banner
Breaking
Monthly Archives

June 2025

ଭୁବନେଶ୍ୱରରେ ମିତସୁବିଶି ଇଲେକ୍ଟ୍ରିକ ଇଣ୍ଡିଆର ଏକ୍ସକ୍ଲୁସିଭ ଶୋରୁମ ଉଦଘାଟିତ

ଭୁବନେଶ୍ୱର: ବିଶ୍ୱର ପ୍ରମୁଖ ଏୟାର କଣ୍ଡିସନର ଉତ୍ପାଦକ ମିତସୁବିଶି ଇଲେକ୍ଟ୍ରିକ୍‌, ଏବେ ଓଡିଶାର ଭୁବନେଶ୍ୱରରେ ଏହାର ଏକ୍ସକ୍ଲୁସିଭ୍ ଶୋରୁମ "କୁଲିଂ ପ୍ଲାନେଟ’ର ଶୁଭାରମ୍ଭ କରିଛି। ଏହି ନୂଆ ଶୋରୁମ ଏସ ଆର ରେଫ୍ରିଜରେଶନ, ଲେନ୍‌-୨, ଡିଷ୍ଟ୍ରିକ୍ଟ ସେଂଟର ଚନ୍ଦ୍ରଶେଖରପୁରରେ ଅବସ୍ଥିତ। ଏହି…
Read More...

ହାତୀ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ : ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଦୁର୍ଲଭ ହାତୀ ବେଶରେ ସଜ୍ଜିତ ହୋଇ ଦର୍ଶନ ଦେଲେ ଚତୁର୍ଦ୍ଧା ମୂରତି । ଏହି ସମୟରେ ଆବେଗ ମୟ ଜନ ସମୁଦ୍ର ପାଲଟିଥିଲା ବଡ଼ଦାଣ୍ଡ । ସମସ୍ତଙ୍କ ମୁହଁରୁ ଭାସି ଆସୁଥିଲା ଜୟ ଶ୍ରୀଜଗନ୍ନାଥ ଡାକ । ଘଣ୍ଟ…
Read More...

ଉତ୍କଳ ବିଲ୍ଡର୍ସର ୩୫ତମ ଗୌରବମୟ ବର୍ଷ ୬ରୁ ‘ଉତ୍କଳ ଗ୍ରାଣ୍ଡ ପ୍ରପର୍ଟି ସେଲ୍ କାର୍ନିଭାଲ୍’

ଭୁବନେଶ୍ୱର : ୩୫ ବର୍ଷର ଅଟଳ ବିଶ୍ୱାସ, ଅଗ୍ରଣୀ ପ୍ରକଳ୍ପ ଏବଂ ସ୍ଥାପତ୍ୟ ଉତ୍କର୍ଷତା ପାଳନ ଅବସରରେ, ଉତ୍କଳ ବିଲ୍ଡର୍ସ ୬ ରୁ ୮ ଜୁନ୍ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ ହୋଟେଲ ଲାଇଫରେ ଉତ୍କଳ ଗ୍ରାଣ୍ଡ ପ୍ରପର୍ଟି ସେଲ୍ କାର୍ଣ୍ଣିଭାଲ ଆରମ୍ଭ କରିଅଛି । ଏହି ତିନି ଦିନିଆ କାର୍ଯ୍ୟକ୍ରମ…
Read More...

ସରକାରୀ ଜାଗା ଦେଖାଇ ନେଇଗଲେ ୩ ଲକ୍ଷ

ଭୁବନେଶ୍ୱର,୪/୬ ସରକାରୀ ଜାଗାକୁ ନିଜ ନାମରେ ଥିବା ଦେଖାଇ ୩ ଲକ୍ଷ ଟଙ୍କା ଠକି ନେଇଛନ୍ତି ବୋଲି ଇନଫୋସିଟି ଥାନାରେ ଅଭିଯୋଗ କରିଛନ୍ତି ମୈତ୍ରୀ ବିହାର ଅଳର ଉମାକାନ୍ତ ଜେନା । ପୁଲିସ ଏତଲା ଗ୍ରହଣ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ପଥରଗାଡିଆ ଅଳର ରତନ ମିଶ୍ର ନାମକ ଜଣେ ବ୍ୟକ୍ତି…
Read More...

ରୋଟାରୀ ଜିଲ୍ଲା ୩୨୬୨ ତରଫରୁ ୨୨ଜଣ ସଫଳ ଓଡିଆ ମହିଳାକୁଂ ସମ୍ମାନ

ଭୂବନେଶ୍ବର: ରୋଟାରୀ ଜିଲ୍ଲା ୩୨୬୨ ତରଫରୁ ପ୍ରଥମ ଥର ଓଡିଶାର ବିଭିନ୍ନ ବୃତ୍ତିରେ ଶିଖରରେ ପହଂଚିଥିବା ୨୨ଜଣ ମହିଳାକୁଂ ସମ୍ମାନିତ କରାଯାଇଛି। ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ରରେ ଆୟୋଜିତ ଏକ ଭବ୍ୟ ଉତ୍ସବରେ ଭାରତର ବରିଷ୍ଠ ପୂର୍ବତନ ମନ୍ତ୍ରୀ , ସାଂସଦ, ସୁଲେଖିକା ଓ…
Read More...