banner
Breaking

ଆଇଓଏସ ଉପକରଣଗୁଡ଼ିକ ଫିସିଂ ଆକ୍ରମଣ ପାଇଁ ଅଧିକ ବିପଦଯୁକ୍ତ: ଲୁକ୍‌ଆଉଟ

8

ଆଧାରିତ ଲୁକ୍‌ଆଉଟ, ଏକ ତଥ୍ୟ-କୈନ୍ଦ୍ରିକ କ୍ଲାଉଡ ଼ସୁରକ୍ଷା ପ୍ରଦାନକାରୀ କମ୍ପାନୀ, ସଦ୍ୟ ପ୍ରକାଶିତ ଏକ ଅଧ୍ୟୟନରେ କହିଛି ଯେ, ଆଣ୍ଡ୍ରୋଏଡ଼୍ ତୁଳନାରେ ଏହି ଫିସିଂ ଏବଂ ୱେବଯୁକ୍ତ ଆକ୍ରମଣ ଦ୍ୱାରା ଆଇଓଏସ ଉପକରଣ ଗୁଡ଼ିକ ଅଧିକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥାଏ । ଏହି ସର୍ଭେ କ୍ୟାଲେଣ୍ଡର ବର୍ଷ (୨୦୨୪)ର ତୃତୀୟ ତ୍ରୈମାସିକ (ଜୁଲାଇ-ଅଗଷ୍ଟ)କୁ ସମ୍ପୂର୍ଣ୍ଣ ଭାବରେ ଆଚ୍ଛାଦିତ କରିଛି ।
ଲୁକ୍‌ଆଉଟ ଥ୍ରେଟଲାବର ଅନୁସନ୍ଧାନକାରୀମାନେ କେତେଗୁଡ଼ିଏ ବିଶେଷ ପ୍ରସଙ୍ଗକୁ ଉଲ୍ଲେଖ କରିଛନ୍ତି ଯାହା ମଧ୍ୟରେ ରହିଛି, ଉଦ୍ୟୋଗୀ ଆକର୍ଷଣକାରୀ କୃତିତ୍ୱ ନିଦର୍ଶନର ୧୭% ଚୋରୀ ବୃଦ୍ଧି ତଥା ଶେଷ ତ୍ରୈମାସିକର ଏହାକୁ ଫିସିଂ କରିବାର ଉଦ୍ୟମ, ମନ୍ଦ ଉଦ୍ଦେଶ୍ୟକାରୀ ଆପ୍ ଚିହ୍ନଟକାରୀ ସଂଖ୍ୟାରେ ୩୨% ବୃଦ୍ଧି ତଥା ଅତି କୌତୁହଳର ବିଷୟ ମଧ୍ୟରେ ରହିଛି ଏହି ଆଇଓଏସ ଉପକରଣଗୁଡ଼ିକ ଅଧିକ ମାତ୍ରାରେ ଫିସିଂ ଏବଂ ୱେବଯୁକ୍ତ ଆକ୍ରମଣ ଦ୍ୱାରା ଶିକାର ହେବା ।
ଲୁକ୍‌ଆଉଟ୍ ମୁତାବକ, ୨୦୨୪ର ପ୍ରଥମ ତ୍ରୈମାସିକରେ ୧୯% ଉଦ୍ୟୋଗୀ ବ୍ୟବହାରକାରୀ ଆଇଓଏସ ଉପକରଣଯୁକ୍ତ ଅନ୍ତତଃ ଗୋଟିଏ ମୋବାଇଲ ଏହି ଫିସିଂ ଆକ୍ରମଣର ଶିକାର ହୋଇଛନ୍ତି । ଅପରପକ୍ଷରେ ତୁଳନାତ୍ମକ ଭାବରେ ସମ୍ପୂର୍ଣ୍ଣ ଛବି ଆଣ୍ଡ୍ରୋଏଡ଼ ଉପକରଣ କ୍ଷେତ୍ରରେ ମାତ୍ର ୧୦.୯% ରହିଛି ଯାହା କମ୍ପାନୀ ମତବ୍ୟକ୍ତ କରିଛି ।
ସାଇବର ଅପରାଧି ଗୋଷ୍ଠୀମାନଙ୍କ ଆଧୁନିକତମ କୌଶଳ ତଥା ଟାର୍ଗେଟକୁ ନେଇ ମୋବାଇଲ ଆକ୍ରମଣର ଏହି ଭୌଗୋଳିକ ସ୍ଥିତି ଅତି ଉଦ୍‌ବେଗଜନକ ଭାବରେ ସେମାନଙ୍କର ପ୍ରାରମ୍ଭିକ ସ୍ତରରେ ବିକାଶ ତଥା ବୃଦ୍ଧି ପାଇବାରେ ଲାଗିଛି, ଲୁକ୍‌ଆଉଟ ନିଜର ମତବ୍ୟକ୍ତ କରି କହିଛି ।
ଅତିରିକ୍ତ ଭାବରେ ଲୁକ୍‌ଆଉଟ ଥ୍ରେଟଲାବରେ କାର୍ଯ୍ୟରତ ଅନୁସନ୍ଧାନକାରୀମାନେ ନିକଟରେ ଦୁଇଟି ଅତ୍ୟନ୍ତ ବିପଦଯୁକ୍ତ ମୋବାଇଲ ସର୍ଭେଲାନ୍ସ ୱେର ପରିବାରକୁ ଖୋଜି ପାଇଛନ୍ତି ଯେଉଁମାନେକି କିଛି ସମୟ ଧରି ଏହି ଟ୍ରାକିଂ କାର୍ଯ୍ୟକଳାପରେ ରହିଛନ୍ତି । ଏହି ଦୁଇଟି ପରିବାର/ ଚୀନ ଏବଂ ଋଷିଆରେ ଅବସ୍ଥାପିତ ଆଡ଼ଭାନ୍ସଡ଼ ପରସିସଟେଂଟ ଥ୍ରେଟ (ଏପିଟି) ଗୋଷ୍ଠୀ ଦ୍ୱାରା ପରିଚାଳିତ ।
ଲୁକ୍‌ଆଉଟ ଆହୁରି ମଧ୍ୟ ମତବ୍ୟକ୍ତ କରି କହିଛି ଯେ, ଏହା ୨୨୦ ମିଲିୟନ ଉପକରଣ ସମୂହ, ୩୬୦ ମିଲିୟନ ଆପ୍ସ ତଥା ବିଲିୟନରୁ ଅଧିକ ୱେବ ସାମଗ୍ରୀକୁ ନେଇ ଏକ ଶିଳ୍ପ-ଅଗ୍ରଣୀ ଏଆଇ ପରିଚାଳିତ ଡ଼ାଟା ସେଟକୁ ଆଗେଇ ନେଇ ପାରିଛି ଯାହାକି ପ୍ରତିଷ୍ଠାନ ଗୁଡ଼ିକୁ ବିଶ୍ୱସ୍ତରରେ ଖୁବ୍ ଭଲ ଭାବରେ ପରିଚିତ କରାଇବା ସହିତ, ଅତ୍ୟନ୍ତ ଉପଯୋଗୀ ତଥା ମହତ୍ୱପୂର୍ଣ୍ଣ ସୁରକ୍ଷା ସମ୍ପର୍କିତ ତଥ୍ୟ ଗୁଡ଼ିକୁ ଶିଳ୍ପ ତଥା ଭୌଗୋଳିକ ଆଧାରରେ ଏହି ତଥ୍ୟକୁ ମୋବାଇଲ ଧମକରୁ ସୁରକ୍ଷା ପ୍ରଦାନ କରିବା ସହିତ ସେହି ମୋବାଇଲ ଗୁଡ଼ିକୁ ଅଶ୍ଳିଳତାର ବିପଦଯୁକ୍ତ ଉପସ୍ଥିତି ତଥା ସର୍ବୋପରି ଉଦ୍ୟୋଗ କ୍ଷେତ୍ରରେ ସେମାନଙ୍କର ସର୍ବଶ୍ରେଷ୍ଠ ଏବଂ ଶେଷ ସୁରକ୍ଷା ସମ୍ପର୍କିତ ପଦକ୍ଷେପ ଗୁଡ଼ିକୁ ଅତ୍ୟନ୍ତ କୌଶଳପୂର୍ଣ୍ଣ ଭାବରେ ପରିଚାଳନା କରିବା ପାଇଁ ସମନ୍ୱିତ ଏସଆଇଇଏମ, ଏସଓଏଆର ବା ଏକ୍ସଡ଼ିଆର ଜରିଆରେଏହାକୁ ଅଧିକ ସଫଳ କରିପାରିଛି ।

