Breaking
କୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକ
Browsing Category
ଜିଲ୍ଲା
ନିଆରା ଢଙ୍ଗରେ ପାଳିଲେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ
ଭୁବନେଶ୍ୱର ; ଉତ୍ତର ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ବିଏମସି ୧୨ ନମ୍ବର ଓାର୍ଡର କାଳି ମନ୍ଦିର ଠାରେ ନିଆରା ଢଙ୍ଗରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି ।
ଭୁବନେଶ୍ୱର ଜିଲ୍ଲା ସମ୍ପାଦକ ପ୍ରଶନ୍ନ କୁମାର ସାହୁଙ୍କ ଦ୍ବାରା ଆୟୋଜିତ ଏବଂ ନବ ନିର୍ବାଚିତ…
Read More...
Read More...
ଓମ୍ରାର ୩୫ ତମ ବାର୍ଷିକ ଉତ୍ସବ
ଓମ୍ରାର ୩୫ତମ ବାର୍ଷିକ ଉବ
ଭୁବନେଶ୍ୱର : ଓଡିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓଡିଶା ଭେଷଜ ଗବେଷଣା ଓ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନର ୩୫ ତମ ବାର୍ଷିକ ଉତ୍ସବ, ଭାରତୀୟ ଚିକିକ ସଂଘ ଓଡିଶା ଶାଖାର ସଭାକକ୍ଷରେ ଅୁନଷ୍ଠିତ ହୋଇଯାଇଛି ।
ଓମ୍ରାର ସଭାପତି ଡଃ ଚିତ୍ତରଞ୍ଜନ ମିଶ୍ରଙ୍କର…
Read More...
Read More...
ଶ୍ରୀରାମଜୀ ଟ୍ରଷ୍ଟ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର
ଭୁବନେଶ୍ବର : ପବିତ୍ର ଶ୍ରୀରାମ ନବମୀ ଅବସରରେ ଶ୍ରୀରାମଜୀ ଟ୍ରଷ୍ଟ ପକ୍ଷରୁ ନେତ୍ରମ୍ ଚକ୍ଷୁ ଚିକିତ୍ସାଳୟ ସହଯୋଗରେ ନୀଳାଦ୍ରି ବିହାର ସ୍ଥିତ ଚନ୍ଦ୍ରାଲୋକ ମାର୍କେଟ ଠାରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଟ୍ରଷ୍ଟର ସଭାପତି ଆଶିଷ କୁମାର ପାତ୍ର(ଜଗୁ) ଙ୍କ…
Read More...
Read More...
ନୀଳାଦ୍ରି ବିହାରରେ ମହାବୀର ଜୟନ୍ତୀ ପାଳିତ
ଭୁବନେଶ୍ବର : ମହାବିଷୁଭ ସ°କ୍ରାନ୍ତି ଅବସରରେ ନୀଳାଦ୍ରି ବିହାର ସ୍ଥିତ ସେକ୍ଟର ୨ ହନୁମାନ ମନ୍ଦିରରେ ମହାବୀର ଜୟନ୍ତୀ ସମ୍ପୁର୍ଣ୍ଣ ଆଧ୍ୟାତ୍ମିକ ପରିବେଶରେ ପାଳିତ ହୋଇଯାଇଛି। ଆସନ୍ତା କାଲି ସନ୍ଧ୍ୟାରେ ଯଥାବିଧି ରୀତିନୀତି ଅନୁସାରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଆଜି ସକାଳୁ…
Read More...
Read More...
ସ୍ବଚ୍ଛ ଓ ସୁନ୍ଦର ରାଜଧାନୀ ପାଇଁ ସମସ୍ତଙ୍କ ଉଦ୍ୟମ ଜାରି ରହୁ : ପୁରନ୍ଦର ନନ୍ଦ
ଭୁବନେଶ୍ୱର : ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ଉତ୍ତର ଜୋନ୍ ବିଏମ୍ସି ପକ୍ଷରୁ ୧୨ନଂ ୱାର୍ଡର କମୁନିଟି ସେଣ୍ଟରଠାରେ ରାଜଧାନୀ ପ୍ରତିଷ୍ଠା ଦିବସ ଉତ୍ସବ ମହା ସମାରୋହରେ ପାଳିତ ହୋଇ ଯାଇଛି ।
ୱାର୍ଡ ଅଧିକାରୀ ରବିନାରାୟଣ ମିଶ୍ରଙ୍କ ସବାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ…
Read More...
