banner
Breaking

କଟକ ମେୟର ଭାବେ ଶପଥ ଗ୍ରହଣ କଲେ ସୁବାସ ସି°

କଟକ: ମହାନଗର ନିଗମ ମେୟର ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି ସୁବାସ ସିଂ । ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶକ ତାଙ୍କୁ ଶପଥ ପାଠ କରାଇଛନ୍ତି । ଏହା ସହ ସମସ୍ତ କର୍ପୋରେଟର ମଧ୍ୟ ଶପଥ ଗ୍ରହଣ କରିଛନ୍ତି । କଟକର ନୂଆ ମେୟର ଭାବେ ସୁବାସ ସିଂ ବିଜୟୀ ହୋଇଛନ୍ତି । ନିକଟତମ ପ୍ରତିଦ୍ୱନ୍ଦ୍ୱୀ…
Read More...

ଆଜି ଖୋର୍ଦ୍ଧା ପୌର ପରିଷଦ ଉପାଧ୍ୟକ୍ଷ ନିର୍ବାଚନ

ଖୋର୍ଦ୍ଧା,୭ା୪ : ଖୋର୍ଦ୍ଧା ପୌର ପରିଷଦ ଉପାଧ୍ୟକ୍ଷ ପାଇଁ ଗୁରୁବାର ନିର୍ବାଚନ ଅନୁଷ୍ଠିତ ହେବ। ୨୨ ଓ୍ବାର୍ଡ ବିଶିଷ୍ଟ ଖୋର୍ଦ୍ଧା ପୌରପାଳିକାରେ ବିଜେଡି ୧୩ଟି ଆସନରେ ବିଜୟ ଲାଭ କରିଥିବା ବେଳେ ଭାଜପା ୪ଟି ଏବଂ ସ୍ବାଧୀନ ପ୍ରାର୍ଥୀ ୫ଟିରେ ବିଜୟୀ ହୋଇଥିଲେ। ବୁଧବାର ସମସ୍ତ ସ୍ବାଧୀନ…
Read More...

ଆମେରିକାର ଭାରତକୁ ଖୋଲାଖୋଲି ଧମକ

ୱାଶିଂଟନ,୭ ।୪: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଭାରତର ନିରବତାକୁ ଆମେରିକା ଆଦୌ ସହ୍ୟ କରିପାରୁନି । ପୂର୍ବରୁ କେତେଥର ଏହି ପ୍ରସଙ୍ଗରେ ଭାରତ ଆଗକୁ ଆସୁ ବୋଲି ଆମେରିକା କହିଥିବା ବେଳେ ଭାରତ ଉପରେ ଏନେଇ ଚାପ ପକାଇବାକୁ ବି ଚେଷ୍ଟା କରିଛି । ହେଲେ ଭାରତ ନିରପେକ୍ଷ ଭାବେ ନିଜ…
Read More...

ଗୋଟିଏ ଦିନ ପୂର୍ବରୁ ସରିପାରେ ବଜେଟ ଅଧିବେଶନ

ନୂଆଦିଲ୍ଲୀ,୭ ।୪: ନିର୍ଦ୍ଧାରିତ ସମୟର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଗୁରୁବାର ପାର୍ଲାମେଣ୍ଟର ବଜେଟ ଅଧିବେଶନ ଶେଷ ହୋଇପାରେ ବୋଲି ବିଶେଷ ସୂତ୍ରରୁ ମିଳିଥିବା ଖବରରୁ ଜଣାପଡିଛି । କେବଳ ସେତିକି ନୁହେଁ ପାର୍ଲାମେଣ୍ଟର ଉଭୟ ଗୃହ ଅର୍ଥାତ୍ ରାଜ୍ୟ ସଭା ଓ ଲୋକ ସଭା ଅନିର୍ଦ୍ଦିଷ୍ଟ କାଳ…
Read More...

ଉତ୍ତର ବିଜେଡି ଗଡରେ ଆଉ ଜଣକୁ ସାମିଲ କଲେ ବିଧାୟକ ସୁଶାନ୍ତ ରାଉତ

ଭୁବନେଶ୍ବର : ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀ ସବୁବେଳେ ବିଜେଡି ପାଇଁ ଶୁଭଙ୍କର ହୋଇ ରହିଛି।ବିଧାୟକ ସୁଶାନ୍ତ ରାଉତ ଜିତିବା ପରେ ସମସ୍ତଙ୍କୁ ନବୀନଙ୍କ ଲୋକାଭିମୁଖୀ ସ୍ରୋତରେ ସାମିଲ କରିବା ସାମିଲ କରିବା ସହିତ ବିଜେଡି ଗଡ ବନେଇ ଦେଇଛନ୍ତି। ବିଏମସି ନିର୍ବାଚନରେ ୨୪ ଓ୍ବାର୍ଡରୁ ୧୮…
Read More...

