banner
Breaking

ସେବା ମନବୃର୍ତ୍ତି ନେଇ କାମ କଲେ ଆଲ୍ଲା, ଯୀଶୁ, ଜଗନ୍ନାଥ ଖୁସି ହୁଅନ୍ତି

ଭୁବନେଶ୍ୱର,୨୧/୪(ବ୍ୟୁରୋ) : ପବିତ୍ର ରମ୍‌ଜାନ୍ ମାସରେ କଳିଙ୍ଗ ଟ୍ରଷ୍ଟ ଆନୁକୂଲ୍ୟରେ ଚନ୍ଦ୍ରଶେଖରପୁର ନିଳାଦ୍ରୀ ବିହାର ସ୍ଥିତ ଗ୍ରାଣ୍ଡଲୁମ୍ବିନୀ କନଭେସନ୍ ପରିସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଆଇନ୍‌ଜୀବି ମାନଙ୍କର ଇଫତାର ପାର୍ଟି ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟର ଅଧ୍ୟକ୍ଷ ଡ.…
Read More...

ଆଜିଠାରୁ ସ୍କୁଲ ବସ୍ ଚେକି°

ଭୁବନେଶ୍ୱର,୨୦।୪(ବ୍ୟୁରୋ): ସ୍କୁଲ ପିଲାଙ୍କୁ ନେଉଥିବା ବସ୍‌ ଏବଂ ଅନ୍ୟାନ୍ୟ ଭେଇକିଲ ଚେକିଂ ବୁଧବାରଠୁ ଜୋରଦାର କରାଯିବ। ଆଜିଠୁ ୨୭ ଯାଏ ଯାଞ୍ଚ କରାଯାଇ ୨୮ ତାରିଖ ସୁଦ୍ଧା ରିପୋର୍ଟ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ପିଲାଙ୍କୁ ନେଇ ଯାଉଥିବା ଗାଡ଼ିର ଫିଟେନସ, ପରମିଟ, ଇନସୁରାନ୍ସ,…
Read More...

ରାଜ୍ୟରେ ବଢୁଛି ଦୈନିକ ସ°କ୍ରମଣ

ନୂଆଦିଲ୍ଲୀ,୨୦।୪: ରାଜଧାନୀରେ ଦୈନିକ ସଂକ୍ରମଣ ବଢିଚାଲିଛି। ଏହାକୁ ଦୃଷ୍ଟିରେ ରଖି ବୁଧବାର ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଡିଡିଏମ୍‌ଏ) ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହେବ। ତେବେ ବୈଠକରେ ବଢୁଥିବା ସଂକ୍ରମଣ ଉପରେ ଆଲୋଚନା ହେବା ସହ ମାସ୍କ ଲଗାଇବା ବାଧ୍ୟତାମୂଳକ ଓ ସ୍କୁଲ ଉପରେ…
Read More...

ତତାଇ ଲାଣି ତାତି

ଭୁବନେଶ୍ୱର,୨୦।୪(ବ୍ୟୁରୋ):  ରାଜ୍ୟରେ ବେଳକୁ ବେଳ ତାତିର ପ୍ରକୋପ ବଢିବାରେ ଚାଲିଛି । ଅସହ୍ୟ ଗରମ ସାଙ୍ଗକୁ ଟାଣ ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ପ୍ରତିଦିନ ତାତି ନୂଆ ନୂଆ ରେକର୍ଡ ଭାଙ୍ଗୁଛି । ଆସନ୍ତା ଦୁଇ ତିନି ଦିନ ଯାଏ ରାଜ୍ୟର ତାପମାତ୍ରା ଆହୁରି ବଢିବ ବୋଲି ଭୁବନେଶ୍ୱର ଆଞ୍ଚଳିକ…
Read More...

ଡ୍ରାଇଭର ଆନ୍ଦୋଳନକୁ ନେଇ ଏବେ ଖାଲି ଚୁତୁ ମେମେ

ଭୁବନେଶ୍ୱର,୨୦।୪(ବ୍ୟୁରୋ): ରାଜ୍ୟ ପୋଲିସର ଦବଙ୍ଗ ଗିରିକୁ କଡା ଜବାବ ଦେଲେ ଡ୍ରାଇଭର। ମହାତ୍ମାଗାନ୍ଧି ମାର୍ଗରେ ପୋଲିସର ବର୍ବରତା ଉପରେ ଅନେକ ଦୁଷ୍ଟାନ୍ତ ରହିଛି। କ"ଗ୍ରେସ କର୍ମୀ, ଶିକ୍ଷକଙ୍କ ଠରୁ ଆରମ୍ଭ କରି ଯୁବ, ଛାତ୍ର ପର୍ଯ୍ୟନ୍ତ କାହାକୁ ଛାଡିନି ପୋଲିସ ରାସ୍ତାରେ ଗୋଡେଇ ଗୋଡେଇ…
Read More...

