banner
Breaking

ନୀଳାଦ୍ରି ବିହାର ଦୁର୍ଗାପୂଜା ପାଇଁ ମାଟି ଅନୁକୂଳ

0

ଭୁବନେଶ୍ୱର ପବିତ୍ର ଜନ୍ମାଷ୍ଟମୀ ତିଥିରେ ନୀଳାଦ୍ରି ବିହାର ଆବାସିକ ସଂଘ ପକ୍ଷରୁ ସାର୍ବଜନୀନ ଦୁର୍ଗାପୂଜା ପାଇଁ କୁଆଖାଇ ନଦୀ ପଠାରୁ ମାଙ୍କ ମୃଣ୍ମୟ ମୂର୍ତ୍ତି ନିର୍ମାଣ ନିମନ୍ତେ ମାଟି ଅନୁକୂଳ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଦୁର୍ଗାପୂଜା କମିଟିର ଅଧ୍ୟକ୍ଷା ରଶ୍ମି ରେଖା ଜେନାଙ୍କ ନେତୃତ୍ବରେ କୁଆଖାଇ ନଦୀ ପଠାରେ ଯଥାବିଧି, ରୀତିନୀତି ଅନୁସାରେ ପୁଜା ସମ୍ପର୍ଣ୍ଣ କରାଯାଇ ମାଟି ଅନୁକୂଳ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଦୁର୍ଗାପୂଜା କମିଟିର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.