banner
Breaking

ମୁମ୍ବାଇରେ କୋଠା ଭୁଶୁଡି ବହୁ ଆହତ

0

ମୁମ୍ବାଇ,(ଓଡ଼ିଆ ନ୍ୟୁଜ୍) ମାୟାନଗରୀ ମୁମ୍ବାଇର ଡୋଙ୍ଗରୀ ଅଞ୍ଚଳରେ ଏକ ୪ ମହଲା ବିଶିଷ୍ଠ କୋଠା ଭୁଶୁଡିପଡିଛି । ଏହି ଘଟଣାରେ ପ୍ରାୟ ୪୦ରୁ ୫୦ ଲୋକ ତଳେ ଚାପି ହୋଇ ରହିଥିବାର ଆଶଙ୍କା କରାଯାଉଛି । ଖବର ପାଇଁ ଘଟଣାସ୍ଥଳରେ ଦମକଳ ବାହିନୀ ଓ ଏନଡିଆରଏଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି ।

ମୁମ୍ବାଇର ବିଏମସିର କହିବା ମୁତାବକ, ଆଜି ଦ୍ୱିପହର ୧୧ଟା ୪୮ ମିନିଟରେ ଡୋଙ୍ଗରୀର ତଣ୍ଡେଲ ଗଳିରେ ସ୍ଥିତ କେସରବାଇ ନାମକ ଏହି ୪ ମହଲା ବିଶିଷ୍ଟ କୋଠାର ଅଧା ଭାଗ ଭୁଶୁଡି ପଡିଥିଲା । ଏହି କୋଠାଟି ଅବଦୁଲ ହମିଦ ଦରଗାହର ପଛରେ ଥିବା ବେଳେ ବହୁତ ପୁରୁଣା ଥିଲା ।

Khansweb Solution Bhubaneswar

Leave A Reply

Your email address will not be published.