banner
Breaking
Monthly Archives

August 2024

ଡମଣା ଗୋପୀନାଥ ଜୀଉ ଦୁର୍ଗାପୂଜା କମିମିଟିର ପ୍ରସ୍ତୁତି ବୈଠକ

ଭୁବନଶ୍ୱର,୨୯ା୮ ଚନ୍ଦ୍ରଶେଖରପୁର ଅଞ୍ଚଳର ସର୍ବ ବୃହତ ଦୁର୍ଗା ପୂଜା ଡମଣା ଗୋପୀନାଥ ଜୀଉ ଦୁର୍ଗାପୂଜା କମିଟି ପକ୍ଷରୁ ଚଳିତବର୍ଷ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ ଡମଣା ଦୁର୍ଗାପୂଜା ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଡମଣା ଦୁର୍ଗାପୂଜାର ପ୍ରତିଷ୍ଠାତା ସଭାପତି ନିଶାକର ସାହୁଙ୍କ…
Read More...

ନେକ୍ସସ୍ ଏକ୍ସପ୍ଲାନେଡ୍ ମଲରେ ଖୋଲିଲା ‘ କେ ସେ କୁଲଚା’ ଆଉଟଲେଟ୍

ଭୁବନେଶ୍ବର- "ଉତ୍ତର ଭାରତର ଅସଲ ସ୍ୱାଦ ଅନୁଭବ କରନ୍ତୁ 'କେ ସେ କୁଲଚା'ରେ। ଭୁବନେଶ୍ବର ନେକ୍ସସ୍ ଏକ୍ସପ୍ଲାନେଡ ମଲରେ ଏହା ଶୁଭାରମ୍ଭ ହୋଇଛି। ଓଲିଉଡ୍ ଅଭିନେତ୍ରୀ ଶୀତଲ ପାତ୍ର ଅତିଥିଭାବେ ଯୋଗଦେଇ ଏହି ଆଉଟଲେଟ୍କୁ ଉଦଘାଟନ କରିଛନ୍ତି। କାର୍ଯ୍ୟକ୍ରମରେ ଆଉଟଲେଟ୍ ଗ୍ରୁପ୍ ନିର୍ଦ୍ଦେଶକ…
Read More...

ଭାରତୀୟ ଗ୍ରାହକମାନଙ୍କ ନିମନ୍ତେ ସାମସଙ୍ଗ ଦ୍ୱାରା ୧୦ଟି ବୃହତ୍ ଏଆଇ କ୍ଷମତାଯୁକ୍ତ ବେସପୋକ ୱାସିଙ୍ଗ ମେସିନର ଶୁଭ…

ସାମସଙ୍ଗ, ଯାହାକି ଭାରତର ଏକ ବୃହତ୍ ଗ୍ରାହକ ଇଲେକ୍‌ଟ୍ରୋନିକ୍ସ ବ୍ରାଣ୍ଡ ଆଜି ୧୦ଟି ବଡ଼ ଆକାରର ନୂଆ, ସମ୍ମୁଖ ଭାଗ ୱାସିଙ୍ଗ ମେସିନର ଅନାବରଣ କରିଛନ୍ତି । ଭାରତୀୟ ଗ୍ରାହକମାନଙ୍କ ପାଇଁ ଏଆଇ କ୍ଷମତାଯୁକ୍ତ ନୂତନ କପଡ଼ା ସଫା ସେବା ପ୍ରଦାନକାରିତାର ପ୍ରତିଶ୍ରୁତି ପ୍ରଦାନ କରିବା ସହିତ ବିନା…
Read More...

ନୀଳାଦ୍ରି ବିହାର ଦୁର୍ଗାପୂଜା ପାଇଁ ମାଟି ଅନୁକୂଳ

ଭୁବନେଶ୍ୱର ପବିତ୍ର ଜନ୍ମାଷ୍ଟମୀ ତିଥିରେ ନୀଳାଦ୍ରି ବିହାର ଆବାସିକ ସଂଘ ପକ୍ଷରୁ ସାର୍ବଜନୀନ ଦୁର୍ଗାପୂଜା ପାଇଁ କୁଆଖାଇ ନଦୀ ପଠାରୁ ମାଙ୍କ ମୃଣ୍ମୟ ମୂର୍ତ୍ତି ନିର୍ମାଣ ନିମନ୍ତେ ମାଟି ଅନୁକୂଳ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଦୁର୍ଗାପୂଜା କମିଟିର ଅଧ୍ୟକ୍ଷା ରଶ୍ମି ରେଖା ଜେନାଙ୍କ…
Read More...

ନୀଳାଦ୍ରିବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା

ଭୁବନେଶ୍ୱର,: ନୀଳାଦ୍ରି ବିହାର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା ସମିତିର ଉପସଭାପତି ପଙ୍କଜ କୁମାର କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବେଗୁନିଆ କଲେଜର ପୂର୍ବତନ ଅଧ୍ୟକ୍ଷ…
Read More...

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଇଂରାଜୀ ପତ୍ରିକା “ଇନସାଇଡ୍ କଭର ” ଉନ୍ମୋଚିତ

ଭୁବନେଶ୍ୱର : ମାସିକ ଇଂରାଜୀ ପତ୍ରିକା ଇନସାଇଡ କଭରର ସ୍ୱତନ୍ତ୍ର ସଂସ୍କରଣ ଆଜି ଲୋକ ସେବା ଭବନ ଅନ୍ତର୍ଗତ ତୃତୀୟ ମହଲା ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝିଙ୍କ କରକମଳରେ ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଯାଇଛି। ଏହି…
Read More...

ଉତ୍କଳ କନିକା ଗ୍ୟାଲେରିଆ ମଲରେ ଖୋଲିଲା ଓସୋମ୍ ବୋବାସ୍

ଭୁବନେଶ୍ବର- ରାଜଧାନୀର ଖାଦ୍ୟପ୍ରେମୀଙ୍କ ପାଇଁ ଖୁସି ଖବର। କଳ୍ପନା ସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ମଲରେ ଓସୋମ୍ ବୋବାସ୍ ଆଉଟଲେଟ୍ ଆରମ୍ଭ ହୋଇଛି। ଓଡିଶାରେ ବିଙ୍ଗସୁ'ର ଏହା ପ୍ରଥମ ଆଉଟଲେଟ୍। ଯେଉଁଠାରେ ବିଙ୍ଗସୁ'ର ସନି ମ୍ୟାଙ୍ଗୋ ବିଙ୍ଗସୁ, ଥାଇ ଚାଇ ବିଙ୍ଗସୁ, ଆରବିକା ଅନୋଖା…
Read More...