Khansweb Solution Bhubaneswar
8 Comments
  1. jl18login says

    JL18Login! Okay, okay, never heard of it before, but might be worth checking out. Anything new is worth a shot, right? Go take a look at jl18login!

  2. jljl99app says

    Anyone using the jljl99app? How’s the mobile experience? Is it buggy or smooth sailing? Mobile is key these days, so just curious! jljl99app

  3. sz777jiliapp says

    Just tried sz777jiliapp and I’m impressed. Everything loaded quickly, and found what I needed without any hassle. Check it out for yourself: sz777jiliapp

  4. superrush says

    Superrush is a great way to unwind! It’s worth a try with so many possibilities to win. This is really a top game. Stop reading and start playing superrush

  5. betvnapp says

    Betvnapp is pretty convenient if you’re betting on the go. The app is smooth, and it’s easy to find what you’re looking for. Give it a try if you’re into mobile betting. Download here: betvnapp

  6. whinph says

    Just gave whinph a look. Honestly, it is not the best one, and not too bad either, it’s just ok. But I think it still worth a look. Try it out!

  7. five88vin says

    Played at five88vin last night. Had some ups and downs, ya know how it goes! Site’s easy to navigate. Withdrawals were smooth, which is always a plus in my book.

  8. ddwin says

    DDwin is a solid choice. Registration was easy, and they have some fun promos running. I’m enjoying the experience so far! Take a peek: ddwin

Leave A Reply

Your email address will not be published.