banner
Breaking

ପୁଣି ଜେରା ହେବେ ଅର୍ଚ୍ଚନା ଦମ୍ପତି

1

ଭୁବନେଶ୍ୱର : ବହୁଚର୍ଚ୍ଚିତ ମହିଳା ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ ମାମଲାରେ ଇଡି ତଦନ୍ତ ଚଳାଇଛି। ତେବେ ଡିଜିଟାଲ ଏଭିଡେନ୍ସ ପାଇବା ବୁଧବାର ଇଡି ଅର୍ଚ୍ଚନାଙ୍କୁ ଜେଲ ଭିତରେ ଜେରା କରିବ। ଏଥିପାଇଁ ମଙ୍ଗଳବାର କୋର୍ଟ ଇଡିକୁ ଅନୁମତି ଦେଇଥିଲେ। ସେହିପରି ଗୁରୁବାର ଅର୍ଚ୍ଚନାଙ୍କ ବିଜନେସ ପାର୍ଟନର ଖଗେଶ୍ୱରଙ୍କୁ ଜେଲ ଭିତରେ ଇଡି ଜେରା କରିବ ବୋଲି ଜଣାପଡିଛି।

Khansweb Solution Bhubaneswar
1 Comment
  1. mitolyn says

    **mitolyn**

    Mitolyn is a carefully developed, plant-based formula created to help support metabolic efficiency and encourage healthy, lasting weight management.

Leave A Reply

Your email address will not be published.