banner
Breaking
Monthly Archives

April 2021

ଓଡିଶାରେ ଜାରି ହେଲା ନାଇଟ କର୍ଫ୍ୟୁ ।

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। କରୋନା ଭୂତାଣୁର ଦ୍ବିତୀୟ ଲହରକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ରାଜ୍ୟର ସମସ୍ତ ଜିଲାରେ ନାଇଟ୍‌ କର୍ଫ୍ୟୁ ଲାଗୁ କରାଯାଇଥିବାବେଳେ ୧୦ଟି ଜିଲା ପାଇଁ…
Read More...

ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ସ୍ଥଗିତ।

ଭୁବନେଶ୍ୱର,୧୫।୪(ବ୍ୟୁରୋ): ରାଜ୍ୟ ସରକାର ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି। କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ-୧୯ ପରିସ୍ଥିତି ନିୟନ୍ତ୍ରଣକୁ ଆସିବା…
Read More...

କରୋନା ନିୟନ୍ତ୍ରଣ ପାଇଁ ଆଇଏଏସଙ୍କୁ ଦାୟିତ୍ୱ ବଣ୍ଟନ।

ଭୁବନେଶ୍ୱର, ୧୫।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ପ୍ରକାରର ଗାଇଡ୍‌ଲାଇନ୍‌ ଜାରି କରୁଛନ୍ତି। ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ବର୍ତ୍ତମାନ ରାଜ୍ୟ ସରକାର ଆଇଏଏସ୍‌ ଅଫିସରଙ୍କୁ ଜିଲା ଦାୟିତ୍ୱ…
Read More...

କମ୍ରେଡ ବନମାଳୀ ଜେନାଙ୍କ ଶହେତମ ଜନ୍ମଜୟନ୍ତୀ।

ଭୁବନେଶ୍ୱର (ଓଡ଼ିଆ ନ୍ୟୁଜ): ଐତିହାସିକ ପଟିଆ ବନ୍ଧର ଶେଷ ବିନ୍ଧାଣୀ କମ୍ରେଡ୍ ବନମାଳୀ ଜେନା ସ୍ମୃତି କମିଟି ଆନୁକୂଲ୍ୟରେ ସ୍ୱର୍ଗତ ବନମାଳୀ ଜେନାଙ୍କର ଜନ୍ମଶତବାର୍ଷିକୀ ଉତ୍ସବ ପାଳନ କରାଯାଇଛି । ପଟିଆ ବାଳିକା ବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱର୍ଗତ ଜେନାଙ୍କର ଏକ ବ୍ରୋଞ୍ଜ…
Read More...

ଶାଗ ମାଛ କମ୍ପାନୀକୁ ଜମି ବିକୁଛି ଇଡକୋ। ନିଯୁକ୍ତି ଶୂନ

ଭୁବନେଶ୍ୱର, ୧୫ା୪: ଓଡ଼ିଶାରେ ଶିଳ୍ପାୟନ କରାଯାଇ ନିଯୁକ୍ତି ପରିମାଣରେ ବୃ୍‌ଦ୍ଧି କରାଯିବ ବୋଲି ସରକାର ଅନେକ ବର୍ଷ ଧରି କହି ଆସୁଛନ୍ତି । ସେହି ଲକ୍ଷ୍ୟକୁ ହାସଲ କରିବା ପାଇଁ ରାଜ୍ୟର ପାଣିଠାରୁ ଖଣି ପର୍ଯ୍ୟନ୍ତ ସବୁକିଛି ଶିଳ୍ପପତିଙ୍କୁ ଭେଟି ସ୍ବରୂପ ଦିଆଯାଉଛି। ଏହି କାର୍ଯ୍ୟରେ ଅତ୍ୟଧିକ…
Read More...

