କେନ୍ଦ୍ରୀୟ ବିଦ୍ୟାଳୟ ୩ ସମ୍ମୁଖରେ ୯ ନମ୍ବର ୱାର୍ଡ କାର୍ଯ୍ୟାଳୟ ଉଦ୍ଘାଟିତ
ଭୁବନେଶ୍ୱର,୧ା୩ ଭୁବନେଶ୍ୱର ମହାନଗର ନିଗମ ଅର୍ନ୍ତଗତ ୯ ନମ୍ବର ୱାର୍ଡର କେନ୍ଦ୍ରୀୟ ବିଦ୍ୟାଳୟ ୩ ସମ୍ମୁଖରେ ନବନିର୍ମିତ ଓାର୍ଡ କାର୍ଯ୍ୟାଳୟ ଉଦ୍ଘାଟିତ ହୋଇଯାଇଛି । କର୍ପୋରେଟର ସୁଷମା ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ମେୟର ସୁଲୋଚନା ଦାସ, ରାଜ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଯୋଗଦେଇ ୱାର୍ଡ କାର୍ଯ୍ୟଳୟର ଶୁଭ ଉଦ୍ଘାଟନ କରିଥିଲେ । ବିଏମସି ଲୋକମାନଙ୍କ ଘର ପାଖରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାର ଲକ୍ଷ ନେଇ ପ୍ରତ୍ୟେକ ୱାର୍ଡରେ ୱାର୍ଡ କାର୍ଯ୍ୟାଳୟ ନିର୍ମାଣ କରାଯାଉଛି । ସେଠାରେ ସ୍ଥାନୀୟ ବାସିନ୍ଦାମାନେ ବିଭିନ୍ନ ସେବା ପାଇ ପାରିବେ ବୋଲି ମେୟର ଶ୍ରୀମତୀ ଦାସ କହିଥିଲେ । ସମ୍ମାନୀତ ଅତିଥି ଭାବେ ଡେପୁଟି ମେୟର ମଞ୍ଜୁଲତା କହଁର, ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଅମରେଶ ଜେନା, କର୍ପୋରେଟର ମିହିର କୁମାର ରାଉତ, ଲକ୍ଷ୍ମୀପ୍ରିୟା ପରିଡା, ବରିଷ୍ଠ ମୁରବି କିଶୋର ଚନ୍ଦ୍ର ଜେନା ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଶୋକ ପାତ୍ର, ସୁରେନ୍ଦ୍ର ପାତ୍ର, ଶ୍ରୀକାନ୍ତ ନନ୍ଦ, ସୋମନାଥ ସାହୁ, ଗଗନ ବିହାରୀ ପଣ୍ଡା, ପ୍ରଫୁଲ କୁମାର ସାହୁ, ମିଟୁ ପରିଡା, ଚନ୍ଦ୍ରକାନ୍ତ ସାହୁ, ରୁବିନା ପରିଡା, ରେଖା ପ୍ରଧାନ, ରାଜ କିଶୋର ସାହୁ, ଅଭିମନ୍ୟୁ ବାରିକ, ରକି ସାହୁ ଏବଂ ବରିଷ୍ଠ ନାଗରିକ, ମହିଳା ଓ ଯୁବକ ମାନେ ଉପସ୍ଥିତ ଥିଲେ । ଜିଲ୍ଲା ସାଧାରଣ ସମ୍ପାଦକ ସବ୍ୟସାଚୀ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Gave vn888com a spin. The registration process was a bit clunky, but once I got in, the site was alright. Their bonuses were a little confusing at first, make sure to read the terms and conditions. Decent enough selection of games, though. Give them a look, but read the fine print: vn888com.
Need a quick link to 368bet? link368bet seems to do the trick. Sometimes those other sites are blocked, so it’s handy to have a backup. Worth bookmarking, yeah? Check out link368bet if you’re having trouble getting through.
Just browsed tt888 and it’s got a lot of useful stuff. Nice layout and easy to find what you’re looking for. Worth a bookmark! What are you waiting for? Explore it on tt888 now.
Used vaobong8899 to bet today. Place runs smooth and quick. Get some action: vaobong8899
Okay guys, just tried rr88slot and it’s pretty cool! Lots of games to choose from, and so far, so good. Might be my new go-to spot. Check it out rr88slot!
Yo, just checked out Winbuz on Winbuzzregister.com! Seems legit, let’s see if I can win some real money. Gonna try my luck! Check it out for yourself: winbuz
Winph99, huh? Saw it trending. Giving it a shot on Winph99.info. Wish me luck guys! Don’t forget the link: winph99
Free 100? Seriously? Gotta check that out! Wow888free100 on Wow888free100.com. Fingers crossed. Claim yours here: wow888free100