banner
Breaking

ଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛି

ଟାଟା ମୋଟର୍ସ, ଭାରତର ସର୍ବବୃହତ୍ ବାଣିଜ୍ୟିକ ଯାନ ଉତ୍ପାଦନକାରୀ, ଆଧୁନିକତମ ସମାଧାନର ଏକ ବିବିଧ ପୋର୍ଟଫୋଲିଓର ଅନାବରଣ କରିଛି ଏକ୍ସକନ ୨୦୨୫ ଠାରେ, ଯାହାକି ଦକ୍ଷିଣ ଆଫ୍ରିକାର ପ୍ରିମିୟମର ନିର୍ମାଣକାରୀ ଯନ୍ତ୍ରାଂଶର ଏକ ପ୍ରଦଶନୀ, ଯାହାକି ଦେଶର ଦୃତ ପ୍ରସାରଣକାରୀ ଭିତିଭୂମି ତଥା ନିର୍ମାଣକାରୀ କ୍ଷେତ୍ରକୁ ସମର୍ଥନ କରିପାରିବ । “ଉତ୍ପାଦନ ସାମର୍ଥ୍ୟକାରୀ ଅନୁଧାବନ” ଭଳି ଏହାର ପ୍ରସଙ୍ଗକୁ ପ୍ରତିଫଳିତ କରି, କମ୍ପାନୀ ଉପସ୍ଥାପନ କରିଛି କଠିନ- ବ୍ୟବହାରକାରୀ ଭବିଷ୍ୟତ-ପ୍ରସ୍ତୁତକାରୀ ଯାନ ଯାହାକି କାର୍ଯ୍ୟକ୍ଷମ ଦକ୍ଷତା ଏବଂ ଭାରବହନକାରୀ ଲାଭ ପ୍ରଦାନକାରୀତାକୁ ଯଥେଷ୍ଟ ବୁଦ୍ଧି ପାଇଁ ଏହାର ଡ଼ିଜାଇନ ହୋଇଛି ଦି ପ୍ରାଇମା ୩୫୪୦.କେ ଅଟୋସିଫ୍ଟ ଏହି ଶୁଭାରମ୍ଭର ଅଗ୍ରଦୂତ ଅଟେ – ଟାଟା ମୋଟର୍ସର ସବୁଠାରୁ ଶକ୍ତିଶାଳୀ ଟିପ୍ପର ଅଟେ ଯାହାକି ଗଭୀରତମ ଖଣି ଉପଯୋଗୀ ପାଇଁ ପ୍ରସ୍ତୁତ ଯାନ୍ତ୍ରିକୀ ଅଟେ – ଏଥିସହିତ ସମସ୍ତ -ବୈଦ୍ୟୁତିକାରୀ ପ୍ରାଇମା ଇ.୨୮କେ ଏବଂ ଦି ସିଗ୍‌ନା ୨୮୧୮.ଟିକେ ସିଏନଜି, ଭାରତର ପ୍ରଥମ କାରଖାନା-ପ୍ରସ୍ତୁତକାରୀ ଖଞ୍ଜା ଯାଇଥିବା ସିଏନଜି ଟିପ୍ପର । ଅଭିନନ୍ଦନୀୟ ଏସବୁ ସର୍ବମୋଟ ବ୍ୟାପକ ପ୍ରଦର୍ଶନକାରୀତା ମଧ୍ୟରେ ଅନ୍ତର୍ଭୁକ୍ତ ରହିଛି, ଶିଳ୍ପଉପଯୋଗୀ ଇଞ୍ଜିନ, ଏକ୍ସେଲ ଏବଂ ଜେନସେଟ ଯାହାକି ଟାଟା ମୋଟର୍ସର ନବୀନତମତା ଏବଂ ବ୍ୟବହାରକାରୀତା ପାଇଁ ବଚନବଦ୍ଧତାକୁ ବଳବତର ରଖିଛି ।
