banner
Breaking
Monthly Archives

April 2021

ଶିକ୍ଷୟିତ୍ରୀଙ୍କୁ ବଳତ୍କାର ଉଦ୍ୟମ।

ଦେବଗଡ଼,୨୮ା୪: ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ମିରିଗିଡିଆ ସାହି ଅଞ୍ଚଳରେ ଥିବା ଘରୋଇ ନର୍ସିଂ ଟ୍ରେନିଂ ସ୍କୁଲର ଶିକ୍ଷୟିତ୍ରୀଙ୍କୁ ଉକ୍ତ ସ୍କୁଲର ଡାଇରେକ୍ଟର ବଳାତ୍କାର ଉଦ୍ୟମ ସହ ଜୀବନରେ ମାରିଦେବାର ପ୍ରୟାସ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ଦେବଗଡ଼ ଥାନା…
Read More...

ଅକ୍ସିଜେନ୍ ପାଇଁ ପିଏମ୍ ଫଣ୍ଡରୁ ୧ କୋଟି।

ନୂଆଦିଲ୍ଲୀ,୨୮।୪: ହସ୍ପିଟାଲଗୁଡିକରେ ଡାକ୍ତରୀ ଅମ୍ଳଜାନ ଯୋଗାଣକୁ ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ପିଏମ୍‌ କେୟାର୍ସ ପାଣ୍ଠିରୁ ୧ଲକ୍ଷ ଅମ୍ଳଜାନ କନସେନ୍‌ଟ୍ରେଟର କିଣିବାକୁ ମଞ୍ଜୁରି ଦେଇଛନ୍ତି। କରୋନାର ଦ୍ବିତୀୟ ଲହରରେ ଦେଶରେ ରୋଗୀଙ୍କ ସଂଖ୍ୟା ଦୃତ ଗିତରେ…
Read More...

ସିଲ୍ ହେଲା ମାର୍କେଟ ବିଲ୍ଡିଂ।

ଭୁବନେଶ୍ୱର,୨୮।୪: ଲୋକେ କୋଭିଡ୍‌ ଗାଇଡ୍‌ଲାଇନ୍‌ ନ ମାନିବାରୁ ୪ ଦିନ ପାଇଁ ଭୁବନେଶ୍ୱର ମାର୍କେଟ ବିଲ୍ଡିଂକୁ ବୁଧବାର ସିଲ କରି ଦିଆଯାଇଛି। ଭୁବନେଶ୍ୱର ପୋଲିସ ଡିସିପି ଏବଂ ବିଏମ୍‌ସି ଜୋନାଲ କମିଶନରଙ୍କ ଉପସ୍ଥିତିରେ ମାର୍କେଟ ବିଲ୍ଡିଂକୁ ବନ୍ଦ କରାଯାଇଛି। ଆସନ୍ତା ସୋମବାର ମାର୍କେଟ…
Read More...

ଆରମ୍ଭ ହେଲା ଟିକା ପଞ୍ଜିକରଣ।

ନୂଆଦିଲ୍ଲୀ,୨୮।୪ : ଆସନ୍ତା ୧ ତାରିଖରୁ ଆରମ୍ଭ ହେବାକୁ ଥିବା ୩ୟ ପର୍ଯ୍ୟାୟ ଟିକାକରଣ ପାଇଁ ବୁଧବାରଠାରୁ ଆରମ୍ଭ ହୋଇଯାଇଛି ରେଜିଷ୍ଟ୍ରେଶନ ପ୍ରକ୍ରିୟା। କିନ୍ତୁ ପ୍ରଥମ ଦିନ ହିଁ କୋଓ୍ବିନ ଓ୍ବେବସାଇଟ୍‌ କାମ କରୁ ନ ଥିବା ଅଭିଯୋଗ ଆସିଛି। କିଛି ସଂଖ୍ୟାରେ ୟୁଜର୍ସ ସଫଳତାର ସହ ରେଜିଷ୍ଟ୍ରେଶନ…
Read More...

କମିଲା କରୋନା ଟିକା ଦାମ୍।

ନୂଆଦିଲ୍ଲୀ,୨୮।୪: ସିରମ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ ପକ୍ଷରୁ କୋଭିଶିଲ୍ଡ ଟିକାର ଦାମ୍‌କୁ ବୁଧବାର ହ୍ରାସ କରାଯାଇଛି। ଏନେଇ ଏକ ଟେଲିଭିଜନ ଚ୍ୟାନେଲକୁ ସାକ୍ଷାତକାର ଦେବା ଅବସରରେ କୋଭିଶିଲ୍ଟ ଟିକା କମ୍ପାନୀର ସିଇଓ ଅଦର ପୁନାୱାଲା ଏହି ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ପାଇଁ ଦର…
Read More...