Read More...
ଅଖଣ୍ଡ ଭାଇଚାରାରେ ପାଳିତ ହେଉଛି ବାସନ୍ତୀକ ଦୁର୍ଗାପୂଜା
ଯାଜପୁର,୧୦/୪ ମା ବାସନ୍ତୀକ ସା°ସ୍କୃତିକ ପରିଷଦ ପକ୍ଷରୁ ରାଉତସାହି ଗ୍ରାମରେ ବାସନ୍ତୀକ ଦୁର୍ଗାପୂଜା ମହାସମାରୋହରେ ପାଳିତ ହେଉଛି। ଆଜି ମା ଙ୍କର ମହାନବମୀ ପୂଜା। ଗୁରୁବାର ଦିନ ଷଷ୍ଠି ଥିବାରୁ ମା ଙ୍କର ବେଲ୍ବ ବରଣ ପୂଜା ଅନୁଷ୍ଠିତ ହୋଇଥିଲା। ଶୁକ୍ରବାର ସପ୍ତମୀ ଦିନ ସକାଳୁ ଗାଁର ସମସ୍ତ…
Read More...
Read More...
ଜୟଦେବ ବିହାରରେ ଓଲଟିଲା ବସ୍
ଭୁବନେଶ୍ୱର,୮ା୪(ବ୍ୟୁରୋ): ଜୟଦେବ ବିହାର ଓଭର ବ୍ରିଜ୍ ତଳେ ଶୁକ୍ରବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଡିଭାଇଡରରେ ପିଟି ହୋଇ ବସ୍ଟି ଓଲଟି ପଡ଼ିଛି। ଫଳରେ ଏଥିରେ ଥିବା କିଛି ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।…
Read More...
Read More...
ଗୁଣ୍ଠି କୁଆଖିଆ ପାଣି ପାଇଁ ଡହଳ ବିକଳ
ପଟ୍ଟାମୁଣ୍ଡାଇ,୮ା୪(ବ୍ୟୁରୋ): ରାଜ୍ୟ ସରକାର ପ୍ରତି ପରିବାରକୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା କ୍ଷେତ୍ରରେ ଗୁରୁତ୍ୱ ଦେଉଛନ୍ତି। ଏଥିଲାଗି ପ୍ରକଳ୍ପ ନିର୍ମାଣ ନିମନ୍ତେ ଅର୍ଥ ମଞ୍ଜୁର ହେଉଛି। ମାତ୍ର ଦାୟିତ୍ୱରେ ଥିବା ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳା ଓ ଠିକାଦାରଙ୍କ ମନମୁଖି…
Read More...
Read More...
ସୁରକ୍ଷା ପକ୍ଷରୁ ଜଳସେବା କେନ୍ଦ୍ର ଉଦ୍ଘାଟିତ
ଭୁବନେଶ୍ୱର,୭/୪ (ବ୍ୟୁରୋ): ରାଜଧାନୀର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସୁରକ୍ଷା’ ଓ
ଭୁବନେଶ୍ୱର ମହାନଗର ନିଗମର ମିଳିତ ସହଯୋଗ କ୍ରମେ ଆଜି ୧୪ ନମ୍ବର ଓ୍ବାର୍ଡର ଲୁମ୍ବିନୀ ବିହାରସ୍ଥିତ
ପ୍ରୋଜେକ୍ଟ ୱାଟର ପରିସରରେ ଜଳସେବା କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି ।
ଏହି…
Read More...
Read More...
କଟକ ମେୟର ଭାବେ ଶପଥ ଗ୍ରହଣ କଲେ ସୁବାସ ସି°
କଟକ: ମହାନଗର ନିଗମ ମେୟର ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି ସୁବାସ ସିଂ । ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶକ ତାଙ୍କୁ ଶପଥ ପାଠ କରାଇଛନ୍ତି । ଏହା ସହ ସମସ୍ତ କର୍ପୋରେଟର ମଧ୍ୟ ଶପଥ ଗ୍ରହଣ କରିଛନ୍ତି ।
କଟକର ନୂଆ ମେୟର ଭାବେ ସୁବାସ ସିଂ ବିଜୟୀ ହୋଇଛନ୍ତି । ନିକଟତମ ପ୍ରତିଦ୍ୱନ୍ଦ୍ୱୀ…
Read More...
Read More...