banner
Breaking

୧୨ ନଂ ୱାର୍ଡ ପାତ୍ରସାହିରେ ବନ୍ଧୁ ମିଳନ ଉତ୍ସବ କର୍ପୋରେଟରଙ୍କ ପାଇଁ ଫେରିଲା ପୁରୁଣା ଭାଇଚାରା

8

ଭୁବନେଶ୍ୱର,: ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୧୨ ନମ୍ବର ୱାର୍ଡର ପାତ୍ରସାହିରେ ବନ୍ଧୁ ମିଳନ ଉତ୍ସବ ଓ ନୂତନ ରାସ୍ତାର ଉଦ୍‌ଘାଟନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ସମ୍ମାନିତ ଅତିଥି ଭାବେ ଲର୍ପୋରେଟର ଜୟନ୍ତୀ ସାହୁ ଓ ପ୍ରସନ୍ନ କୁମାର ସାହୁ ପ୍ରମୁଖ ଯୋଗଦେଇ ନୂତନ ରାସ୍ତାର ଉଦ୍‌ଘାଟନ କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଚଗଲା ଜେନା, ଗଗନ ପଣ୍ଡା ଯୋଗଦାନ କରିଥିଲେ । ଦୀର୍ଘ ଦିନ ହେବ ପାତ୍ରସାହି କ, ଖ ଓ ଗ ବାସିନ୍ଦା ମାନଙ୍କ ମଧ୍ୟରେ ମନମାଳିନ ଘଟି ଅଲଗା ଅଲଗା ହୋଇଯାଇଥିଲା । ଫଳରେ ସାହିରେ ଉନ୍ନତି ମୂଳକ କାର୍ଯ୍ୟରେ ବାଧାପ୍ରାପ୍ତ ହେଉଥିଲା । କେହି କାହାରି ମଧ୍ୟରେ ପଡୁ ନଥିଲା । କର୍ପୋରେଟର ଶ୍ରୀମତୀ ସାହୁଙ୍କ ଉଦ୍ୟମ କ୍ରମେ ଓ ଯୁବ ସମାଜସେବୀ ପ୍ରସନ୍ନ ସାହୁଙ୍କ ସହେଯାଗରେ ଏବଂ ଉତ୍ତର ବିଧାୟକଙ୍କ ନିର୍ଦ୍ଦେଶରେ ସମସ୍ତ ବସ୍ତି ବାସିନ୍ଦା ଏକତ୍ରିତ ହୋଇ ପୁରୁଣା ବାଇଚାରା ଫେରାଇ ଆଣିବା ସହିତ ଉତ୍ସବ ମନାଇଥିଲେ । ଏହି ଅବସରରେ ସାହିର ପିଲା ମାନଙ୍କ ମଧ୍ୟରେ ନୃତ୍ୟ, ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ସାହିର ଆବାଳବୃଦ୍ଧବନିତା ଏକତ୍ର ଭୋଜନ କରି ପରସ୍ପର ମଧ୍ୟରେ ଖୁସି ବାଣ୍ଟି ଥିଲେ । ସମସ୍ତ କାର୍ଯ୍ୟକ୍ରମକୁ କମିଟିର ସଦସ୍ୟ ମାନେ ପରିଚାଳନା କରିଥିଲେ ।

Khansweb Solution Bhubaneswar
8 Comments
  1. 79xapp says

    79xapp, huh? Downloaded it last week. Honestly, not bad! Runs smooth, and the interface is clean. Give it a spin, 79xapp, see what you think.

  2. bet979app says

    Seriously digging the bet979app. Super user-friendly, and I can easily track my bets while I’m out and about. Big fan! Download it here: bet979app

  3. zv777gamedownload says

    Anyone else tried zv777gamedownload? The download was quick and painless, and the game runs great on my phone. Give it a try! zv777gamedownload

  4. gachoic1 says

    Hey there, everyone! Is someone else also into ‘gachoic1’ events? Check this out here! gachoic1

  5. hello88bet says

    Decided to give hello88bet a whirl. Registration was easy peasy and the site is pretty clean. Fingers crossed for some wins. You may want to give a try. hello88bet

  6. n777casino says

    Hey! n777casino is good choice for me. There are many games on n777casino, I like this casino. Visit this n777casino

  7. okfungame says

    Okfungame is good, I enjoy playing game in okfungame. Site have many game for you to choose. If you want try, visit at: okfungame

  8. ph11comapp says

    Downloaded the PH11comapp and it’s pretty smooth. Easy to use on mobile which is key these days. Less hassle, more game time! Get your phone ready to take on your favorite games at ph11comapp!

Leave A Reply

Your email address will not be published.