ଓଡ଼ିଶାରେ ‘ବାଲ୍ ବିବାହ ମୁକ୍ତ ଭାରତ’ ଅଭିଯାନକୁ ଅଦ୍ଭୁତପୂର୍ବ ସମର୍ଥନ
ଭାରତ ସରକାରଙ୍କ ‘ବାଲ୍ ବିବାହ ମୁକ୍ତ ଭାରତ’ଅଭିଯାନ ଅନ୍ତର୍ଗତ ଜଷ୍ଟ୍ ରାଇଟ୍ସ ଫର୍ ଚିଲଡ୍ରେନ(ଜେଆରସି)ମିଳିତ ମଂଚ ଦ୍ୱାରା ପରିଚାଳିତ କାର୍ଯ୍ୟକ୍ରମରେ ଭାଗ ନେବାକୁ ଓଡିଶାର ରାଜରାସ୍ତା, ବିଦ୍ୟାଳୟ, ରାସ୍ତା ଏବଂ ବଜାରରେ ହଜାର ହଜାର ଲୋକ ଭିଡ଼ ଜମାଇ ସେମାନଙ୍କର ସମର୍ଥନ ପ୍ରଦାନ କରିଥିଲେ ।…
Read More...
Read More...