କ୍ୟାନସର ହସ୍ପିଟାଲ ପାଇଁ ସ୍ବାକ୍ଷରିତ ହେଲା ଏମଓୟୁ

ଭୁବନେଶ୍ୱର,୧୫ା୪(ବ୍ୟୁରୋ): ରାଜ୍ୟ ସରକାର ଦୁଇଟି କର୍କଟ ରୋଗ ଚିକିତ୍ସା କେନ୍ଦ୍ର ପାଇଁ ବୁଝାମଣାପତ୍ର(ଏମ୍‌ଓୟୁ) ସ୍ବାକ୍ଷର କରିଛନ୍ତି। ପ୍ରଥମ ଏମ୍‌ଓୟୁ ବାଗ୍‌ଚୀ ଶ୍ରୀ ଶଙ୍କର କ୍ୟାନ୍‌ସର ହସ୍ପିଟାଲ ଓ ଗବେଷଣା ପ୍ରତିଷ୍ଠାନ ପାଇଁ ରାଜ୍ୟ ସରକାର, ସୁସ୍ମିତା ବାଗ୍‌ଚୀ ଏବଂ ଶଙ୍କର କ୍ୟାନ୍‌ସର…
Read More...

ରାଜ୍ୟରେ ଆଜି ପୁଣି ୨୯୮୯ ପଜିଟିଭ ଚିହ୍ନଟ।

ଭୁବନେଶ୍ୱର,୧୫।୪(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତି ଧିରେ ଧିରେ ଅଣାୟତ ହେବାରେ ଲାଗିଛି। ଗୁରୁବାର ରାଜ୍ୟରେ ୨୯୮୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୫୮,୩୪୨ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୭୩୩ଜଣ…
Read More...

ଆଜି ୧୨ଟି ଜିଲ୍ଲାରେ କାଳଵୈଶାଖୀ।

ଭୁବନେଶ୍ୱର: ଓଡ଼ିଶାର ୧୨ଟି ଜିଲାକୁ ଆଜି କାଳବୈଶାଖୀ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସତର୍କ ସୂଚନା ଦିଆଯାଇଛି। ପାଣିପାଗ କେନ୍ଦ୍ରର ମୁଖ୍ୟ ଏଚ ଆର ବିଶ୍ୱାସ କହିଛନ୍ତି, ରାଜ୍ୟର ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ,…
Read More...

ମା ମଙ୍ଗଳା ବସ୍ତିରେ ଆମ୍ବେଦକର ଜୟନ୍ତୀ ପାଳିତ।

ଭୁବନେଶ୍ୱର ୧୫/୪ ସିଆଇଟିୟୁ ପକ୍ଷରୁ ନୀଳାଦ୍ରି ବିହାର ସ୍ଥିତ ମା ମଙ୍ଗଳା ବସ୍ତିରେ ଡ଼ଃ ବି ଆର୍ ଆମ୍ବେଦକରଙ୍କ ୧୩୦ତମ ଜୟନ୍ତୀ ଓ ସମ୍ବିଧାନ ବଞ୍ଚାଓ ଦିବସ କରୋନା କଟକଣା ମଧ୍ୟରେ ପାଳିତ ହୋଇଯାଇଛି । ସିଆଇଟିୟୁର ଭୁବନେଶ୍ୱର ସାଖା ମୁଖ୍ୟ ସୁରେଶ ରାଉତରାୟଙ୍କ ସଭାପତିତ୍ୱରେ ଅନଷ୍ଠିତ ଏହି…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଶନି ଓ ମଙ୍ଗଳ ଷଡ଼ାଷ୍ଟକ ହେତୁ କର୍ମକ୍ଷେତ୍ରରେ ବିବାଦଗ୍ରସ୍ତ ହୋଇପାରନ୍ତି। ବନ୍ଧୁଙ୍କ ସହ ରୁଦ୍ଧଦ୍ୱାର ଆଲୋଚନା ଅଧାରୁ ଅଟକିଯାଇପାରେ। ରାଜନୈତିକ, ଆନୁଷ୍ଠାନିକ ତଥା ସାଂଗଠନିକ ସ୍ଥିତି ମଜଭୁତ ରହିବ। ଶୁକ୍ରଙ୍କ ପ୍ରଭାବରେ ଅନ୍ୟମାନଙ୍କୁ ଆପ୍ୟାୟିତ କରି ପାରିବାରିକ ଜୀବନରେ ଶାନ୍ତି ଓ…
Read More...