banner
Breaking

ଭୁବନେଶ୍ୱରରେ ମିତସୁବିଶି ଇଲେକ୍ଟ୍ରିକ ଇଣ୍ଡିଆର ଏକ୍ସକ୍ଲୁସିଭ ଶୋରୁମ ଉଦଘାଟିତ

5

ଭୁବନେଶ୍ୱର: ବିଶ୍ୱର ପ୍ରମୁଖ ଏୟାର କଣ୍ଡିସନର ଉତ୍ପାଦକ ମିତସୁବିଶି ଇଲେକ୍ଟ୍ରିକ୍‌, ଏବେ ଓଡିଶାର ଭୁବନେଶ୍ୱରରେ ଏହାର ଏକ୍ସକ୍ଲୁସିଭ୍ ଶୋରୁମ “କୁଲିଂ ପ୍ଲାନେଟ’ର ଶୁଭାରମ୍ଭ କରିଛି। ଏହି ନୂଆ ଶୋରୁମ ଏସ ଆର ରେଫ୍ରିଜରେଶନ, ଲେନ୍‌-୨, ଡିଷ୍ଟ୍ରିକ୍ଟ ସେଂଟର ଚନ୍ଦ୍ରଶେଖରପୁରରେ ଅବସ୍ଥିତ। ଏହି ଅବସରରେ ମିତସୁବିଶି ଇଲେକ୍ଟ୍ରିକ୍ ଇଣ୍ଡିଆ, ଲିଭିଂ ଏନଭାରମେଂଟ- ପୂର୍ବ ଭାରତ ମୁଖ୍ୟ ଶ୍ରୀ ମନୀଷ ଚୌଧୁରୀ ଏବଂ ଏଲଇ ଡିଭିଜନ ବ୍ୟବସାୟ ପରିଚାଳନା ମୁଖ୍ୟ ଶ୍ରୀ ନାଓହିକୋ ହୋସୋକାୱା ମିଳିତ ଭାବେ ଏହି ଶୋରୁମର ଉଦଘାଟନ କରିଛନ୍ତି।

ଏହି ଅବସରରେ ଶ୍ରୀ ହୋସୋକାୱା ଗୁରୁତ୍ୱାରୋପ କରି କହିଥିଲେ ଯେ ମିତସୁବିଶି ଇଲେକ୍ଟ୍ରିକ୍ ଏହାର ଉତ୍କୃଷ୍ଟ ଗୁଣବତା ଏବଂ ପ୍ରମୁଖ ଭାରତୀୟ ସହରଗୁଡ଼ିକରେ ବ୍ୟାପକ ଉପସ୍ଥିତି ପାଇଁ ବିଶ୍ୱ ସ୍ତରରେ ପ୍ରସିଦ୍ଧ। “ଆମେ ଭୁବନେଶ୍ୱରରେ ଆମର ସମ୍ପୂର୍ଣ୍ଣ ରେଞ୍ଜର ଏୟାର କଣ୍ଡିସନର ଆଣିବାକୁ ନେଇ ଆନନ୍ଦିତ, ଯାହା ଏଠାକାର ଗ୍ରାହକମାନଙ୍କୁ ଆମର ବିଶ୍ୱସ୍ତରୀୟ ଉତ୍ପାଦଗୁଡ଼ିକୁ ଅନୁଭବ କରିବାର ସୁଯୋଗ ଦେଉଛି,” ବୋଲି ସେ କହିଥିଲେ।

ବିକ୍ରୟ ପରେ ସର୍ବୋତମ ସେବା ସୁନିଶ୍ଚିତ କରିବା ପାଇଁ ମିତସୁବିଶି ଇଲେକ୍ଟ୍ରିକ୍ ଭୁବନେଶ୍ୱର ରେ ଦୁଇଟି ସର୍ଭିସ ସେଂଟର ମଧ୍ୟ ଆରମ୍ଭ କରିଛି। ଏହି ଶୋରୁମରେ ୱିଣ୍ଡୋ ଏ.ସି., ସ୍ପ୍ଲିଟ୍ ଏ.ସି. ଓ ଭି.ଆର.ଏଫ୍‌.(ଭାରିଏବଲ ରେଫ୍ରିଜେରେଟର ଫ୍ଲୋ) ସିଷ୍ଟମ ସମେତ ମିତସୁବିଶି ପ୍ରଡକ୍ଟ ଗୁଡିକର ସମ୍ପୂର୍ଣ୍ଣ ରେଞ୍ଜ ଦେଖିବାକୁ ମିଳିବ। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଓଡିଶା ଅପରେସନ ହେଡ ଶ୍ରୀ ଅମିର ହସନ ମଧ୍ୟ ଉପସ୍ଥିତ ଥିଲେ।

Khansweb Solution Bhubaneswar
5 Comments
  1. 111bet says

    Spotted 111bet mentioned on a forum, decided to give it a try. Decent odds and a nice sign-up bonus. Not complaining! Have a look yourself: 111bet

  2. cardtime says

    Slots are so much fun, but security is key! Seeing platforms like CardTime prioritize things like 2FA & quick registration is great. Check out the cardtime download apk for a streamlined experience – easy PHP deposits too! 👍

  3. jl33 says

    Smart bankroll management is key, especially with so many options now! Seeing platforms like JL33 prioritize PAGCOR compliance & easy deposits (even crypto!) is good. Always verify, though – is jl33 legit? Responsible gaming first! 😉

  4. beephcasino says

    That’s a solid take on the changing landscape of online gaming in the Philippines! Seeing platforms like bee ph casino prioritize localized options & security is key for building trust with players. It’s good to see responsible gaming emphasized too!

  5. dpbosslogin says

    DPbosslogin seems pretty slick for what it is. If you know, you know, right? Easy to navigate, and gets the job done. Don’t say I sent you but give it a try: dpbosslogin

Leave A Reply

Your email address will not be published.