ପିଭିଆର ସିନେମା ପକ୍ଷରୁ ଓଡିଶାରେ ପ୍ରଥମ ମଲ୍ଟିପ୍ଲେକ୍ସର ଶୁଭାରମ୍ଭ

ରାଉରକେଲା,୧୯/୪(ବ୍ୟୁରୋ): ଭାରତର ସର୍ବବୃହତ ତଥା ଅତ୍ୟନ୍ତ ପ୍ରିମିୟମ ଚଳଚ୍ଚିତ୍ର ପ୍ରଦର୍ଶନୀ କମ୍ପାନୀ, ପିଭିଆର ସିନେମା ପକ୍ଷରୁ ଓଡିଶାର ରାଉରକେଲାଠାରେ ଏହାର ପ୍ରଥମ ମଲ୍ଟିପ୍ଲେକ୍ସର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି । ଫୋରମ ଗ୍ୟାଲେରିଆ ମଲ୍ ଠାରେ ନୂତନ ଭାବେ ଶୁଭାରମ୍ଭ ହୋଇଥିବା…
Read More...

ରାଜ୍ୟରୁ ମାସ୍କ ପିନ୍ଧିବା କଟକଣା ହଟିନାହିଁ

ଭୁବନେଶ୍ୱର,୧୯।୪(ବ୍ୟୁରୋ) : କୋଭିଡ୍‌ ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, ମାସ୍କ ପିନ୍ଧିବା କଟକଣା ରାଜ୍ୟରୁ ହଟି ନାହିଁ। ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ କୁହାଯାଇଛି, ଭିଡ଼ ସ୍ଥାନକୁ ଗଲେ ମାସ୍କ ଜରୁରୀ ବୋଲି ସେ…
Read More...

ପୁଣି ଖାକିରେ ଦାଗ, ୩ ହାବିଲଦାର ନିଳମ୍ବିତ

ଭୁବନେଶ୍ୱର,୧୯।୪(ବ୍ୟୁରୋ): ଓଭର ବିଲିଂ ଅଭିଯୋଗରେ ୩ କନଷ୍ଟେବଳଙ୍କୁ ନିଲମ୍ବନ କରାଯାଇଛି। ନିଲମ୍ବିତ ୩ କନଷ୍ଟେବଳ ହେଲେ ସୀମାଞ୍ଚଳ ସେଠୀ, ଅଜିତ ଧଳ ଓ ରଞ୍ଜିତ ସ୍ବାଇଁ । ପଞ୍ଚାୟତ ନିର୍ବାଚନ ସମୟରେ ଡିଜେଲ ଓଭର ବିଲିଂ ଅଭିଯୋଗରେ ସମ୍ବଲପୁର ଏସ୍‌ପି ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।…
Read More...

ପରିବାର କୋର୍ଟରେ ତପସ୍ବିନୀ ଓ ସୁମିତଙ୍କ ମାମଲା

ଭୁବନେଶ୍ୱର,୧୯।୪(ବ୍ୟୁରୋ): ବହୁଚର୍ଚ୍ଚିତ ତପସ୍ବିନୀ ଦାଶ ଓ ଡାକ୍ତର ସୁମିତ ସାହୁଙ୍କ ବିବାଦ ସମାଧାନ ହୋଇନାହିଁ । କୋର୍ଟ ନିର୍ଦ୍ଦେଶ ପ୍ରକାରେ ତପସ୍ବିନୀଙ୍କୁ ସୁମିତ ମାସିକ ୧୦ ହଜାର ଟଙ୍କା ଭରଣ ପୋଷଣ ଦେଉଛନ୍ତି । ଜିଲା କୋର୍ଟ ନିର୍ଦ୍ଦେଶ ପ୍ରକାରେ ଫେବୃୟାରୀ ମାସରେ ପ୍ରଥମେ ୧୭ ହଜାର…
Read More...

୨୧ରୁ ବଢିବ ଓମ୍ପଫେଡ କ୍ଷୀର ଦର

ଭୁବନେଶ୍ୱର,୧୯।୪(ବ୍ୟୁରୋ): ରାଜ୍ୟରେ ଓମ୍‌ଫେଡ କ୍ଷୀର ଦର ବୃଦ୍ଧି ପାଇବ । ଲିଟର ପିଛା ୨ ଟଙ୍କା ବୃଦ୍ଧି ପାଇବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। ଚାଷୀଙ୍କ ଦାବି ଓ ଦୁଗ୍ଧ ଉତ୍ପାଦନ ଖର୍ଚ୍ଚ ବୃଦ୍ଧିକୁ ଦୃଷ୍ଟିରେ ରଖି ସଂସ୍ଥା ପକ୍ଷରୁ ଦାମ ବଢାଯାଇଛି । ଓମ୍‌ଫେଡ ଗୋଲ୍ଡ ଓ ପ୍ରିମିୟମ…
Read More...