banner
Breaking
Monthly Archives

May 2021

ପରଲୋକରେ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ର।

ଭୁବନେଶ୍ୱର,୯।୫(ବ୍ୟୁରୋ): ମହାମାରୀ କରୋନା ଆଉ ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ଜୀବନ ନେଇଛି। ରବିବାର ରାଜ୍ୟ ସଭା ଏମ୍‌ପି ତଥା ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ପରଲୋକ ହୋଇଛି। ସେ ଗତ କିଛିଦିନ ହେବ କରୋନାରେ ଆକ୍ରାନ୍ତ ହୋଇ ଏମ୍ସ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିଲେ। ଆଜି…
Read More...

ବିଶ୍ୱ ମାତୃ ଦିବସ ଉପଲକ୍ଷେ ସାହିତ୍ୟିକ ବନ୍ଧୁ ପରିବାର ତରଫରୁ ଗୁଗୁଲ୍ ମିଟ୍ ମାଧ୍ୟମରେ କବିତା ଆସର ଅନୁଷ୍ଠିତ

ବାଲେଶ୍ବର,୮/୫(ବ୍ୟୁରୋ):ବାଲଶ୍ୱରର ପ୍ରତିଷ୍ଠିତ ସାହିତ୍ୟିକ ବନ୍ଧୁ ପରିବାର ଅନୁଷ୍ଠାନ ପକ୍ଷରୁ ଆଜିର ବିଶ୍ୱ ମାତୃତ୍ୱ ଦିବସ ଉପଲକ୍ଷେ ମାତୃମଣ୍ଡଳୀଙ୍କ ସମ୍ମାନାର୍ଥେ ଗୁଗୁଲ୍ ମିଟ୍ ମାଧ୍ୟମରେ ଏକ କବିତା ଆସର ଅନୁଷ୍ଠିତ ହୋଇଯାଇଅଛି l ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅନୁଷ୍ଠାନର ସଦସ୍ୟ ତଥା…
Read More...

କରୋନା ମହାମାରୀ ସମୟରେ ହିନ୍ଦୁସେନା କଟକ ପକ୍ଷରୁ ଅନନ୍ୟ ସେଵାକାର୍ଯ୍ୟ ।

କଟକ - ହିନ୍ଦୁସେନା କଟକ ପକ୍ଷରୁ ୪୨ମୌଜାର ମଣିବାଡ,କଟକ ମହାନଗର ନିଗମର ୫୧ନଂ ୱାର୍ଡର ପୋପରଡା ମୁଣ୍ଡାସାହି ଓ ସାର୍ତ୍ତୋଳର ଇଟାଭାଟିଠାରେ ଦିନମଜୁରିଆଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରାଯିବବାସହ କରୋନା ମହାମାରୀ ସମୟରେ ସାହାଯ୍ୟ ସହଯୋଗ ଯୋଗାଇ ଚାଲିଛନ୍ତି । ଏହି ସେଵାକାର୍ଯ୍ୟ ରାଜ୍ୟ ସଭାପତି…
Read More...

ଅଖିଳ ଭାରତୀୟ ସାହିତ୍ୟ ପରିଷଦ ପକ୍ଷରୁ କରୋନା ସଚେତନତା ଉପରେ ଆଲୋଚନା ଚକ୍ର।

କଳାହାଣ୍ଡି,୮/୫(ଓଡ଼ିଆ ନ୍ୟୁଜ):ମହାମାରୀ କରୋନା ସାରା ବିଶ୍ବରେ ତାଣ୍ଡବ ରଚି ଚାଲିଛି। ଦିନକୁ ଦିନ ତାହାର ଭୟଙ୍କର ପଞ୍ଝାରେ ନୀରିହ ଜୀବନକୁ କବଳିତ କରୁଛି। ଏଥିରୁ ମୁକ୍ତି ପାଇବା ପାଇଁ ପୁରା ମାନବଜାତି ଡହନ ବିକଳ ହେଉଛି।ବିଶ୍ବର ବୈଜ୍ଞାନିକ ମାନେ ନିର୍ଦ୍ଦିଷ୍ଟ ଔଷଧ ବାହାର କରିବାରେ ଫେଲ…
Read More...

ଶିକ୍ଷାବନ୍ଧୁ ଅଚ୍ୟୁତ ସାମନ୍ତଙ୍କୁ ମିଳିଲା ସିକମର ସର୍ବୋତ୍ତମ ସମ୍ମାନ।

ଭୁବନେଶ୍ୱର,୮/୫(ଓଡ଼ିଆ ନ୍ୟୁଜ): ଉତ୍କଳ ମାତାର ସୁଯୋଗ୍ୟ ସନ୍ତାନ, ବିଶିଷ୍ଟ ଶିକ୍ଷାବିତ୍‌ ଓ ସମାଜସେବୀ ତଥା କିଟ୍‌ ଓ କିସର ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତଙ୍କୁ ସିକିମ୍‌ ପ୍ରଫେସନାଲ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଶନିବାର ସମ୍ମାନସୂଚକ ଡିଲିଟ୍‌ ଡିଗ୍ରୀ ପ୍ରଦାନ କରାଯାଇଛି। ଶନିବାର…
Read More...