ଏକ୍ସକନ ୨୦୨୫ ଠାରେ ଏହି ବାଣିଜ୍ୟିକ ଯାନର ଶୁଭାରମ୍ଭ ଅବସରରେ ରାଜେଶ କୌଲ, ଉପସଭାପତି ଏବଂ ବିଜିନେସ ପ୍ରମୁଖ- ଟ୍ରକ୍ସ, ଟାଟା ମୋଟର୍ସ ଲିଃ. କହିଛନ୍ତି, “ଏକ୍ସକନ ଯଥାର୍ଥରେ ଟାଟା ମୋଟର୍ସ ନିମନ୍ତେ ଏକ ପ୍ରମୁଖ ପ୍ଲାଟଫର୍ମ ହୋଇ ରହିବ ଯାହାକି ଆଧୁନିକତମ ଯାନ୍ତ୍ରିକୀ କଳା ଏବଂ ଗ୍ରାହକ-ଆକର୍ଷଣୀୟ ସମାଧାନର ପ୍ରଦର୍ଶନକୁ ନେଇ ଆମେ ଭାରତର ନିର୍ମାଣ ଅଭିବୃଦ୍ଧି ଏବଂ ଖଣି ଖାଦାନର ପ୍ରାକୃତିକ ଦୃଶ୍ୟ ସମର୍ଥନ ନିମନ୍ତେ ଏହାକୁ ଆଣିପାରିବୁ । ଯେହେତୁ ସମଗ୍ର ଦେଶରେ ଭିତିଭୂମି କାର୍ଯ୍ୟକଳାପ ବହୁ ଅଧିକ ମାତ୍ରାରେ ଆଗକୁ ଗତି କରୁଛି, ଗ୍ରାହକ ଆବଶ୍ୟକକାରୀ ବିଶ୍ୱସନୀୟତା ଉଚ୍ଚ-ଉତ୍ପାଦନ ସାମର୍ଥ୍ୟତା ବର୍ଦ୍ଧିତ କାର୍ଯ୍ୟକାରୀ ଦକ୍ଷତା ଏବଂ ଲାଭକାରୀତାକୁ ପ୍ରଦାନ କରୁଅଛି । ଫ୍ଲାଗସିପ ପ୍ରାଇମା ୩୫୪୦ ଡ଼ଟକେର ଉପସ୍ଥାପନ ସହିତ, ଆମେ ଅତ୍ୟନ୍ତ ଗର୍ବର ସହିତ ସେହି ଗଭୀର-ଖଣି ଖାଦାନ ସେଗମେଂଟରେ ଏକ ଉଦ୍ଦେଶ୍ୟ-ସାଧନ ପ୍ରସ୍ତୁତକାରୀ ସମାଧାନ ସହିତ ଏହି ଅବସ୍ଥିତିରେ ରହିଥିବା ସବୁଠାରୁ ଅଧିକ ଯାନ୍ତ୍ରିକୀ ଚାହିଦାକୁ ନେଇ ଆମର ପ୍ରବେଶକୁ ଚିହ୍ନଟ କରିପାରିଛୁ । ପୁନର୍ବାର ସେହି ବ୍ୟବହାରକାରୀ ଚଳମାନତା ପାଇଁ ରହିଥିବା ଆମର ବଚନବଦ୍ଧତାକୁ ନେଇ, ଆମେ ଅତ୍ୟନ୍ତ ଉତ୍ସାହର ସହିତ ସେହି ପ୍ରାଇମା ଇ.୨୮କେର ଶୁଭାରମ୍ଭ କରିଛୁ, ଯାହାକି ଆମର ସମ୍ପୂର୍ଣ୍ଣ -ବୈଦ୍ୟୁତିକ ପ୍ରଥମ ଟିପ୍ପର ଅଟେ, ଯାହାକି ଶୂନ୍ୟ-ଘର୍ଷଣକାରୀ ଦକ୍ଷତା ପ୍ରଦାନ ପାଇଁ ଡ଼ିଜାଇନ ହୋଇଥିବା ବେଳେ ଆମର ଶକ୍ତି ଏବଂ ଉତ୍ପାଦନକାରୀତା ପାଇଁ ଏ ଦିଗରେ ଆମକୁ କୌଣସି ଆପୋଷ ସମାଧାନର ଆବଶ୍ୟକତା ନାହିଁ ।”
