banner
Breaking

ଦେଶର ଫେସନେବଲ୍ ବ୍ରାଣ୍ଡ ଏବେ ଭୁବନେଶ୍ୱରରେ

0

ଭୁବନେଶ୍ୱର : ଚଳିତ ବର୍ଷ ଭୁବନେଶ୍ୱରର ଫେସନ ପ୍ରମୀମାନଙ୍କ ପାଇଁ ଆନନ୍ଦର ଏକ କାରଣ ରହିଛି ।
ୟୁରୋପିଆନ ଫେସନ ବ୍ରାଣ୍ଡ ଜ୍ୟାକ୍ ଆଣ୍ଡ ଜୋନ୍‌ସ, ଭେରୋ ମୋଡା, ଓନ୍‌ଲି ଓ ସିଲେକ୍‌ଟେଡ୍ ହୋମ୍ ସହରରେ ଏକ ବ୍ରାଣ୍ଡ
ନ୍ୟୁ ଷ୍ଟୋରର ଶୁଭାରମ୍ଭ କରିଛନ୍ତି । ଏହି ନୂତନ ମଲ୍‌ଟି-ବ୍ରାଣ୍ଡ ଷ୍ଟୋରଟି କିଟ୍ ଛକ, ପଟିଆ ଠାରେ ୨୫୫୦ ବର୍ଗଫୁଟ୍ ସ୍ଥାନରେ
ପରିବ୍ୟାପ୍ତ ରହିଛି । ଏଠାରେ ଲୋକପ୍ରିୟ ବ୍ରାଣ୍ଡର ରେଡି-ଟୁ-ଉୟର କଲେକ୍‌ସନର ସମ୍ପୂର୍ଣ୍ଣ ସମ୍ଭାର ରହିଛି । ଗ୍ଲୋବାଲ୍ ଷ୍ଟାଇଲ୍
ଓ ନୂତନ ଟ୍ରେଣ୍ଡ ସହିତ ଭୁବନେଶ୍ୱରରେ ଥିବା ଫେସନ ପ୍ରେମୀମାନଙ୍କ ଆବଶ୍ୟକତାକୁ ଏହା ନିଶ୍ଚିତ ଭାବରେ ପୁରଣ କରିବ ।
ଭେରୋ ମୋଡା ରେ ରହିଛି ନୂତନ ସ୍ପ୍ରିଙ୍ଗ ସମର ୨୨ ଯେଉଁଥିରେ ବିଭିନ୍ନ ଡିଜାଇନର ଡ୍ରେସ, ଷ୍ଟେଟମେଣ୍ଟ ପାର୍ଟି ଆଉଟଫିଟ୍‌,
ଆଧୁନିକ ୱାର୍କଉୟର ପିସ୍ ଓ ଆହୁରି ଅନେକ ଡିଜାଇନ୍ ରହିଛି ଯାହାକୁ ଫେସନ ପ୍ରେମୀ ମହିଳାମାନେ ନିଶ୍ଚିତ ଭାବରେ
ପସନ୍ଦ କରିବେ ।
ଓନ୍‌ଲି ର ନୂତନ କଲେକ୍‌ସନରେ ଡେନିମ୍‌, ଚିକ୍ ସେପାରେଟ୍ ଓ ଲିମିଟେଡ୍ ଏଡିସନ ପୋଷାକମାନ ରହିଛି ।
ଜ୍ୟାକ୍ ଆଣ୍ଡ ଜୋନ୍‌ସ ର ପୁରୁଷ ପରିଧାନ ସମଗ୍ରୀର ସମ୍ଭାର ମଧ୍ୟରେ ଅନ୍ତର୍ଭୁକ୍ତ ରହିଛି କାଜୁଆଲ୍ ଉୟର, ସ୍ମାର୍ଟ ଫର୍ମାଲ୍‌,
ଡେନିମ୍ କଲେକ୍‌ସନ, ଲାଉଞ୍ଜଉୟର, ଫୁଟଉୟର ଓ ଆକ୍‌ସେସୋରିଜ୍ ଇତ୍ୟାଦି।
ପ୍ରିମିୟମ ମେନ୍‌ଉୟର ବ୍ରାଣ୍ଡ ସିଲେକ୍‌ଟେଡ୍ ହୋମ୍ ରେ ରହିଛି କ୍ଲାସିକ୍ ଟେଲର୍‌ଡ ପିସ, ଫର୍ମାଲ୍ ସାର୍ଟ, ସାପର୍ ସୁଟ୍ ର ସିଗନେଚର ରେଞ୍ଜ ।
ଯୁବକ ତଥା ଫେସନେବଲ୍ ପିଲାମାନଙ୍କର ନୂତନ ଆବଶ୍ୟକତାକୁ ପୁରଣ କରିବା ସହିତ ଏହି ଷ୍ଟୋରରେ ଜ୍ୟାକ୍ ଆଣ୍ଡ
ଜୋନ୍‌ସ ଜୁନିୟର ବ୍ରାଣ୍ଡ ରହିଛି ଯାହାକି ଉଚ୍ଚ ମାନର କିଡ୍‌ସପରିଧାନ ପିସ ଯଥା ଉବର-କୁଲ୍ ଗ୍ରାଫିକ୍ ଟି-ସାର୍ଟ, ଡେନିମ୍‌ସ,
ସାର୍ଟସ, ଆରାମଦାୟକ ଜଗର୍ସ, ସର୍ଟସ ଓ ଆହୁରି ଅନେକ ପୋଷାକ ପ୍ରଦାନ କରୁଛି ।

Khansweb Solution Bhubaneswar

Leave A Reply

Your email address will not be published.