ଭାରତରେ ପ୍ରଥମ xe ଭାରିଆଣ୍ଟ ରୋଗୀ ଚିହ୍ନଟ

ମୁମ୍ବାଇ,୬।୪: କରୋନା ଭୂତାଣୁ ‘ଏକ୍ସଇ’ ର ନୂଆ ଭାରିଆଣ୍ଟ ଭାରତରେ ମଧ୍ୟ ପ୍ରବେଶ କରିଛି। ଏହାର ସଂକ୍ରମଣର ପ୍ରଥମ ସଂକ୍ରମିତ ବୁଧବାର ମୁମ୍ବାଇରେ ଚିହ୍ନଟ ହୋଇଛି। ଏଠାରେ ସମୁଦାୟ ୩୭୬ ନମୁନା ନିଆଯାଇଥିଲା। ଏଥିରେ ଜଣେ ରୋଗୀଙ୍କଠାରେ କରୋନାର ‘ଏକ୍ସଇ’ ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା…
Read More...

ଯୋଗି ଗରିବଙ୍କ ପାଇଁ ଖୋଲିବେ ଅନ୍ନପୂର୍ଣ୍ଣା କ୍ୟାଣ୍ଟିନ

ଲକ୍ଷ୍ନୌ,୬।୪: ଉତ୍ତରପ୍ରଦେଶରେ ଲଗାତର ଦ୍ୱିତୀୟ ଥର ପାଇଁ ବିଧାନସଭା ନିର୍ବାଚନରେ ଏକ ଐତିହାସିକ ବିଜୟ ହାସଲ କରିଛି ଭାଜପା। ଏହାପରେ ଭାଜପା ନିଜର ସଂକଳ୍ପ ପତ୍ରରେ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବା ଆରମ୍ଭ କରିଦେଇଛି। ଏହିକ୍ରମରେ ୟୁପିରେ ଯୋଗୀ ସରକାର ଗରିବ ଲୋକଙ୍କୁ ଶସ୍ତା ଖାଦ୍ୟ…
Read More...

ବାଇକରେ ବୁହାହେଲା ଶବ

କେନ୍ଦ୍ରାପଡ଼ା, ୬ା୪: ସ୍ବାସ୍ଥ୍ୟ ବିଭାଗ ଅବହେଳାର ଆଉ ଏକ ହୃଦୟବିଦାରକ ଚିତ୍ର ମଙ୍ଗଳବାର ଦେଖିବାକୁ ମିଳିଛି। କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ମହାପ୍ରୟାଣ ଗାଡ଼ି ଥିବା ସତ୍ତ୍ୱେ ଏକ ଗରିବ ପରିବାରର ୭ ବର୍ଷୀୟା ଛାତ୍ରୀଙ୍କ ମୃତଦେହକୁ ବାଇକ୍‌ରେ ଘରକୁ ନେବାକୁ ପଡିଛି। ଏହି ଘଟଣା…
Read More...

ଧରାହେଲେ ହାଇଓ୍ବେ ଲୁଟେରା ଗ୍ୟାଙ୍ଗ

ଖୋର୍ଦ୍ଧା,୬ା୪: ଖୋର୍ଦ୍ଧା ପୋଲିସ ମଙ୍ଗଳବାର ଏକ ହାଇଓ୍ବେ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ଏହି ଗ୍ୟାଙ୍ଗ୍‌ର ଜଣେ ନାବାଳକ ସମେତ ୫ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଜଟଣୀ ଥାନା ବେଣାପଞ୍ଜୁରୀ ଗ୍ରାମର ଅମଜାଦ୍‌ ଖାନ ଓରଫ କ୍ରିଷ୍ଣା ଓରଫ ସୋନୁ(୨୩), ଏସ୍‌.କେ ଜୁମା(୨୬),…
Read More...

୯ରେ ଶ୍ରୀଲିଙ୍ଗରାଜଙ୍କ ରଥଯାତ୍ରା

ଭୁବନେଶ୍ୱର,୬ା୪ (ଡି.ଏନ୍‌.ଏ.): ଆସନ୍ତା ୯ତାରିଖ ଶନିବାର ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ। ଏନେଇ ମଙ୍ଗଳବାର ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସ୍ଥାନୀୟ ସର୍କିଟ ହାଉସ ପରିସରରେ ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ସଂଗ୍ରାମ କେଶରୀ…
Read More...