। ପଞ୍ଚାୟତ ଭୋଟ୍‌ ପରେ ପରେ ପୌର ଭୋଟ ହେବାର ଯଥେଷ୍ଟ ସମ୍ଭାବନା ସୃଷ୍ଟି ହୋଇଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ଚଳିତ ମାସ ଶେଷସୁଦ୍ଧା ଓ୍ବାର୍ଡ…
Read More...

ରାଜ୍ୟରେ ଆଜି ୭୨୯୧ ପଜିଟିଭ ଚିହ୍ନଟ

ଭୁବନେଶ୍ୱର ୨୪।୦୧ : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭୨୯୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୧୧,୯୫୧ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଚିହ୍ନଟ ହୋଇଥିବା…
Read More...

ପୁଣି ନାବାଳିକାକୁ ବଳତ୍କାର

ପୁରୀ ,୨୪ା୧: ପୁରୀ ଟାଉନ ଥାନା ଅଞ୍ଚଳରେ ରବିବାର ଜଣେ ଶିଶୁକନ୍ୟା(୫)ଙ୍କୁ ବଳାତ୍କାର କରାଯାଇଛି। ଏହି ଲଜ୍ଜାଜନକ ଘଟଣା ସହରରେ ଆଲୋଡ଼ନ ସୃଷ୍ଟି କରିଛି। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।…
Read More...

ଯୁକ୍ତ ୨ ଅଫଲାଇନ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର,୨୪।୧(ବ୍ୟୁରୋ): କରୋନା ପାଇଁ ଗତବର୍ଷ ବିନା ପରୀକ୍ଷାରେ ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। କିନ୍ତୁ ଚଳିତବର୍ଷ ମାଟ୍ରିକ ପରୀକ୍ଷା ନ ହେଲେ ବିକଳ୍ପ ପଦ୍ଧତିରେ ଫଳ ପ୍ରକାଶ ପାଇଁ ବ୍ୟବସ୍ଥା କରାଯାଇଛି। ହେଲେ ଯୁକ୍ତ୨ ପାଇଁ ସେଭଳି କୌଣସି ବିକଳ୍ପ ବ୍ୟବସ୍ଥା ହୋଇ…
Read More...

ଆହୁରି ଦୁଇଦିନ ବର୍ଷା

ଭୁବନେଶ୍ୱର, ୨୪ା୧(ବ୍ୟୁରୋ): ରାଜ୍ୟରେ ଆସନ୍ତା ଦୁଇଦିନ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ସୋମବାର ଉପକୂଳ ଓଡ଼ିଶା ସମେତ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, କୋରାପୁଟ ଓ ମଙ୍ଗଳବାର ଦକ୍ଷିଣ ଉପକୂଳ ଓଡ଼ିଶା ସମେତ ରାୟଗଡ଼ା, କୋରାପୁଟ,…
Read More...

ତୃତୀୟ ମ୍ୟାଚରେ ହାରିଲା ଭାରତ

କେପ୍‌ ଟାଉନ,୨୩।୧: ତୃତୀୟ ରୋମାଞ୍ଚକର ମ୍ୟାଚରେ ହାରିଲା ଭାରତ। ୨୮୮ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଓହ୍ଲାଇଥିବା ଭାରତୀୟ ଦଳ ଆରମ୍ଭରୁ କ୍ୟାପଟେନ ଲୋକେଶ ରାହୁଲ (୯)ଙ୍କ ଉଇକେଟ ହରାଇଥିଲା। ଏହାପରେ ଶିଖର ଧାଓ୍ବନ (୬୧ ରନ୍‌, ୫ ଚୌକା ଓ ୧ ଛକା) ଓ ବିରାଟ କୋହଲି (୬୫ ରନ୍‌, ୫ ଚୌକା) ଦ୍ୱିତୀୟ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ

ମେଷ:-ଆଜି ଆପଣଙ୍କର କର୍ମତପତ୍ରତା, ବନ୍ଧୁମିଳନ, ଦୂରଯାତ୍ରା, ଅର୍ଥ ସଂଗ୍ରହଜନିତ ସମୟ ଅତିବାହିତ ହେବ। ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଅଟକି ରହିଥିବା କାମରେ ଅଗ୍ରଗତି ହେବ। ବନ୍ଧୁଙ୍କ ସହାୟତାରେ ନୂଆ ଯୋଜନା ଆରମ୍ଭକୁ ମନ ବଳାଇବେ। ରାସ୍ତାକାମ, ଘର ତିଆରି କିମ୍ବା ଯାନବାହନ, କଳକବ୍‌ଜା…
Read More...

ଇଣ୍ଡିଆ ଗେଟରେ ନେତାଜୀଙ୍କ ହେଲୋଗ୍ରାମ ପ୍ରତିମା ଉନ୍ମୋଚିତ

ନୂଆଦିଲ୍ଲୀ,୨୩/୧: ଇଣ୍ଡିଆ ଗେଟରେ ନେତାଜୀଙ୍କ ହୋଲୋଗ୍ରାମ ପ୍ରତିମା ଉନ୍ମୋଚିତ। ନେତାଜୀ ସୁଭାଷ ବୋଷଙ୍କ ୧୨୫ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ନେତାଜୀଙ୍କ ହୋଲୋଗ୍ରାମ ପ୍ରତିମା ଉନ୍ମୋଚିତ ହୋଇଛି। ନେତାଜୀଙ୍କ ଗ୍ରାନାଇଟ ନିର୍ମିତ ପୂର୍ଣ୍ଣ ଅବୟବ ପ୍ରତିଷ୍ଠା…
Read More...

ପ୍ରକାଶ ପାଇଲା ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା

ଭୁବନେଶ୍ବର,୨୩/୧: ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସରପଞ୍ଚ, ପଞ୍ଚାୟତ ସମିତି ସଭ୍ୟ, ଜିଲା ପରିଷଦ ସଭ୍ୟ ଓ ୱାର୍ଡ ମେମ୍ବର ଆଶାୟୀ ପ୍ରାର୍ଥୀ ଦାଖଲ କରିଥିବା ନାମାଙ୍କନପତ୍ରଗୁଡ଼ିକ ଯାଞ୍ଚ ପରେ ଆଜି ଯୋଗ୍ୟ ପ୍ରାର୍ଥୀମାନଙ୍କର ତାଲିକା ପ୍ରକାଶ ପାଇଛି। ରାଜ୍ୟରେ ଆଗାମୀ…
Read More...