ଟାଟା ମୋଟର୍ସ ମଧ୍ୟ ଏହାର ବିସ୍ତୃତ ସମଷ୍ଟିଗତ ସମ୍ଭାରର ମଧ୍ୟ ଅନାବରଣ କରିଛି, ଯାହାକି ବିରାଟ ଯାନ୍ତ୍ରିକୀ ଏବଂ କ୍ରମାଗତ ଭାବେ ଏହାର ଅନୁମୋଦନକୁ ପାଥେୟ କରିପାରିଛି । ବିଶ୍ୱସନୀୟତା ଏବଂ ବହୁଦିନ ଧରି ଚାଲିପାରୁଥିବା ଦକ୍ଷତା ପାଇଁ ଡ଼ିଜାଇନ ହୋଇଥିବା ଏ ସମସ୍ତ ସମଷ୍ଟିଗତ ଏକ ବିସ୍ତୃତ ପ୍ରୟୋଗାତ୍ମକ ବର୍ଣ୍ଣାଳୀକୁ ସମସ୍ତ ନିର୍ମାଣକାରୀତା ଏବଂ ଭିତିଭୂମି କ୍ଷେତ୍ର ନିମନ୍ତେ ସମର୍ଥନ ପ୍ରଦାନ କରିଥାଏ ।
ଏହି ସମଷ୍ଟିଗତ ପୋର୍ଟଫୋଲିଓର ଅନାବରଣ ଅବସରରେ ବିକ୍ରମ ଅଗ୍ରୱଲ-ପ୍ରମୁଖ-ସ୍ପେୟାରର୍ସ ଆଣ୍ଡ ନନ୍‌-ଭେଇକୁଲାର ବିଜିନେସ, ଟାଟା ମୋଟର୍ସ ଲିଃ. କହିଛନ୍ତି, “ଏକ୍ସସନ ୨୦୨୫ ଠାରେ ଆମର ଏହି ସମଷ୍ଟିଗତତା ଟାଟା ମୋଟର୍ସର ବଚନବଦ୍ଧତାକୁ ପ୍ରତିଫଳିତ କରିବା ସହିତ କଠିନ, ବିଶ୍ୱସ୍ଥ ଏବଂ ଗ୍ରାହକ-କୈନ୍ଦ୍ରିକ ସମାଧାନ ପ୍ରଦାନ କରିବା ସହିତ ନିର୍ମାଣକାରୀ ଏବଂ ଭିତିଭୂମି ସେଗମେଂଟରେ ଏହା ନିରବଚ୍ଛିନ୍ନ କାର୍ଯ୍ୟ ଧାରାକୁ ଯଥାର୍ଥରେ ସମର୍ଥନ କରିଅଛି । ଆମର ନୂତନ ୧୫ କେଭିଏ ଏବଂ ୩୫ କେଭିଏ ଜେନସେଟ ଏବଂ ଏକ ପ୍ରସାରିତ ସିଇଭିବିଏସଭି ଶିଳ୍ପଉପଯୋଗୀ ଇଞ୍ଜିନର ଉପସ୍ଥାପନ ସହିତ, ଆମେ ଆମର ଦକ୍ଷତା, ସଠିକ୍ ସମୟ ଏବଂ କାର୍ଯ୍ୟକାରୀ ଦକ୍ଷତା ଉପରେ ଦୃଷ୍ଟିକାରୀତାକୁ ଆହୁରି ମଜବୁତ କରିପାରିଛୁ । ଆମେ ଆମର ପୋର୍ଟଫୋଲିଓ ସହିତ ବୁଦ୍ଧି ଜାରିରଖି ଆମର ଗ୍ରାହକ ଆମେ ଅବିରତ ଭାବରେ ଆମର ପୋର୍ଟଫୋଲିଓ ବୁଦ୍ଧି ସହିତ ସେହି ଜିନିଷ ଗୁଡ଼ିକୁ ପ୍ରଦାନ କରିଛୁ ଯାହାକି ଆମର ଗ୍ରାହକ ମାନଙ୍କର କାର୍ଯ୍ୟକାରୀ ଦକ୍ଷତା, ଉତ୍ପାଦନକାରୀ ତଥା ଭବିଷ୍ୟତ-ପ୍ରସ୍ତୁତକାରୀତାକୁ ଜାରି ରଖିଛି ।”