ପ୍ରଶାସନିକ ସ୍ତରରେ ଅଦଳବଦଳ। ବଦଳିଲେ ୨୯ ବିଡ଼ିଓ ୬ ତହସିଲଦାର।

ଭୁବନେଶ୍ୱର,୮/୫(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ତୃଣମୂଳସ୍ତରରେ ପ୍ରଶାସନର ମଙ୍ଗ ଧରିଥିବା ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀଙ୍କ କ୍ଷେତ୍ରରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ପଞ୍ଚାୟତିରାଜ ବିଭାଗର ବିଜ୍ଞପ୍ତିନାମା ଅନୁଯାୟୀ ୨୯ଜଣ ମଣ୍ଡଳ ଉନ୍ନୟନ ଅଧିକାରୀ(ବିଡ଼ିଓ) ଓ ୬ଜଣ ତହସିଲଦାରଙ୍କ…
Read More...

ସ୍ବାସ୍ଥ୍ୟକର୍ମୀ ଓ ନର୍ସଙ୍କ ସେବାକାର୍ଯ୍ୟକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ।

ଭୁବନେଶ୍ୱର,(ବ୍ୟୁରୋ): ସ୍ବାସ୍ଥ୍ୟକର୍ମୀ ଓ ନର୍ସମାନଙ୍କ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି। ସେମାନଙ୍କ ଉତ୍ସର୍ଗିକୃତ ସେବା ଯୋଗୁ ଆଜି ଓଡ଼ିଶା ସାରା ଦେଶରେ କରୋନା ଟିକାକରଣରେ ପ୍ରଶଂସିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ…
Read More...

ଏସସିବି ମେଡିକାଲରେ ବଢିବ ବେଡ୍।

ଭୁବନେଶ୍ବର,୮/୫(ବ୍ୟୁରୋ): କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ(ଏସ୍‌ସିବି)ରେ ଆଗାମୀ ଦିନରେ ଆହୁରି ୧୦୦ ବେଡ୍‌ ବୃଦ୍ଧି କରାଯିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଏଥିରେ ୪୧ଟି ଆଇସିୟୁ ବେଡ ଓ ୪୦ଟି ଏଚ୍‌ଡିୟୁ ରହିବ । ଏସ୍‌ସିବିକୁ ମିଶାଇ କଟକରେ ଏବେ ୧୨ ଶହ ବେଡ, ୩୦୦ ଆଇସିୟୁ…
Read More...

ନିଶିଗନ୍ଧା ସାହିତ୍ୟ ସ°ସଦ ପକ୍ଷରୁ କବୟିତ୍ରୀ ସସ୍ମିତା ସାହୁଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି।

ଖୋର୍ଦ୍ଧା,୭/୫(ଓଡ଼ିଆ ନ୍ୟୁଜ): ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଚାରିଟେବୁଲ ଟ୍ରଷ୍ଟ/ନିଶିଗନ୍ଧା ସାହିତ୍ୟ ସଂସଦ ଆନୁକୁଲ୍ୟରେ ସଂସଦର ସଭାପତି ଡ଼ଃ ରଜନୀ ରଞ୍ଜନ ଦାସଙ୍କ ସଭାପତିତ୍ୱରେ ତଥା ସଂସଦର ପ୍ରତିଷ୍ଠାତା ବଳରାମ ତରାଇଙ୍କ ପରିଚାଳନାରେ ଭର୍ଚୁଏଲ୍ ମୋଡ ଜରିଆରେ କରୋନାରେ ମୃତ୍ୟୁବରଣ…
Read More...

ଆଜି ଏହିସବୁ ଜିଲ୍ଲାରେ କାଳଵୈଶାଖୀ। ଦିନକପରେ ବଢିବ ପାରଦ।

ଭୁବନେଶ୍ୱର,୯/୫(ଓଡ଼ିଆ ନ୍ୟୁଜ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ପ୍ରଭାବରେ ବୌଦ୍ଧ, କନ୍ଧମାଳ, ନୟାଗଡ, କଳାହାଣ୍ଡି, ଗଜପତି ଏବଂ ରାୟଗଡା ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ। ଏହାକୁ ଲକ୍ଷ୍ୟ କରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା,…
Read More...