ଟେଷ୍ଟରେ ନେଗେଟିଭ ଥିଲେ ମଧ୍ୟ ଲକ୍ଷଣ ଅନୁସାରେ ଔଷଧ ଖାଆନ୍ତୁ।

ନୂଆଦିଲ୍ଲୀ,୨୮।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। କରୋନା ଭୂତାଣୁ ସଂକ୍ରମଣ ରୋକିବା କଷ୍ଟକର ହୋଇପଡ଼ିଛି। ଏପରିସ୍ଥଳେ ଦିଲ୍ଲୀ ଏମ୍ସ୍‌ର ନିର୍ଦ୍ଦେଶକ ଡ. ରଣଦୀପ୍‌ ଗୁଲେରିଆ କହିଛନ୍ତି ଯେ, କରୋନାର ନୂଆ ଷ୍ଟ୍ରେନ୍‌ ଆର୍‌ଟି-ପିସିଆର୍‌ ପରୀକ୍ଷାରେ…
Read More...

କରୋନା ସ°କ୍ରମଣ ଅଧିକ କେଉଁଠାରେ ହୁଏ ଜାଣନ୍ତୁ।

ଓ୍ବାଶିଂଟନ,୨୮।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। କରୋନା ଭୂତାଣୁ ସଂକ୍ରମଣ ବନ୍ଦ ଘରେ ଅଧିକ ହୋଇଥାଏ। ଅପରପକ୍ଷରେ ବାହାର ଖୋଲା ପବନରେ ସଂକ୍ରମଣ ଆଶଙ୍କା କମ୍‌ ରହିଥାଏ। ବନ୍ଦ ଘରେ ସଂକ୍ରମଣ ହେବା ଆଶଙ୍କା ୧୧୮ ପ୍ରତିଶତ ବଢ଼ିଯାଇଥାଏ। ତେବେ…
Read More...

ମେ ୧ ରୁ ଟିକାକରଣ।

ଭୁବନେଶ୍ବର, ୨୮।୪(ବ୍ୟୁରୋ): ସାରାଦେଶରେ ମେ ୧ରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ। କେନ୍ଦ୍ରସରକାରଙ୍କ ନିର୍ଦ୍ଦେଶ ଅନୁସାରେ ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଆଜିଠୁ ପଞ୍ଜୀକରଣ ଆରମ୍ଭ ହେବ। ଆଜି ଅପରାହ୍ନ ୪ଟାରୁ ଏହି ଟିକା ପଞ୍ଜୀକରଣ ଆରମ୍ଭ ହେବ। ଟିକା ନେବାକୁ ଚାହୁଁଥିଲେ କୋୱିନ…
Read More...

ଆସାମରେ ଭୂକମ୍ପ।

ଗୁଆହାଟି,୨୮।୪: ଆସାମ ସୋନିତ୍‌ପୁରରେ ବୁଧବାର ୭ଟା ୫୧ରେ ଭୂକମ୍ପ ହୋଇଛି। ଏହାପରେ ଲଗାତାର ୫ ଥର ଭୂକମ୍ପ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୬.୪ ଥିଲା ବୋଲି ଭାରତୀୟ ଭୂବିଜ୍ଞାନ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ସ୍ଥିତି ଉପରେ ସତର୍କ ଦୃଷ୍ଟି ରଖାଯାଇଥିବା ମୁଖ୍ୟମନ୍ତ୍ରୀ…
Read More...

ରାଜ୍ୟରେ ଆଜି ସର୍ବାଧିକ ୮୩୮୬ ପଜିଟିଭ ଚିହ୍ନଟ ଓ ପୁଣି ୧୦ ମୃତ।

ଭୁବନେଶ୍ୱର,୨୮।୪(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ବୁଧବାର ରାଜ୍ୟରେ ପୁଣି ୮୩୮୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।ସେମାନଙ୍କ ମଧ୍ୟରୁ ୪୭୮୨ ସଙ୍ଗରୋଧରୁ ଏବଂ ୩୬୦୫ ଜଣ ସ୍ଥାନୀୟ ଅଂଚଳର ରହିଥିବା ଜଣାପଡିଛି। ଏହାକୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୪ ଲକ୍ଷ…
Read More...