ଟାଟା ପ୍ରାଇମା ୩୫୪୦.କେ ଅଟୋସିଫ୍ଟ: ବ୍ୟୁମିନସ ୮.୫ଲି କ୍ଷମତାଯୁକ୍ତ ଇଞ୍ଜିନ ଦ୍ୱାରା ଏହା ୩୭୫ଏଚପି ଏବଂ ୧୮୦୦ ଏନଏମ ପ୍ରଦାନ କରିଥାଏ ଗଭୀରତମ ଖଣି କାର୍ଯ୍ୟ ପରିଚାଳନା ପାଇଁ ଯାହା ସହିତ ରହିଛି ଉଚ୍ଚମାନର ଇନ୍ଧନ ସଂଚୟକାରୀ ତଥା ବିଶ୍ୱସନୀୟତା । ଏହାର ୧୨-ସ୍ପିଡ଼ଯୁକ୍ତ ଏଏମଟି ତ୍ରୁଟିଶୂନ୍ୟ କାର୍ଯ୍ୟଦକ୍ଷତା ସୁନିଶ୍ଚିତ କରିବା ସହିତ ଏଥିରେ ରହିଛି ବିଶେଷତ୍ୱ ଧାରୀ ଏକ ପ୍ରିମିୟମ କ୍ୟାବିନ ଏବଂ ଆଧୁନିକତମ ସୁରକ୍ଷାକରୀତା ଅଧିକ ପସନ୍ଦକାରୀ ଭାରୀଯାନ -ପ୍ରୟୋଗକାରୀତା ।
ଟାଟା ମୋଟର୍ସ କମର୍ସିଆଲ ଭେଇକିଲ ସମ୍ପୂର୍ଣ୍ଣ ସେବା ୨.୦ ପଦକ୍ଷେପ ଅଧିନରେ ଏକ ବିରାଟକାୟ ମୂଲ୍ୟଯୁକ୍ତ ସେବା ସମର୍ଥନକାରୀତା ଦ୍ୱାରା ବିସ୍ତୃତ ଜୀବନଚକ୍ର ଜନିତ ପରିଚାଳନାକୁ ସବୁଠାରୁ ଅଧିକ ଗ୍ରାହକ ସମୟାନୁବର୍ତିତା ତଥା ଦକ୍ଷତାକୁ ପ୍ରଦାନ କରିଛି । ଏହା ପୁନର୍ବାର ଫ୍ଲିଟଏଜକୁ ମଜବୁତ କରିବା ସଙ୍ଗେ ସଙ୍ଗେ, ଟାଟା ମୋଟର୍ସର ରହିଥିବା ପରବର୍ତି ପୀଢ଼ି ଡ଼ିଜିଟାଲ ଯାହାକି ସ୍ମାର୍ଟ ଫ୍ଲିଟ ପରିଚାଳନାକୁ ସକ୍ଷମ କରିଥାଏ ଏହାର ସମୟାନୁକ୍ରମିକତା ତଥା ସମୁଦାୟ ମାଲିକାନା ଖର୍ଚ୍ଚରେ ଯଥେଷ୍ଟ ପରିବର୍ତନ କରିଏହାକୁ ୨୪୍‍୭ ସହାୟତାକାରୀ ଏକ ମାପଦଣ୍ଡ ସହିତ ଭାରତର ସବୁଠାରୁ ଅଧିକ ବ୍ୟାପକ ସେବା ନେଟୱାର୍କ ଜରିଆରେ ସମସ୍ତଙ୍କ ପାଖରେ ଅତି ସୁନ୍ଦର ଏବଂ ସୁଗମ ଭାବରେ ଉପସ୍ଥାପିତ କରିପାରିଛି ।

Khansweb Solution Bhubaneswar

Comments are closed.